Browsing Category

Featured

ଚିନ୍ତା ପ୍ରକଟ କଲା WHO: ଓଡ଼ିଶା ସମେତ ୧୨ଟି ରାଜ୍ୟରେ JN.1 ସବ୍-ଭାରିଆଣ୍ଟର ନୂଆ ମାମଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ର ନୂଆ ସବ-ଭାରିଆଣ୍ଟ ଜେଏନ.୧କୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । ଜାନୁଆରୀ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ଏହି ସବ-ଭାରିଆଣ୍ଟର ୬୮୨ଟି ନୂଆ ମାମଲା ସାମ୍ନାକୁ…

ନିଶା କାରଣରୁ ବଡ଼ ଅଘଟଣ: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯାନବାହାନର ଚଳପ୍ରଚଳ ବଢ଼ିବାରେ ଲାଗିଥିବା ବେଳେ ରାସ୍ତାଘାଟରେ ଅଧିକ ମାତ୍ରାରେ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ଏହାଫଳରେ ଅକାଳରେ ଅନେକଙ୍କ ଜୀବନ ହାନୀ ହେବା ସହିତ ଅନେକ ଆହତ ହୋଇ…

ହାତ ନଥାଇ ଖେଳୁଛନ୍ତି କ୍ରିକେଟ: ପ୍ରସିଦ୍ଧ ଦିବ୍ୟାଙ୍କ କ୍ରିକେଟର ଆମିରଙ୍କୁ ନେଇ ପ୍ରସ୍ତୁତ ହେଉଛି ବାୟୋପିକ

ନୂଆଦିଲ୍ଲୀ: କାଶ୍ମୀରର ପ୍ରସିଦ୍ଧ ଦିବ୍ୟାଙ୍ଗ କ୍ରିକେଟର ଆମିର ହୁସୈନ ଲୋନଙ୍କୁ କିଏ ନଜାଣେ? ତେବେ ଦୁଇ ହାତ ନଥିବା ସତ୍ତେ୍ୱ ନିଜର ଯାଦୁ ସମସ୍ତଙ୍କୁ ଦେଖାଇଥିବା ହୂସୈନଙ୍କ ଜୀବନ ଉପରେ ବାୟୋପିକ ହେବାକୁ ଯାଉଛି ।…

NDDB- ଓଡ଼ିଶା ସରକାର ଚୁକ୍ତିନାମା ସ୍ୱାକ୍ଷରିତ: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ GMP ଲ୍ୟାବ୍, ଉତ୍ପାଦନ ହେବ ଆନ୍ଥରାକ୍ସ ଓ ENTV…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ବିକାଶମୁଖୀ କରାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇଏନଟିଭି…

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ କଥା ହେଲେ PM ମୋଦୀ, ସଂସଦୀୟ ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ​​ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ, ପଡୋଶୀ ଦେଶ ସହ…

(Video) କେବେ ଦେଖିଛନ୍ତି କି ‘ସାଇଲେଣ୍ଟ ବରଯାତ୍ରୀ’: କାନରେ ହେଡ଼ଫୋନ ଲଗାଇ ଖୁବ ନାଚିଲେ

ଓଡ଼ିଶା ଭାସ୍କର: ବିବାହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହରେ କିଛି ସ୍ୱତନ୍ତ୍ର କରିବାକୁ ଚାହିଁଥାନ୍ତି । ହେଲେ ବର୍ତ୍ତମାନ ସମୟରେ ଲୋକମାନେ ନିଜ ବିବାହକୁ…

ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାକୁ ଚାହୁଁଛନ୍ତି କି? ପିତା-ମାତା କରନ୍ତୁ ଏହି ଉପାୟ

ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାରେ ପିତାମାତାଙ୍କର ସବୁଠାରୁ ବଡ଼ ଭୂମିକା ରହିଥାଏ । ପିଲାମାନଙ୍କ ପାଖରେ ଆତ୍ମବିଶ୍ୱାସ ରହିବା ମଧ୍ୟ ବେଶ ଜରୁରୀ । ଏହି ପରି ପିଲାମାନେ ହିଁ ଆଗକୁ ଯାଇ ଜୀବନରେ ସଫଳତା ହାସଲ…

SBI ରିସର୍ଚ୍ଚ ରିପୋର୍ଟର ବଡ଼ ଦାବି, ଦେଶରେ ହ୍ରାସ ପାଉଛି ଅର୍ଥନୈତିକ ଅସମାନତା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରିଛି ଯେ, ଦେଶରେ ଅର୍ଥନୈତିକ ଅସମାନତା ହ୍ରାସ ପାଇଛି । ରିପୋର୍ଟ ମୁତାବକ ଇନକମ ଟ୍ୟାକ୍ସ ରିଟର୍ଣ୍ଣର ଡାଟା ମାଧ୍ୟମରେ…

ଦଳ ଛାଡ଼ିବେ କି ଅଭିନେତା ଅରିନ୍ଦମ? ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଭେଟିଲେ, ବିଜେପିରେ ସାମିଲ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ବର୍ଷ ଓଡ଼ିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସେନେଇ ଏବେଠାରୁ ରାଜନୈତିକ ପାଣିପାଗରେ ଉଷ୍ଣ…

ଲାକ୍ଷାଦ୍ୱୀପର ଲୁଣି ଜଳ ମଧୁର ଜଳରେ ପରିବର୍ତ୍ତିତ ହେବ: ଆରମ୍ଭ ହେବ ‘Desalination’ ପ୍ରୋଜେକ୍ଟ, ଇସ୍ରାଏଲର ବଡ଼ ଘୋଷଣା ପରେ ବଢ଼ିବ…

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମାଲଦୀପର ମନ୍ତ୍ରୀ ଅପମାନଜନକ ଟିପ୍ପଣୀ ଦେବାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ମାଲଦୀପ ସରକାର ୩ ଜଣ ମନ୍ତ୍ରୀଙ୍କୁ…