Browsing Category
Featured
ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମ ବିଭାଗର ସୂଚନା
ଭୁବନେଶ୍ୱର: ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଓଡ଼ିଆରେ ନାମଫଳକ ଲେଖାଉ ନ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ…
ଆୟକର ଭରିବା ସମୟରେ ଆପଣାନ୍ତୁ ନିମ୍ନୋକ୍ତ ସହଜ ଉପାୟ , ଫର୍ମ ୧୬ରେ ଦିଆଯାଇଥିବା ରାଶି ଠାରୁ ଅଧିକ ରିଫଣ୍ଡ ପାଇପାରିବେ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର୍) ଭରିବାର ଶେଷ ତାରିଖ ରହିଛି ଜୁଲାଇ ୩୧ । ଏ ପର୍ଯ୍ୟନ୍ତ ଅଧାରୁ ଅଧିକ ଲୋକ ଏହି ଆଇଟିଆର୍ ଫାଇଲ୍ କରିନାହାନ୍ତି । ବହୁ ଟିକସଦାତା ରିଟର୍ଣ୍ଣ…
ଟ୍ରେନ ଚାଲିବାର ୧୦ ମିନିଟ ମଧ୍ୟରେ ଯଦି ସିଟ ନ ପାଆନ୍ତି, ତେବେ ଟିକେଟ ହୋଇଯିବ କି ବାତିଲ୍? ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ଟ୍ରେନରେ, ଯଦି ଆପଣ ନିଜ ବୋର୍ଡିଂ ଷ୍ଟେସନରୁ ୧୦ ମିନିଟ୍ ପରେ ସିଟରେ ସାକ୍ଷାତ ନକରନ୍ତି, ତେବେ ଆପଣଙ୍କ ଟିକେଟ୍ ବାତିଲ ହୋଇପାରେ। ଯଦି ଆପଣ ବର୍ତ୍ତମାନ ନିଜ ଟ୍ରେନରେ ସଂରକ୍ଷିତ ଆସନରେ ବିଳମ୍ବରେ…
ଖୁବଶୀଘ୍ର ପେପରଲେସ୍ ହେବ ଓଡ଼ିଶା ବିଧାନସଭା: ଏଣିକି ସମସ୍ତ କାର୍ଯ୍ୟ ଡିଜିଟାଲରେ ସମ୍ପାଦିତ ହେବ, ବିଧାୟକ ଓ ଅଧିକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିଟାଇଜେସନ ପ୍ରାଧାନ୍ୟ ଦେବା ପରିପ୍ରେକ୍ଷୀରେ ଏବେ ପ୍ରତ୍ୟେକ ଜିନିଷକୁ ପେପରଲେସ୍ କରାଯାଉଛି । ତେଣୁ ରାଜ୍ୟ ସରକାରଙ୍କ ମଧ୍ୟ ଏନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ରାଜ୍ୟ…
ଆଲମାରୀ ସହ ଜଡ଼ିତ ଏହି ଉପାୟ କରିବା ଦ୍ୱାରା ମିଳେ ମା’ଲକ୍ଷ୍ମୀଙ୍କର କୃପା : ରହିବନି ଧନରେ କେବେ ମଧ୍ୟ ଅଭାବ
ଭୁବନେଶ୍ୱର : ଧନ ସଞ୍ଚୟ କରିବା ପାଇଁ ସମସ୍ତଙ୍କ ଇଚ୍ଛା । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେମାନଙ୍କ ଆଲମାରୀ କେବେ ମଧ୍ୟ ଖାଲି ନହେଉ । ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ସର୍ବଦା ରହିଥାଉ । କିନ୍ତୁ…
୨୦୨୪ ଦେଖିବ NDA-INDIA ଲଢ଼େଇ: ନିରପେକ୍ଷ ୯ଟି ଦଳ ବଦଳାଇ ପାରନ୍ତି ରାଜନୀତିର ମୋଡ଼
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼େଇ ପୂର୍ବରୁ ସାରା ଦେଶର ରାଜନୈତିକ ପରିସ୍ଥିତି ଏବେ ସରଗରମ୍ ହୋଇ ଉଠିଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବାକୁ ବିରୋଧୀମାନେ…
ଶକ୍ତିଶାଳୀ ହେଲା ଭାରତର ପାସପୋର୍ଟ, ଏବେ ୫୭ ଦେଶରେ ଭିଜା ଫ୍ରୀ ଏଣ୍ଟ୍ରୀ: ଜାଣନ୍ତୁ କେଉଁ ଦେଶ ସର୍ବଶ୍ରେଷ୍ଠ ତାଲିକାରେ ଅଛି
ନୂଆଦିଲ୍ଲୀ: ଭାରତର ପାସପୋର୍ଟ ବର୍ତ୍ତମାନ ଅହୁରୀ ଶକ୍ତିଶାଳୀ ହୋଇଛି । ହେନଲୀ ପାସପୋର୍ଟର ରିପୋର୍ଟ ମୁତାବକ ବର୍ତ୍ତମାନ ସାରା ଦୁନିଆରେ ଭାରତର ପାସପୋର୍ଟର ଗୁରୁତ୍ୱ ବଢିଯାଇଛି । ୨୦୨୨ର ମୁକାବୁଲାରେ ଏହାର ରାଙ୍କିଙ୍ଗ…
ବିରୋଧୀ କ୍ଷମତା ପାଇବା ଲାଗି ଗଠବନ୍ଧନ କରୁଛନ୍ତି, କ୍ଷମତାସୀନ ଦଳ ଓ ବିରୋଧୀ ଗଠବନ୍ଧନ ଠାରୁ ଅଲଗା ହୋଇ ଏକାକୀ ଲଢିବେ ନିର୍ବାଚନ
ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ବିରୋଧୀ ଗଠବନ୍ଧନ INDIA କୁ ଶକ୍ତ ଝଟକା ଦେଇଛନ୍ତି । ବୁଧବାର ମାୟାବତୀ କହିଛନ୍ତି ତାଙ୍କ ଦଳ ଲୋକସଭା ଓ ଅନ୍ୟ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଏକାକୀ ଲଢିବେ । ମାୟାବତୀ…
‘ଆପଣଙ୍କ ନାଁରେ ଆସିଛି ମୂଲ୍ୟବାନ ସାମଗ୍ରୀ, ପେମେଣ୍ଟ କଲେ ଆପଣଙ୍କ ଠିକଣାରେ ଜିନିଷ ପହଞ୍ଚିଯିବ’: ଏଭଳି ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କଲା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବିଭିନ୍ନ ଉପାୟରେ ସାଇବର ଠକମାନେ ଲୋକଙ୍କୁ ଚୁନା ଲଗାଉଛନ୍ତି । ତେବେ ଏହା ମଧ୍ୟରେ ସାଇବର ଠକମାନେ ଠକାମିର ଏକ ନୂଆ ତରିକା ଆପଣାଇଛନ୍ତି । ପାର୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ୍…
ନମାମୀ ଗଙ୍ଗେ ପ୍ରୋଜେକ୍ଟ ସାଇଟରେ ଘଟିଛି ବଡ଼ ଦୂର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କର ମୃତ୍ୟୁ
ଢେରାଢୁନ : ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଜଣ ଲୋକଙ୍କୁ ବହୁତ ଜୋରରେ ଆଘାତ ଲାଗିଛି । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତୀ…