
Browsing Category
Featured
ICC World Cup 2023: ଏହି ୪ ଟିମ୍ ଖେଳିବେ ସେମିଫାଇନାଲ୍, କାଶୀର ଜ୍ୟୋତିଷ ଗ୍ରହର ଚାଲ ଓ ନକ୍ଷତ୍ର ଆଧାରରେ କଲେ ଭବିଷ୍ୟବାଣୀ
ବାରଣାସୀ: ଆଇସିସି ୱାର୍ଲ୍ଡକପ୍ ୨୦୨୩ର ଆରମ୍ଭ ହୋଇଯାଇଛି । ଏହି ୱାର୍ଲ୍ଡକପ୍ରେ ୧୦ ଟିମ୍ଙ୍କ ମଧ୍ୟରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ତେବେ ଏଥିମଧ୍ୟରୁ ୪ ଟିମ୍ ସେମିଫାଇନାଲରେ ପହଞ୍ଚିବେ । ବିଶେଷଜ୍ଞମାନେ ଏହାକୁ ନେଇ…
ବଡ଼ ଖବର; ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ…କେମିତି ହେଲା ଏତେ ବଡ଼ ବିସ୍ଫୋରଣ?
ଓଡିଶା ଭାସ୍କର; ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଖବର ଆସି ପହଞ୍ଚିଛି । ଡେରା ଗାଜିଖାନ ନିକଟରେ ଥିବା ଏକ ପରମାଣୁ ପ୍ଲାଣ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ତେବେ ଏହି ବିସ୍ଫୋରଣରେ କେତେ ଜଣ…
ଜାତୀୟ ଜନଗଣନା ଉପରେ କୌଣସି ରୋକ ଲାଗି ପାରିବନି: ସରକାରଙ୍କୁ ନୋଟିସ ଦେଲେ SC
ନୂଆଦିଲ୍ଲୀ: ବିହାର ଜାତୀୟ ଜନଗଣନା ରିପୋର୍ଟକୁ ନେଇ ରୋକ ଲଗାଇବା ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ କୋର୍ଟ ବିହାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ ସୁଦ୍ଧା ଏହାର ଉତ୍ତର ଦେବା…
ମୃତ୍ୟୁ ପରେ ପ୍ରେତଲୋକରୁ ପିତୃଲୋକର ଯାତ୍ରା… କାହିଁକି ଥାଏ ଦୁଃଖ, ଶୋକ ଓ ଯନ୍ତ୍ରଣା ?
ଓଡ଼ିଶା ଭାସ୍କର: ବେଦ, ଉପନିଷଦ ଓ ଶ୍ରୀମଦ୍ ଭଗବତ୍ ଗୀତା ପ୍ରକୃତ ଭାବରେ ଆମ ଜାତି ଧର୍ମର ଦିଗଦର୍ଶନ ଦେଇଅଛି। ଆଜିର ହିନ୍ଦୁ ସମାଜ ବହୁ କ୍ଷେତ୍ରରେ ତା’ର ଧର୍ମ ଓ ଆଚରଣକୁ ଭୁଲି ଯାଇ ଥିଲେ ହେଁ କେତେକ ବିଧି ବିଧାନକୁ…
ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଥରି ଉଠିଲା ୟୁକ୍ରେନ, ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କହିଲେ ୟୁକ୍ରେନ୍ ଅଧିକାରୀ
ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ ୟୁକ୍ରେନ୍…
ପିଏମ ମୋଦୀଙ୍କ ଏହି ଯୋଜନା ଉପରେ RBIର ବଡ ଘୋଷଣା: ଆଉ ଦୁଇ ବର୍ଷ ପାଇଁ ମିଳିବ ଫାଇଦା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏମପିସିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଅନେକ ଘୋଷଣା କରାଯାଇଛି । ଯେଉଁଥିରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି ।…
ହଜିଗଲା ମାନବିକତା, ନାବାଳିକା ସହ ଦୁଷ୍କର୍ମ ମାମଲାରେ ଏଫଆଇଆର୍ ଲେଖିବାକୁ ମହିଳା ପୋଲିସ ମାଗିଲେ ୨୦୦ ଟଙ୍କା ଲାଞ୍ଚ
ବରେଲୀ: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ପୋଲିସର ଲଜ୍ଜାଜନକ କାରନାମା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଫରିଦପୁର ଥାନାର ମହିଳା ହେଲ୍ପ ଡେସ୍କରେ ନିୟୋଜିତ ପୋଲିସ କର୍ମୀ ପୀଡିତାଙ୍କୁ…
ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ହାଲୁକା ବର୍ଷା : ପାଣିପାଗ କେନ୍ଦ୍ରର ସୂଚନା
ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ବାୟୁଅପସରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ସାବଧାନ! ସମୟ ପୂର୍ବରୁ ଆସିବ ବୃଦ୍ଧାବସ୍ଥା, ଗମ୍ଭୀର ହେବ କ୍ଷତି
ଖରାପ ଲାଇଫଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ରନିକ୍ ରୋଗ ଏବଂ ପରିବେଶଗତ କାରଣରୁ ଧିରେ ଧିରେ ମନୁଷ୍ୟର ହାରାହାରି ବୟସ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ସମଗ୍ର…
ଭାରତକୁ ପୁଣି ଏକ ପଦକ: ମୋଟ ପଦକ ସଂଖ୍ୟା ୯୧ରେ ପହଞ୍ଚିଲା
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି…