Browsing Category

Featured

ଶନିଙ୍କ ସହିତ ରାହୁ ଓ କେତୁଙ୍କ ଓଲଟା ଚଳଣ, ଏହି ସମସ୍ତ ରାଶିଙ୍କ ଲାଗି କଷ୍ଟଦାୟକ ହେବ ଆଗାମୀ ୫ ମାସ

ଜ୍ୟୋତିଷ ଶାସ୍ତ୍ରରେ ଆଜିର ଦିନର ବେଶ୍ ଗୁରୁତ୍ୱ ରହିଛି । କାରଣ ଶନିଦେବ ଆଜି ବକ୍ରୀ ହୋଇ ସମସ୍ତ ରାଶି ଉପରେ ପ୍ରଭାବ ପକାଇବେ । ଏହି ସ୍ଥିତି ଅକ୍ଟୋବର ପର୍ଯ୍ୟନ୍ତ ରହିବ । ତେବେ କେବଳ ଏତିକି ନୁହେଁ ଶନି ଦେବଙ୍କ ସହିତ…

(Video) ଲଙ୍କାରେ ହରି ନାମ…ବାହାନଗା ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ଦେବ ମହାଠକ ସୁକେଶ, ଲେଖିଛି ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜେଲରୁ ପତ୍ର ଲେଖିଛି । କିନ୍ତୁ ଏଥର ଜନହିତ ପାଇଁ ଆଗେଇ ଆସିଛି ସୁକେଶ । ଜେଲ ଭିତରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ବାଲେଶ୍ୱର ଟ୍ରେନ ଦୁର୍ଘଟଣା…

ଆସୁଛି ଆଉ ଏକ ଭୟଙ୍କର ଭାଇରସ୍ ! ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂଆ ରୋଗର ଚେତାବନୀ ଦେଇଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବ୍ରିଟେନ ସରକାର ନୂଆ ମହାମାରୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସମୟରେ ଦେଶର ବୈଜ୍ଞାନିକମାନେ ଏକ ନୂଆ 'ମାରାତ୍ମକ ଭାଇରସ' ବିଷୟରେ ଚେତାବନୀ ଦେଇଛନ୍ତି ଯାହା ପ୍ରାୟ ରୋଗୀଙ୍କୁ ମାରିପାରେ । ମିରର୍…

ପାଠ ଭୟରେ ୮ ବର୍ଷର ଝିଅ କହିଲା ମିଛ, ପିଟା ଖାଇଲେ ଡେଲିଭରୀ ବୟ

ବାଙ୍ଗାଲୁର: ଆମେ ଘରେ ବସି ଅନଲାଇନ୍ ରେ ଖାଦ୍ୟ ବୁକ୍ କରିଦେଲେ ମାତ୍ର କିଛି ସମୟ ମଧ୍ୟରେ ଆମ ଘରେ ଖାଦ୍ୟ ପହଞ୍ଚି ଯାଉଛି । ଏ କ୍ଷେତ୍ରରେ ଅନଲାଇନ୍ କମ୍ପାନୀ କାମ କରୁଥିବା ବେଳେ ବହୁ ଯୁବକ ଏହିସବୁ କମ୍ପାନୀରେ ଏଜେଣ୍ଟ…

ଶନି ପ୍ରତ୍ୟାବର୍ତ୍ତନ: ଆଜି ନିଜ ରାଶି ଅନୁଯାୟୀ ଦାନ କରନ୍ତୁ ଏହି ଜିନିଷ, ଦୂର ହୋଇଯିବ ସମସ୍ତ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ଶନି ଦେବ ୧୭ ଜୁନ୍ ରେ କୁମ୍ଭରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଯେତେବେଳେ ଶନି ଗ୍ରହ ଏହାର ନିୟମିତ ଗତି ସହିତ ପଛୁଆ କିମ୍ବା ଆଗ ଦିଗକୁ…

ଗରମରେ ଝଲସୁଛି ରାଜଧାନୀ: ସକାଳ ୮.୩୦ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର, ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସାରା ରାଜ୍ୟକୁ କବଳିତ କରି ନେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାରଦ ଖୁବ ଉପରେ ରହିଛି । ଆକାଶରୁ ଗରମ ନିଆଁ ବର୍ଷିଲା ଭଳି ବର୍ଷୁଛି ଖରା ।…

ଦର୍ପଦଳନ ଚକ ଅଖରେ ଫାଟ: ଦୁର୍ବଳ ରହିଛି ମା’ ସୁଭଦ୍ରାଙ୍କ ରଥ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଶେଷ ହୋଇନି ରଥ ନିର୍ମାଣ କାର୍ଯ୍ୟ । ଏହା ଉପରେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି । ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ…

ଆମେରିକାରେ ପିଏମ ମୋଦୀଙ୍କର ବଡ ପ୍ରଶଂସକ, କାର ନମ୍ବର ବି NMODI: ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ, ବରଂ ଆମେରିକାରେ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ଯୁକ୍ତରାଷ୍ଟ୍ରର ମେରିଲ୍ୟାଣ୍ଡରେ ରହୁଥିବା ରାଘବେନ୍ଦ୍ରଙ୍କ କ୍ରେଜରୁ ଏହା…

କାର ସାମ୍ନାରେ କାହିଁକି ଦିଆଯାଇଛି ଇଞ୍ଜିନ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆମେ ପ୍ରତିଦିନ ରାସ୍ତା ଘାଟରେ କାର ଦେଖୁଛୁ କିମ୍ବା ଚଳାଉଛୁ। ଆମେ ସାଧାରଣତଃ ପ୍ରାୟ ସବୁ କାରରେ ଦେଖୁଛୁ ଯେ କାରର ସାମ୍ନା ପଟରେ ଇଂଜିନ ରହିଛି। ଆମ ମନକୁ ମଧ୍ୟ ବେଳେବେଳେ ଏହି ପ୍ରଶ୍ନ ଆସୁଛି ଯେ।…

ବେଲାରୁଷରେ ପରମାଣୁ ଅସ୍ତ୍ର ଠୁଳ କରୁଛି ରୁଷ, ୟୁକ୍ରେନକୁ ନେଇ ପୁଟିିନଙ୍କ ପରବର୍ତ୍ତୀ ଯୋଜନା କ’ଣ ରହିଛି ତାହାକୁ ନେଇ ଚିନ୍ତାରେ ବିଶ୍ୱ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଆହୁରି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ରୁଷ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଇଥିବା ଜଣାଯାଇଛି । ମିଳିଥିବା ଏକ…