Browsing Category

Featured

(Video) କ୍ରିକେଟରଙ୍କ ଜର୍ସି ପଛରେ କାହିଁକି ଲେଖା ହୁଏ ନମ୍ବର? ଏ ନମ୍ବର ପଛରେ ଲୁଚି ରହିଛି ଅନେକ କାହାଣୀ

ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ କ୍ରିକେଟର କ୍ରେଜ୍ ବଢିବାରେ ଲାଗିଛି । ଏହି କାରଣରୁ ଭାରତୀୟ ଫ୍ୟାନ୍ସମାନେ ନିଜର ପ୍ରିୟ କ୍ରିକେଟଟରଙ୍କର ପ୍ରତ୍ୟେକଟି ଜିନିଷ ଉପରେ ଟିକିନିକି କରି ନଜର ରଖିଥାଆନ୍ତି । ସମସ୍ତ…

ବ୍ଳଡ ଗ୍ରୁପରେ ଲୁଚି ରହିଛି ପର୍ସନାଲିଟିର ରହସ୍ୟ, ଜାଣିନିଅନ୍ତୁ ଆପଣଙ୍କ ପର୍ସନାଲିଟି

ଯେତେବେଳେ ଆମକୁ କେହି ଆମ ପର୍ସନାଲିଟି ବିଷୟରେ କହିଥାଏ ସେତେବେଳେ ଆମକୁ ତାହା ଶୁଣିବାକୁ ଉତ୍ସାହ ବଢିଥାଏ । ଯଦି ଆପଣ ନିଜ ପର୍ସନାଲିଟି ବିଷୟରେ ଭଲ ଭାବେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଲାଗି ଏହା ବହୁତ ସହଜ ।…

ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ; ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଓଡିଶା ଭାସ୍କର; ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ସେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମହିଳା ସାମ୍ବାଦିକା ଜଣଙ୍କ ଖାରବେଳ ନଗର…

OSSSCର ସୂଚନା: PEO, କନିଷ୍ଠ ସହାୟକ ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । ତେବେ ଆଗକୁ କିଛି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ…

YouTube ଦେଖିବା ହେବ ମହଙ୍ଗା: Ad Blockers ଉପରେ ବ୍ୟାନ୍ ପରେ ବଢିଲା ଦାମ୍

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଦେଶରେ ମହଙ୍ଗା ହେବ ୟୁଟ୍ୟୁବ ଦେଖିବା । ଏଥିପାଇଁ କମ୍ପାନୀ ଏକ ବଡ଼ ଯୋଜନାରେ ରହିଛି । ତେବେ ଏଣିକି କିଛି ଦେଶରେ ୟୁଟ୍ୟୁବ ଚଳାଇବା କିମ୍ବା ଏଥିରେ ଭିଡିଓ ଦେଖିବା ୟୁଜରଙ୍କ ପାଇଁ…

କ’ଣ ହୋଇଥାଏ ରେଭ୍ ପାର୍ଟି, ଜାଣନ୍ତୁ ଏହି ପାର୍ଟି ଅନ୍ୟ ସାଧାରଣ ପାର୍ଟିଠାରୁ କିପରି ଅଲଗା

ନୂଆଦିଲ୍ଲୀ: ବିଗବସ୍ ବିଜେତା ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ରେଭ୍ ପାର୍ଟିରେ ସ୍ନେକ୍ ବାଇଟ୍ ପ୍ରୋଭାଇଡ୍ କରିବା ନେଇ ନୋଏଡା ସେକ୍ଟର ୪୯ରେ ଏଫଆଇଆର ରୁଜୁ ହୋଇଛି । ଏବେ ଏହାକୁ ନେଇ ବହୁ ଲୋକଙ୍କ ମନରେ ନିଶ୍ଚୟ ପ୍ରଶ୍ନ…

ଏହି ଖରାପ ଅଭ୍ୟାସ ଯୋଗୁଁ ମଣିଷର ବ୍ରେନ୍ ହୋଇଥାଏ ଦୁର୍ବଳ, ଜାଣନ୍ତୁ କିପରି ରଖିବେ ଏହାକୁ ସୁସ୍ଥ

ମଣିଷ ଶରୀରର ମସ୍ତିଷ୍କ ସବୁବେଳେ କାମ କରିଥାଏ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଆମର ମସ୍ତିଷ୍କ କ୍ରମାଗତ ଭାବରେ ସକ୍ରିୟ ରହିଥାଏ। ଲୋକ ଏହାକୁ ସୁସ୍ଥ ରଖିବା ଉପରେ ଧ୍ୟାନ ଦେବା ଉଚିତ୍। କିନ୍ତୁ ଏପରି କିଛି ଅଭ୍ୟାସ…

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଲାଗି ଦୀପାବଳି ବୋନସ୍ ଘୋଷଣା କଲେ ରାଜ୍ୟ ସରକାର, ବର୍ଦ୍ଧିତ ଦରରେ ମିଳିବ ବି ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୋଗୀ ସରକାର ତାଙ୍କ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ସରକାର ଦୀପାବଳି ପୂର୍ବରୁ ବୋନସ୍ ଓ ମହଙ୍ଗା ଭତ୍ତା ଘୋଷଣା କରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ…

ସଭାପତିଙ୍କୁ ଭେଟି କ୍ଷମା ମାଗିନିଅ, ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଗୃହ ଅଧ୍ୟକ୍ଷଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଆପ୍ ସାଂସଦଙ୍କ ନିଲମ୍ବନ ଉପରେ ଶୁଣାଣୀ ହୋଇଥିଲା ।…

ପୁଣି ମାଟିତଳୁ ଠାବ ହେଲା ବୃହତ୍ତ ସୁନାର ଭଣ୍ଡାର, ଅତୀତରେ ଏହି ସ୍ଥାନ ଥିଲା ପାଳବଂଶ ରାଜଧାନୀ

ନୂଆଦିଲ୍ଲୀ: ଭାରତକୁ ଦିନେ କୁହାଯାଉଥିଲା ସୁନାର ଚଢେଇ । ଏବେ ଏହାର ଏକ ସଦ୍ୟତମ ପ୍ରମାଣ ସାମ୍ନାକୁ ଆସିଛି । ଦେଶରେ ଲଗାତର ବୃହତ୍ତ ସୁନାର ଭଣ୍ଡାର ସନ୍ଧାନ ମିଳିବାର ଧାରା ଜାରି ରହିଛି । ଏହି କ୍ରମରେ ଆଉ ଏକ ବଡ…