
Browsing Category
Featured
ଜାତୀୟ କୃମିନାଶକ ଦିବସ ଅବସରରେ ରାଜ୍ୟରେ ଆରମ୍ଭ ହେଲା କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟର ୧୯ଟି ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ଅବସରରେ ଆଜିଠାରୁ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ : ଉପକୃତ ହେବେ ୫ ଲକ୍ଷରୁ ଉର୍ଦ୍ଧ ବିଦ୍ୟାର୍ଥୀ
ଭୁବନେଶ୍ୱର : ରାଜ୍ୟରେ ଥିବା ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଯୋଗାଇ ଦିଆଯିବ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରି ଘରୋଇ ବିଦ୍ୟାଳୟରେ ପଢୁଥିବା…
ଦେଶର ପ୍ରଥମ ବ୍ୟାଙ୍କ ଭାବେ AU ସ୍ମଲ ଫାଇନାନ୍ସ ବ୍ୟାଙ୍କ ଆରମ୍ଭ କଲା ୨୪ ଘଣ୍ଟିଆ ଭିଡିଓ ବ୍ୟାଙ୍କିଂ ସେବା, ଗ୍ରାହକଙ୍କୁ ମିଳିବ ୪୦୦ରୁ ଅଧିକ…
ନୂଆଦିଲ୍ଲୀ: ଏଣିକି ଗ୍ରାହକଙ୍କୁ ଆଉ ବ୍ୟାଙ୍କ କାଉଣ୍ଟରରେ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । ଏବେ ଗ୍ରାହକମାନେ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଯେ କୌଣସି ସମସ୍ୟା ବା ସୂଚନା ପାଇଁ କଷ୍ଟମର କେୟାରକୁ କଲ କରିପାରିବେ ।…
ଜିମେଲ୍ ୟୁଜର୍ସଙ୍କ ଲାଗି ଗୁଗଲ ଜାରି କଲା ଆଲର୍ଟ, ଡିଲିଟ୍ କରୁଛି ଏହି ଲୋକଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ:ଗୁଗଲ ଜିମେଲ୍ ୟୁଜର୍ସଙ୍କୁ ପୁଣି ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେଉଁ ବିଷୟରେ ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ଏପରି ଏକ ଜିମେଲ୍ ଆକାଉଣ୍ଟ ରହିଛି ଯାହାକୁ ଆପଣ କେବେ…
ଆଖି ଦେଖି ଚିହ୍ନି ହେବ ଡାଇବେଟିସ: ଜାଣନ୍ତୁ କିପରି
ଭାରତରେ ଏବେ ପ୍ରତିବର୍ଷ ଡାଇବେଟିସର ମାମଲା ବଢ଼ିବାରେ ଲାଗିଛି । ଛୋଟ ପିଲାମାନେ ଦ୍ରୁତ ଭାବେ ଏହି ରୋଗର ଶିକାର ହେଉଛନ୍ତି । ମଧୁମେହ ହେଉଛି ଏକ ପ୍ରକାର ସାଇଲେଣ୍ଟ କିଲର ଯାହା ମେଟାବୋଲିକ୍ ଡିସଅର୍ଡର କାରଣରୁ ହୋଇଥାଏ…
୮୦ ବର୍ଷରେ ପାଦ ଥାପିଛନ୍ତି ଚର୍ଚ୍ଚିତ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ…
ଓଡିଶା ଭାସ୍କର; ଆଜି ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ନିଜର ମଜାଳିଆ କଥାବାର୍ତ୍ତା ଓ ବେବାକ୍ ଅନ୍ଦାଜ ପାଇଁ ଓଡ଼ିଶାର ଛୁଆଙ୍କ ଠାରୁ ଆରମ୍ଭ କରି…
ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ପାଣି ପିଉଛନ୍ତି : ହୋଇଯାଆନ୍ତୁ ସାବଧାନ, ନଚେତ ଅନେକ ସମସ୍ୟାର କରିବେ ସାମ୍ନା
ଭୁବନେଶ୍ୱର : ସାଧାରଣତଃ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି କୁହାଯାଏ। ଅଧିକାଂଶ ଲୋକେ ଏହାକୁ ପିଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଏହା ଶରୀରରେ ଜଳୀୟଅଂଶର ଅଭାବକୁ ଦୂର କରିବାରେ ବେଶ ସହାୟକ…
ଟମାଟୋ ପରେ ବଢିଲାଣି ପିଆଜର ମୂଲ୍ୟ, ଏବେ ୩୦ କିନ୍ତୁ ଆଉ କିଛି ଦିନରେ ୭୦ରେ ପହଞ୍ଚିବ
ନୂଆଦିଲ୍ଲୀ: ଟମାଟୋର ଆକାଶ ଛୁଆଁ ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟୀଙ୍କ ଲାଗି ଏବେ ଏକ ଖରାପ ଖବର । ଟମାଟୋ ପରେ ଏବେ ପିଆଜର ଦାମ୍ ବି ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ କିଲୋ ୧୫ ଟଙ୍କା ଥିବା ବେଳେ ଏବେ…
ଲିଭର କ୍ୟାନସରର କାରଣ ସାଜିପାରେ ସୋଡ଼ା ଓ ପ୍ୟାକେଡ୍ ଜୁସ୍: ୨୦ ବର୍ଷର ରିସର୍ଚ୍ଚ ପରେ ରିପୋର୍ଟ ବଢ଼ାଇଲା ଚିନ୍ତା
ନୂଆଦିଲ୍ଲୀ: ଅନେକ ଲୋକ ବିଭିନ୍ନ ପ୍ରକାରର ପାନୀୟ ବିଶେଷ କରି ମିଠା ପାନୀୟ ସେବନ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଏହି ମିଠା ପାନୀୟ ସେମାନଙ୍କ ପାଇଁ କାଳ ସାଜିପାରେ । ସୋଡ଼ା ଓ ପାକେଡ୍ ଜୁସ ଦୀର୍ଘଦିନ ଧରି…
ରିଲିଜ ହେଲା ‘Yaariyan 2’ ର ପ୍ରଥମ ପୋଷ୍ଟର : ଫିଲ୍ମରେ ଦିବ୍ୟାଙ୍କ ସହ ନଜର ଆସିବେ ଏହି ଦୁଇ ଅଭିନେତା
ମୁମ୍ବାଇ : ଏବେ ବଲିଉଡରେ ଅନେକ ଫିଲ୍ନର ଟିଜର ରିଲିଜ ହେଉଛି । ଗଦର-୨, ଙଗଏ-୨ ପରେ, ବର୍ତ୍ତମାନ ‘Yaariyan 2’ କୁ ନେଇ ଚର୍ଚ୍ଚା ଜୋରସୋରରେ ଚର୍ଚ୍ଚା ଚାଲିଛି । ୨୦୧୪ରେ ରିଲିଜ ହୋଇଥିବା ରକୁଲ ପ୍ରୀତ ସିଂ ଏବଂ…