Browsing Category

Featured

ଆଇନଷ୍ଟାଇନ ଓ ଡାରୱିନଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା, ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ବିଶ୍ୱକୁ ଦେଇଛନ୍ତି ବହୁ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ । ଆଇନଷ୍ଟାଇନଙ୍କର ସବୁଠାରୁ ଲୋକପ୍ରିୟ ସିଦ୍ଧାନ୍ତ ହେଉଛି (E=MC²) । କିନ୍ତୁ ମହାନ୍ ବୈଜ୍ଞାନିକଙ୍କ ଏହି…

ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦରରେ ପରିବର୍ତ୍ତନ : ଜାଣନ୍ତୁ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାରରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ…

ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ମିଳିବ ସତ୍ୟଜିତ୍ ରାୟ ଏକ୍ସିଲେନ୍ସ ପୁରଷ୍କାର, ଟ୍ୱିଟରରେ ଘୋଷଣା କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହଲିଉଡ ଅଭିନେତା ଏବଂ ନିର୍ମାତା ମାଇକେଲ ଇଗଲସଙ୍କୁ ଗୋଆରେ ଭାରତ ପକ୍ଷରୁ ସମ୍ମାନିତ କରାଯିବ । ମାଇକେଲଙ୍କୁ ୫୪ତମ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଗୋଆରେ ‘ସତ୍ୟଜୀତ ରାୟ ଲାଇଫଟାଇମ ଆର୍ଚିଭମେଣ୍ଟ…

ଦବିଲା ବାଉରିଆକଣ ଦେବୀ ନଦୀବନ୍ଧ; ଯାଞ୍ଚ କରିବାକୁ ଆସୁନାହାନ୍ତି ବିଭାଗୀୟ ଅଧିକାରୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ

କାକଟପୁର: ଦବିଲା ବାଉରିଆକଣ ଦେବୀ ନଦୀ ବନ୍ଧ । ବନ୍ଧରେ ସୃଷ୍ଟି ହେଲା ବିରାଟ ଫାଟ । ଗୋଟେ ପଟ ବନ୍ଧ ଛଅ ଇଞ୍ଚ ଦବିଲା । ଯାହାକୁ ନେଇ କାକଟପୁର ଅଂଚଳରେ ସୃଷ୍ଟି ହେଇଛି ଭୟର ବାତାବରଣ । ଚଳିତ ବନ୍ୟା ଜଳ ଛାଡିଯିବା ପରେ…

Video: ‘ଏହି ଶିଖର ସମ୍ମିଳନୀ ହେଉଛି ବିଶ୍ୱ ସଂସଦୀୟ ପ୍ରଥାର ମହାକୁମ୍ଭ’, ପି -୨୦ ର ଉଦଘାଟନ ସମାରୋହରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ : ଜି-୨୦ ପରେ ଏବେ ୯ମ ସଂସଦୀୟ ପି -୨୦ ସମ୍ମିଳନୀ ଦିଲ୍ଲୀରେ ଚାଲିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପି -୨୦ର ଉଦଘାଟନ କରିଛନ୍ତି । ଦୀର୍ଘ ବର୍ଷ ଧରି ଭାରତ ସୀମାବର୍ତ୍ତୀ ଆତଙ୍କବାଦର ସମ୍ମୁଖୀନ…

ମହାଦେବ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ: ଶିବଲିଙ୍ଗରେ ଗୁଡେଇ ହେଲେ ନାଗରାଜ, ‘ହର ହର ମହାଦେବ’ରେ କମ୍ପିଲା ଅଞ୍ଚଳ

ନୂଆଦିଲ୍ଲୀ: ମହାଦେବଙ୍କ ଗଳାରେ ବିରାଜମାନ ନାଗରାଜଙ୍କ ଦର୍ଶନ ସାଧାରଣତଃ ଶ୍ରାବଣ ମାସରେ ସର୍ବାଧିକ ହୋଇଥାଏ । ଯଦି ଶିବଲିଙ୍ଗଙ୍କ ଆଖପାଖରେ ନାଗରାଜ ଦେଖାଯାଆନ୍ତି, ତେବେ ଏହା ଲୋକଙ୍କ ପାଇଁ ଆସ୍ଥାର କେନ୍ଦ୍ର ହୁଏ ।…

ଶବର ପାହାଡ ମଧ୍ୟରେ ଶବ ହୋଇ ଜୀବନ ବଞ୍ଚାଇ ପାରିଥିଲେ ଆମେରିକୀୟ ମହିଳା, ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ବହୁ ପୀଡିତାଙ୍କ ଭୟାବହ ଅନୁଭବର କାହାଣୀ ସାମନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଜଣେ ଆମେରିକୀୟ ମହିଳା କହିଛନ୍ତି କିପରି ମ୍ୟୁଜିକ୍…

ବର୍ଷରେ କେତେ ଥର ପାଳନ କରାଯାଏ ନବରାତ୍ରୀ, କେଉଁ ନବରାତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଓଡିଶା ଭାସ୍କର : ୧୫ ଅକ୍ଟୋବରରେ ଶାରଦୀୟ ନବରାତ୍ର ଆରମ୍ଭ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ ନବରାତ୍ରର ବିଶେଷ ମହତ୍ୱ ରହିଛି । ନବ ରାତ୍ରର ୯ ଦିନ ମା’ଙ୍କର ଅଲଗା ଅଲଗା ରୂପର ପୂଜା କରାଯାଏ । ନବ ରାତ୍ର ପୂଜାର ବ୍ରତ…

Jioର ଆକର୍ଷଣୀୟ ପ୍ଲାନ: ଏକ ବର୍ଷ ଯାଏଁ ପ୍ରତିଦିନ ମିଳିବ ଏକ୍ସଟ୍ରା 2GB ହାଇ ସ୍ପିଡ ଡାଟା

ନୂଆଦିଲ୍ଲୀ: ଟେଲିକମ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଦେଶରେ ଜିଓର ସର୍ବାଧିକ ଉପଭୋକ୍ତା ଅଛନ୍ତି। ଏହାର ଏକ ବଡ କାରଣ ହେଉଛି କମ୍ପାନୀ ସର୍ବଦା ଉପଭୋକ୍ତାମାନଙ୍କୁ ଶସ୍ତା ମୂଲ୍ୟରେ ଅନେକ…

ଦେଶର ଆରମ୍ଭ ହେବାକୁ ଯାଉଛି ପ୍ରଥମ ରାପିଡ୍ ଟ୍ରେନ୍ , ଆଖି ପିଛୁଳାକେ ପହଞ୍ଚିଯିବେ ମେରଟ

ନୂଆଦିଲ୍ଲୀ : ଭାରତର ଉଚ୍ଚାଭିଳାଷୀ ପ୍ରକଳ୍ପ ରାପିଡ ଟ୍ରାଞ୍ଜିଟ ସିଷ୍ଟମ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। କିନ୍ତୁ ଏହାର ଶୁଭାରମ୍ଭର ପ୍ରକୃତ ତାରିଖ…