Browsing Category

Featured

(Video)ଶ୍ରୀରାମଙ୍କୁ ପ୍ରଣାମ କରି ଧନୁରୁ ତୀର ଚଳାଇଲେ ବିରାଟ କୋହଲି: ଭିଡିଓ ଦେଖି ଫ୍ୟାନ କହିଲେ…

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର କେପଟାଉନରେ ସାଉଥ ଆଫ୍ରିକା ଏବଂ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚ ଜାରି ରହିଛି । ତେବେ ଏହା ମଧ୍ୟରେ ଭାରତୀୟ ପୂର୍ବତନ କ୍ୟାପଟେନ ବିରାଟ କୋହଲିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

କଂଗ୍ରେସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଶର୍ମିଲା ହେବେ ହାତର ନୂଆ ଶକ୍ତି, ତେଲେଙ୍ଗାନା ପରେ ଆନ୍ଧ୍ର ଦଖଲ ଲକ୍ଷ୍ୟରେ କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପାଣିପାଗ ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ…

ଫେବୃଆରୀ ୧୩ ତାରିଖରେ ଆବୁଧାବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଅହଲାନ ମୋଦୀ ୨୦୨୪ କାର୍ଯ୍ୟକ୍ରମରେ ହେବେ ସାମିଲ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବି ଗସ୍ତ କରିବେ ଏବଂ ଏଠାରେ ଏକ…

ଟ୍ରେନରେ ଯାତ୍ରା ସମୟରେ ଚାଲିଗଲା ପତିଙ୍କ ପ୍ରାଣ, ଶୋଇପଡିଛନ୍ତି ଭାବି କାନ୍ଧରେ ଶବକୁ ଆଉଜାଇ ଧରି ୧୩ ଘଣ୍ଟା ଯାତ୍ରା କଲେ ମହିଳା

ଝାନ୍ସୀ: ସ୍ୱାମୀ ରାମକୁମାରଙ୍କ ସହ ଅଯୋଧ୍ୟା ଯାଉଥିବା ଜଣେ ମହିଳାଙ୍କୁ ଜଣା ନ ଥିଲା କି କେତେବେଳେ ତାଙ୍କ ସ୍ୱାମୀ ତାଙ୍କ କାନ୍ଧରେ ମୁଣ୍ଡ ରଖି ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଲେଣି । ଗୁଜରାଟର ସୁରଟରୁ ଯାତ୍ରା…

ଦେହ ସାରା ଟାଟୁ କରି ଲେଖନ୍ତି ‘ରାମ’, ସିଗାରେଟ ମଦ ଠାରୁ ରୁହନ୍ତି କୋଶେ ଦୂରରେ: ଜାଣନ୍ତୁ କିଏ ସେହି ଜନଜାତି ଯେଉଁମାନଙ୍କୁ…

ଅଯୋଧ୍ୟା: ଅଯୋଧ୍ୟାରେ ଅନେକ ପ୍ରତୀକ୍ଷା ପରେ ଶେଷରେ ତିଆରି ହେବାକୁ ଯାଉଛି ଭଗବାନ ଶ୍ରୀ ରାମଙ୍କର ମନ୍ଦିର । ନିଜ ଜନ୍ମସ୍ଥାନରେ ଆଉ କିଛିଦିନ ପରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ । ତେବେ ଏହି ଘଟଣାକ୍ରମରେ ଧୀରେ ଧୀରେ…

ନୂଆବର୍ଷରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ସାମ୍ନାକୁ ଆସିଲା T-20 ବିଶ୍ୱକପ ୨୦୨୪ର ଶିଡ୍ୟୁଲ

ନୂଆଦିଲ୍ଲୀ: ନୂଆ ବର୍ଷରେ ଆଇସିସି ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ପାଖରେ ଏକ ବଡ଼ ସୁଯୋଗ ରହିଛି । ଆସନ୍ତା ଜୁନ୍ ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଖୁବଶୀଘ୍ର ଏହାର ଶିଡ୍ୟୁଲ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ…

ଆଇସିସି ବଦଳାଇଲା କ୍ରିକେଟର ଏହି ନିୟମ, ପୂର୍ବରୁ ଫିଲ୍ଡିଂ ଟିମ୍ କୁ ମିଳୁଥିଲା ଏହାର ଲାଭ

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ଖେଳ ନିୟମରେ ଗତ ମାସରେ କିଛି ବଡ ପରିବର୍ତ୍ତନ କରିଥିଲେ । କିନ୍ତୁ ଏହାକୁ ନେଇ କୌଣସି ଅଧିକାରୀକ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଏହି ସମସ୍ତ…

ଗୁରୁବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ମିଳିବ ନାହିଁ ମା’ଲକ୍ଷ୍ମୀଙ୍କ କୃପା: ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ…

ହିନ୍ଦୁ ଧର୍ମରେ ସପ୍ତାହର ୭ ଦିନର ବିଶେଷ ମହତ୍ତ୍ୱ ରହିଛି । ତେବେ ଏହା ମଧ୍ୟରୁ ଗୁରୁବାର ଦିନ ମା' ଲକ୍ଷ୍ମୀ, ଭଗବାନ ବିଷ୍ଣୁ , ମହାଗ୍ରହ ବୃହସ୍ପତିଙ୍କୁ ସମର୍ପି କରାଯାଇଥାଏ । ତେବେ ଏପରି ମାନ୍ୟତା ରହିଛି ଯେ ଏହି…

ପୁଣି ବଢ଼ିବ କେଜ୍ରିୱାଲ ସରକାରର ମୁସ୍କିଲ! ମହିଳା କ୍ଲିନିକରେ ଫେକ୍ ଟେଷ୍ଟକୁ ନେଇ CBI ଯାଞ୍ଚ ନିର୍ଦ୍ଦେଶ ଦେଲେ LG

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଗୋଟିଏ ପରେ ଗୋଟିଏ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ…

(Video)ଦୁଆରଶୁଣି ଘାଟିରେ ୨ ଟ୍ରକ ମୁହାଁମୁହିଁ: ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର

ମୟୁରଭଞ୍ଜ: ଦୁଆରଶୁଣୀ ଘାଟି ନିକଟରେ ୨ ଟ୍ରକ ମୁହାଁମୁହିଁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଜୀବନ୍ତ ଜଳିଯାଇଛନ୍ତି ଡ୍ରାଇଭର । ତେଲ ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ହେବା ପରେ…