Browsing Category

Featured

ଓପନିଂ ଡେ’ରେ କମାଲ କଲା ‘ଆନିମଲ୍‌’, ଜବାନ ଓ ଗଦର ୨କୁ ପଛରେ ପକାଇଦେଲା

ମୁମ୍ବାଇ: ରଣବୀର କପୁର ଷ୍ଟାରର ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଆନିମଲ୍ ସିନେମାଘରେ ରିଲିଜ୍ ହୋଇସାରିଛି । ଗତକାଲି ଅର୍ଥାତ୍ ୧ ଡିସେମ୍ବରରେ ଫିଲ୍ମ ରିଲିଜ୍ ହୋଇଛି ଓ ଏହାକୁ ଦର୍ଶକଙ୍କ ଜବରଦସ୍ତ ଭଲପାଇବା ମିଳିଛି ।…

Election Results ନାମରେ ହୋଇପାରେ ସ୍କାମ: Googleରେ ଦେଖିଚାହିଁ ସର୍ଚ୍ଚ କରନ୍ତୁ, ଲିଙ୍କରେ କ୍ଲିକ କଲେ ଅନ୍ୟ ସାଇଟକୁ ଚାଲିଯିବେ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଚଳିତ ମାସ ୩ ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ବିଧାନସଭାର ନିର୍ବାଚନ ଫଳାଫଳ ଘୋଷଣା ହେବ । ଏହା ପରେ ୪ ତାରିଖରେ ମିଜୋରାମ ବିଧାନସଭାର ଫଳାଫଳ ସାମ୍ନାକୁ…

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ

ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍‌କୁ WTC ପଏଣ୍ଟ ଟେବୁଲରେ…

ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି: ସୁପ୍ରିମକୋର୍ଟରେ ଉଠିଲା ପ୍ରଶ୍ନ, କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାମାନେ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି ନା? ଏନେଇ ଏକ ବଡ଼…

(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍‌ର ସ୍ୱାଗତ ଏପରି ଭାବରେ…

ଜାଲ୍ ନୋଟ ପ୍ରତି ସାବଧାନ! ଲକ୍ଷ ଲକ୍ଷ ନକଲି ନୋଟ୍ ଜବତ କଲା ପୋଲିସ, ୭ ଜଣ ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାଠାରେ ସୋସିଆଲ ମିଡିଆ ଜରିଆରେ ନକଲି ଭାରତୀୟ ମୁଦ୍ରା ବ୍ୟବସାୟ କରୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ଶନିବାର ଦିନ ପୋଲିସ ଏହି ସୂଚନା…

ସ୍କୁଟି ଚଲାଇବା ଶିଖୁଥିବା ବେଳେ ଝିଅକୁ ଅପହରଣ କରି କଲେ ଗ୍ୟାଙ୍ଗରେପ୍, ସାଙ୍ଗରେ ଯାଇଥିବା ପ୍ରେମିକ ହେଲେ ବନ୍ଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଜଣେ ଝିଅକୁ ଗଣଦୁଷ୍କର୍ମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟର ଚଲାଇବା ଶିଖୁଥିବା ଝିଅକୁ ଏକ ଅଟୋକୁ…

ବିଜୁ ଯୁବ ବିଜେଡି ଉପସଭାପତିଙ୍କ ମୃତ୍ୟୁ: ହତ୍ୟା ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ ରାଜ୍ୟର…

ଇନଷ୍ଟାଗ୍ରାମରେ ରିଲ କରିବାକୁ ରୋକିଲେ ସ୍ୱାମୀ, ସ୍ତ୍ରୀ ରାଗିକି ନେଲେ ଏପରି ନିଷ୍ପତ୍ତି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ: ଜଣେ ବିବାହିତା ମହିଳା ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିବା ନେଇ ସ୍ୱାମୀଙ୍କ ସହ ବିବାଦ ପରେ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି। ସେହୋରା…

ଭାରତରେ ବିଧାୟକମାନଙ୍କୁ କେତେ ମିଳିବ ଦରମା, ଜାଣନ୍ତୁ କ’ଣ ରହିଛି ୫ଟି ରାଜ୍ୟର ସ୍ଥିତି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳର ଏବେ ଅପେକ୍ଷା ରହିଛି । ଏହାପରେ ନୂତନ ବିଧାୟକମାନେ ରାଜ୍ୟର ବିଧାନସଭା ପ୍ରକ୍ରିୟା ଚଳାଇବାରେ ସକ୍ରିୟ ହେବେ । ହେଲେ ଏହି ବିଧାୟକମାନଙ୍କର ଦରମା…