Browsing Category
Featured
ଖଲିସ୍ତାନୀ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା
ନୂଆଦିଲ୍ଲୀ: ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ)ର ମୁଖ୍ୟ ଓ ଆତଙ୍କବାଦୀ ପରମଜୀତ ସିଂହ ଓରଫ ମଲିକ ସରଦାର ସିଂହଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ପରମଜିତଙ୍କ ଉପରକୁ ଗୁଳି ଚଳାଇଥିଲେ ।…
ଓଡିଶାକୁ ଆଲର୍ଟ; ଝଡ-ତୋଫାନ ସହ ପ୍ରବଳ ବର୍ଷା ଆଣୁଛି ବାତ୍ୟା ‘ମୋଚା’! ଏହିସବୁ ସ୍ଥାନରେ କରିବ ତାଣ୍ଡବ
ଭୁବନେଶ୍ୱର: ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା 'ମୋଚା' । ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ । ଏହାସହିତ ମେ' ୮…
ସୁଇଚ୍ ଚିପିଲେ ମେଶିନରୁ ବାହାରୁଛି ମଦ: କାଉଣ୍ଟର ଆଗରେ ଲାଇନ୍ ଲଗାଇବା ଦରକାର ନାହିଁ, ସରକାରଙ୍କ ଅଭିନବ ପ୍ରୟାସ
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ଦିନକୁ ଦିନ ଗ୍ରାହକଙ୍କ ପାଇଁ ନୂଆ ନୂଆ ଟେକ୍ନୋଲୋଜି ଆସୁଛି । ଯଦି ଆପଣମାନେ ମଦ ପ୍ରିୟ ତେବେ ଏନେଇ ଏକ ବଡ଼ ଖବର ଆସିଛି । ଏଣିକି ଆପଣମାନେ ସୁଇଚ୍ ଅନ୍ କଲେ ସଙ୍ଗେ ସଙ୍ଗେ…
ଅନ୍ତିମ ସଂସ୍କାର ସମୟରେ କାହିଁକି ପରିଧାନ କରାଯାଏ ଧଳା ପୋଷାକ, ପଛକୁ ବୁଲି ଚାହିଁବାକୁ କାହିଁକି କରାଯାଏ ମନା; ଜାଣନ୍ତୁ ଏହା ପଛର ପ୍ରକୃତ…
ଭୁବନେଶ୍ୱର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି । ଜଣେ ବ୍ୟକ୍ତି ତାର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହିସବୁ ମାଧ୍ୟମ ଦେଇ ହିଁ ଗତି କରିଥାଏ। କିନ୍ତୁ ଏହି…
ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀଫୁଲ
ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି ମଧ୍ୟ କେତେକ ଚିକିତ୍ସା ଖଞ୍ଜି ଦେଇଛି । ତାହାକୁ ଦୈନନ୍ଦିନ ଜୀବନରେ ସାମିଲ କରି ଆମେ ଡାଇବେଟିସର ପ୍ରଭାବକୁ କମ୍ କରିପାରିବା । ସେହିପରି ମଧୁମେହ ରୋଗୀଙ୍କ ପାଇଁ…
କାନ ପାଖରେ ଶୁଭୁଛି ଭୟଙ୍କର ସ୍ୱର, ଦୁଃଖ ଖବର ଶୁଣି ଲାଗୁନି ଦୁଃଖ; ସାଧରଣ ନୁହେଁ ଏହି ଲକ୍ଷଣ ଭାରତରେ ଦ୍ରୁତ ଗତିରେ ବଢୁଛି ଏହି ରୋଗ, ସାବଧାନ
ନୂଆଦିଲ୍ଲୀ:ଆଜି କାଲି ସମୟରେ ଏଭଳି ଗୋଟେ ପରେ ରୋଗ ହେଉଛି ଯାହା ବିଷୟରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସ୍କିଜୋଫ୍ରେନିଆ ହେଉଛି ଏକ ପ୍ରକାର କ୍ରନିକ ମାନସିକ ରୋଗ। ଏହି ରୋଗ ହେତୁ ଜଣେ ବ୍ୟକ୍ତି ଭାବିବା, ବୁଝିବା ଏବଂ…
ମଦପ୍ରେମୀଙ୍କ ଖୁସି ଖବର, ଆଜି ଠୁଁ ଶସ୍ତା ହେଲା ମଦ! ବର୍ତ୍ତମାନ ବୋତଲ ଉପରେ ଦେବାକୁ ପଡିବ କେବଳ ଏତିକି ଟଙ୍କା
ନୂଆଦିଲ୍ଲୀ: ମଦପ୍ରେମୀଙ୍କ ପାଇଁ ଖୁସି ଖବର।ବର୍ତ୍ତମାନ ତେଲେଙ୍ଗାନାରେ ମଦ ଦର ହ୍ରାସ ପାଇଛି। ହାଇଦ୍ରାବାଦ ଏବଂ ତେଲେଙ୍ଗାନାର ଅନ୍ୟାନ୍ୟ ଅଞ୍ଚଳରେ ଶନିବାର (ମେ ୬) ଠାରୁ ତେଲେଙ୍ଗାନା ରାଜ୍ୟ ପାନୀୟ ନିଗମ ଲିମିଟେଡ୍…
King Charles III ଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଧନଖଡ଼; ସୋନାମ କପୁରଙ୍କ ସମେତ ଅନେକ ଭାରତୀୟମାନେ ହେବେ ସାମିଲ
ନୂଆଦିଲ୍ଲୀ: ବ୍ରିଟେନର ନୂତନ ଶାସକ ଭାବେ ଆଜି ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ହେବାକୁ ଯାଉଛି। ତେବେ ଆଜିର ଏହି ରାଜକୀୟ କାର୍ଯ୍ୟକ୍ରମରେ ୧୦୦ ରାଜ୍ୟ ମୁଖ୍ୟ, ରାଜ ପରିବାର ଏବଂ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ…
ଶେଷ ହେଲା ‘ଅପରେସନ କାବେରୀ’ ! ସେନାର ୧୭ ଉଡ଼ାଣ ଓ ନୌସେନାର ୫ ଜାହାଜ, ଏହିପରି ଭାବରେ ସୁଦାନ ଫେରିଲେ ୩୮୬୨ ଭାରତୀୟ
ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ‘ଅପରେସନ କାବେରୀ’ ଶୁକ୍ରବାର ଦିନ ଶେଷ ହୋଇଛି । ଭାରତୀୟ ବାୟୁସେନାରେ ଶେଷ ବିମାନ ୪୭ ଜଣ…
ହେଲମେଟ ପିନ୍ଧିଲା ପରେ ବି କଟୁଛି ୨୦୦୦ ଟଙ୍କାର ଚାଲାଣ: ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମ ଅନୁଯାୟୀ, ରାସ୍ତାରେ ଦୁଇ ଚକିଆ ଯାନ ଚଳାଇବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ଆବଶ୍ୟକ । ଅଧିକାଂଶ ଲୋକ ମଧ୍ୟ ଏହି ନିୟମ ଅନୁସରଣ କରନ୍ତି । କିନ୍ତୁ ଅନେକ ଥର…