CHARIDHAM
Browsing Category

Featured

ପୁଣି ଭାରତର କମାଲ: ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିଲେ ଅବିନାଶ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଅଷ୍ଟମ ଦିବସ । ଆଜି ଭାରତ ବିଭିନ୍ନ ବର୍ଗରେ ଶାନଦାର ପ୍ରଦର୍ଶନ କରିବା ସହ ପଦକ ହାସଲ କରିଛି । ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ…

ଚିଲିକା ମଝିରେ ଅଟକିଗଲା ଡଙ୍ଗା, ଫଶି ରହିଥିବା ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଭୁୁବନେଶ୍ୱର: ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫଶିରହିଛି । ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଯାଉଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପୁରୀ ସାତପଡାରୁ ଜହ୍ନିକୁଦ ଯାଉଥିଲେ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ…

ବିଶ୍ୱକପ ପୂର୍ବରୁ ଆଉ ଏକ ବଡ଼ ଦାବି ରଖିଲା PCB: ପାକିସ୍ତାନର ସରୁନି ଡିମାଣ୍ଡ ତାଲିକା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୪ଟି ଦିନ ବାକି ରହିଛି । କିନ୍ତୁ ସେପଟେ ଶେଷ ହେଉନି ପାକିସ୍ତାନର ଡିମାଣ୍ଡ ତାଲିକା । ଗୋଟିଏ ପରେ ଗୋଟିଏ ଡିମାଣ୍ଡ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ ।…

ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ: ଜଣା ପଡ଼ିବା ପରେ ଘଟିଲା ଏମିତି କିଛି

ନୂଆଦିଲ୍ଲୀ: ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା…

ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ହାଣିଲା ଯୁବକ, ଜୀବନ ବଞ୍ଚାଇବାକୁ ଡାକ୍ତର ପକାଇଲେ ୮୫୦ ଷ୍ଟିଚ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲିଭ ଇନ ରିଲେସନର ଏପରି ଭୟାନକ ଅନ୍ତ ଘଟିଛି ଯାହା ଜାଣିଲେ ଆପଣଙ୍କ ଛାତି ଧରି ଉଠିବ । ଏଠାରେ ଜଣେ ଯୁବକ ନିଜ ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଏପରି ଭାବରେ ହାଣିଛି ଯେ ପୋଲିସ ଓ…

ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା; ଆସନ୍ତା ୩ରୁ ଆରମ୍ଭ ହେବ ଅନ୍‌‌ଲାଇନରେ ନାମ ପଞ୍ଜୀକରଣ

ପୁରୀ: ହବିଷ୍ୟାଳୀ ମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା । ଏଣିକି ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଅନ୍‌‌ଲାଇନରେ ହେବ ନାମ ପଞ୍ଜୀକରଣ । ଏ ବର୍ଷର ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର…

ଗଲ୍ଫରେ ଇତିହାସ ରଚିଲେ ଅଦିତୀ: ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଅଷ୍ଟମ ଦିବସ । ତେବେ ଆଜି ଗଲ୍ଫରେ ଭାରତ ପାଇଁ ଇତିହାସ ରଚିଛନ୍ତି ଅଦିତୀ ଅଶୋକ । ପ୍ରଥମ ଭାରତୀୟ ମହିଳା ଭାବେ ଅଦିତୀ ଏସୀୟ କ୍ରୀଡ଼ାରେ…

୧୫ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କେଉଁ ବାହାନରେ ଧରାପୃଷ୍ଠକୁ ଆସୁଛନ୍ତି ମା’

ଚଳିତ ବର୍ଷ ନବରାତ୍ରୀ ପର୍ବ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀର ୯ ଦିନରେ ମା’ଙ୍କ ନଅଗୋଟି ସ୍ୱରୂପର ପୂଜା ଆରାଧନା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ…

ସ୍କ୍ରବ ଟାଇଫସରେ ଆଉ ଜଣଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ବରଗଡ଼ : ଆଜି ସୁନ୍ଦରଗଡ଼ରେ ୩ ଜଣ ରୋଗୀ ଚିହ୍ନଟ ହୋଜ଼ଥିବା ବେଳେ ବରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ…

ଭାରତରେ ପୁଣି ଧରାପଡିଲା ପାକିସ୍ତାନୀ ଡ୍ରୋନ୍, ଚେକିଂ ସମୟରେ ମିଳିଲା ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ସୀମାନ୍ତରେ ନିଜର ଆକ୍ରମଣରୁ ନିବୃତ୍ତ ହେଉନାହିଁ ପାକିସ୍ତାନ । ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ବର୍ତ୍ତମାନ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଇବା…