Browsing Category
Featured
ଅମୀଷା ପଟେଲ ରାଞ୍ଚି କୋର୍ଟରେ କଲେ ସରେଣ୍ଡର, ମୁହଁ ଲୁଚାଇ ହେଲେ ହାଜର, ଜାଣନ୍ତୁ ପୂରା ମାମଲା
ରାଞ୍ଚି: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଦିନ ଅମୀଷା ପଟେଲ ଏକ ଠକେଇ ମାମଲାରେ ହାଜର ହେବା ପାଇଁ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ ଏବଂ ପରେ ଅଭିନେତ୍ରୀ…
ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖିବା ସହ ହୃଦ୍ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ଛତୁ
ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ…
ତିନି ଭଉଣୀ ଏକ ସାଙ୍ଗରେ ହେବେ ଡାକ୍ତର, ଆଗାମୀ ପିଢି ପାଇଁ ଉଦାହରଣ ସାଜିଲେ ଏହି ପରିବାର
ନୂଆଦିଲ୍ଲୀ: ଜଣେ ଡାକ୍ତର ହେବାକୁ ହେଲେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ତେବେ ଗୋଟିଏ ପରିବାର ପାଇଁ ଏହା ଏକ ବିଶେଷ ଉତ୍ସବ ଥିଲା, ଯେତେବେଳେ ଗୋଟିଏ ପରିବାରର ୩ ଜଣ ଝିଅ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ…
ଭାରତୀୟ ରେଳ ବିଭାଗର ବଡ ପଦକ୍ଷେପ, ରେଳ ଦୁର୍ଘଟଣାରେ ଶିକାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ହସ୍ପିଟାଲ ଟ୍ରେନ୍
ନୂଆଦିଲ୍ଲୀ:ବାଲେଶ୍ୱରର ବାହାନଗାରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଗଲା ସେଥିରେ ସାରା ବିଶ୍ୱ ସ୍ତବ୍ଧ ହୋଇଗଲା । ଏହି ଦୁୂର୍ଘଟଣା ପରେ ଏବେ ଲୋକମାନେ ରେଳରେ ଯାତାୟତ କରିବାକୁ ଭୟ କରୁଛନ୍ତି । କିନ୍ତୁ ଆମ ଦେଶରେ ରେଳ…
(Video) ଅବିଶ୍ୱସନୀୟ କ୍ୟାଚ୍: ଟି-୨୦ ଲିଗରେ ‘ସୁପରମ୍ୟାନ’ ପାଲଟିଗଲେ Bradley Currie, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏମିତି ଅନେକ କ୍ୟାଚ ଦେଖିବାକୁ ମିଳିଥାଏ, ଯାହାକୁ ଭୁଲିବା ସହଜ ନୁହେଁ । କିନ୍ତୁ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହେମ୍ପସାୟର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ…
ଏବେ ପିଜା ଖାଇବା ପାଇଁ ବି ମିଳିବ ଦରମା, ପ୍ରତି ଘଣ୍ଟାରେ ମିଳିବ ମୋଟା ଦରମା
ନୂଆଦିଲ୍ଲୀ : ସମସ୍ତେ କୁହନ୍ତି ଯେ ଚାକିରି ଆରାମଦାୟକ ହେବା ଦରକାର | କଥାରେ କୁହାଯାଉଛି ଯେ, ଚାକିରି ସମୟରେ ଶୋଇବା ପାଇଁ କିଛି ସମୟ ରହିବା ଉଚିତ୍ ଯାହାଦ୍ୱାରା ଶରୀର କିଛି ବିଶ୍ରାମ ନେଇପାରିବ | ଯଦି ଆପଣ ନିଜ…
୨୦୦୦ ଟଙ୍କା ନୋଟ୍ ବଦଳ ହେତୁ ବ୍ୟାଙ୍କରେ ବୃଦ୍ଧି ପାଇଲା ଜମା, ୨ ଜୁନ୍ ସୁଦ୍ଧା ଫେରସ୍ତ ହୋଇଛି ୩.୨୬ ଲକ୍ଷ କୋଟି
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ପ୍ରଚଳନ ବନ୍ଦ କରିବା ପରେ ବ୍ୟାଙ୍କ ଗୁଡିକରେ ଜମା ହାର ବୃଦ୍ଧି ପାଇଛି । ଆରବିଆଇ ୨୩ ମେ’ ରୁ ୨୦୦୦ ଟଙ୍କା ନୋଟର ବଦଳ ପାଇଁ ନିର୍ଦ୍ଦେଶ ଦେବା ପରେ ବ୍ୟାଙ୍କ ଗୁଡିକୁ…
ବିବାହକୁ ନେଇ ଅସୁଖୀ ଥିଲେ ଯାଆନ୍ତୁ ଏହି ମନ୍ଦିର, ଜାଣନ୍ତୁ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ: ନିଜ ମନୋକାମନା ପୂର୍ତ୍ତି ଲାଗି ଲୋକମାନେ ବିଭିନ୍ନ ମନ୍ଦିର ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ବହୁ ପ୍ରେମୀ ଯୁଗଳ ସାତ ଜନ୍ମକୁ ସାଥି ହୋଇ ରହିବାକୁ ମନ୍ଦିର ଯାଇ ପ୍ରାର୍ଥନା କରୁଥିବା କଥା…
ଗୋଟିଏ ଟ୍ରେନ ତିଆରି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ….?
ଭୁବନେଶ୍ୱର :ଟ୍ରେନରେ ଯାତ୍ରା କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ବର୍ତ୍ତମାନ ଦେଶରେ ପ୍ରାୟ ୧୫ ହଜାରଟି ଟ୍ରେନ୍ ଚଳାଚଳ କରୁଛି । ଭାରତୀୟ ରେଳ ଏପର୍ୟ୍ୟନ୍ତ ଏହି ପ୍ରୟାସରେ ନିୟୋଜିତ ଅଛି ଯେ ରେଳବାଇର ସଂଯୋଗ…
ଆଉ ଏକ ଜୀବନ ନେଲା ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କଟକ: ବାହାନଗା ଦୁର୍ଘଟଣାରେ ଆଉ ଜଣେ ଆହତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର । ଦୁର୍ଘଟଣା ପରେ ୧୫ ଦିନ ପର୍ଯ୍ୟନ୍ତ ସର୍ଜରୀ…