Browsing Category
Featured
କଳାହାଣ୍ଡିରେ ବଦଳିଲା ନୂଆଁଖାଇ ଛୁଟି, ଜାଣନ୍ତୁ କେଉଁଠି ଏବଂ କେବେ ରହିବ ବନ୍ଦ
ଭୁବନେଶ୍ୱର: କଳାହାଣ୍ଡିରେ ବଦଳିଗଲା ନୂଆଁଖାଇ ଛୁଟି। ଆଜି ଧର୍ମଗଡ଼ ଉପଖଣ୍ଡରେ ନୂଆଁଖାଇ ପାଇଁ ଛୁଟି ରହିଛି। ସେପ୍ଟେମ୍ବର ୨ ତାରିଖରେ ଭବାନୀପାଟଣା ଉପଖଣ୍ଡରେ ଛୁଟି ରହିଛି। ଦକ୍ଷିଣାଞ୍ଚଳ ଆରଡିସି ଏହି ଛୁଟି ଘୋଷଣା…
ସ୍କୁଲରୁ ୨ କୁଇଣ୍ଟାଲ ମଧ୍ୟାହ୍ନଭୋଜନ ଚାଉଳ ନେଇଗଲେ ଚୋର, ତାଲାଭାଙ୍ଗି ଚୋରି କଲେ
ବୈପାରିଗୁଡ଼ା: ୨ କୁଇଣ୍ଟାଲ ମଧ୍ୟାହ୍ନଭୋଜନ ଚାଉଳ ଚୋରି ହୋଇଛି। ସିନ୍ଧିଗାଁ ପ୍ରାଥମିକ ବିଦ୍ୟାଳୟରୁ ତାଲାଭାଙ୍ଗି ଚୋରି ହୋଇଥିବା ଜଣାପଡ଼ିଛି। ରାମଗିରି ଫାଣ୍ଡିରେ ପ୍ରଧାନଶିକ୍ଷକଙ୍କର ଏନେଇ ଅଭିଯୋଗ ରହିଛି।
ଏମିତି…
ରୋହିତ ଶର୍ମାଙ୍କୁ କାହିଁକି ଡକାଇଲା BCCI, ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍
ନୂଆଦିଲ୍ଲୀ: ଭାରତୀୟ ଟିମର ଦିନିକିଆ କ୍ୟାପ୍ଟେନ ରୋହିତ ଶର୍ମା ଶେଷ ଥର ଦେଶ ପାଇଁ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ। ଏହାପରେ ସେ ଭାରତୀୟ ଜର୍ସିରେ ନଜର ଆସିନଥିଲେ, କାରଣ ଷ୍ଟାର ଖେଳାଳି ଟି୨୦ ଏବଂ ଟେଷ୍ଟରୁ…
ପଇସା ଉଠିଗଲା! ‘ପରମ ସୁନ୍ଦରୀ’ କିଣିନେଲା ଫ୍ୟାନ୍ସଙ୍କ ଦୃଦୟ, ପଢନ୍ତୁ ରିଭ୍ୟୁ
ନୂଆଦିଲ୍ଲୀ: ଆଜି ବହୁ ପ୍ରତିକ୍ଷିତ ଫିଲ୍ମ ‘ପରମ ସୁନ୍ଦରୀ’ ସିନେମାରେ ମୁକ୍ତିଲାଭ କରିଛି। ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କୁ ନେଇ କମେଡି ରୋମାନ୍ସ ଫିଲ୍ମ କରାଯାଇଛି। ଏହି ଜୋଡ଼ିର କେମେଷ୍ଟ୍ରୀ ଫ୍ରେସ୍…
(video) ଶହ ଶହ ଲୋକଙ୍କ ଉପରେ ଖସି ପଡ଼ିଲା ପାହାଡ଼, ଭିଡ଼ିଓ ଭାଇରାଲ୍
ଓଡିଶାଭାସ୍କର: ଆଜିକାଲି ମେଘ ଫାଟିବା, ବନ୍ୟା ଏବଂ ମାଟି ଧସିବା ସାଧାରଣ ଘଟଣା ହୋଇଗଲାଣି। ଜମ୍ମୁ ଓ କାଶ୍ମୀରରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଏହି ଘଟଣାରେ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି।
କେଉଁଠି…
ସ୍କୁଲ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ମୃତ
ଯାଜପୁର: ସ୍କୁଲ ଗଣେଶ ମୂତ୍ତି ଭସାଣି ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ ଘଟିଛି। ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁର ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କର ପ୍ରାଣହାନି ଘଟିଛି।
ସୂଚନାନୁଯାୟୀ, ମୃତକ ପ୍ରହଲ୍ଲାଦ…
Danish Malewar ରଚିଲେ ଇତିହାସ, ଦ୍ୱିତୀୟ ଶତକ ମାରି ହେଲେ ନଂ୧ ଖେଳାଳି
ନୂଆଦିଲ୍ଲୀ: ଦଲିପ ଟ୍ରଫିରେ ସେଣ୍ଟ୍ରାଲ ଜୋନ ପକ୍ଷରୁ ଖେଳୁଥିବା ଟପ୍ ଅର୍ଡରର ବ୍ୟାଟ୍ସମ୍ୟାନ ଡାନିସ୍ ମାଲେୱାର ଧମାଲ କରିଛନ୍ତି। ଏହି ବ୍ୟାଟ୍ସମ୍ୟାନ ନର୍ଥ ଇଷ୍ଟ ଜୋନ ବିପକ୍ଷରେ ୨୦୩ ରନର ଇନିଂସ ଖେଳିଛନ୍ତି। ଡାନିସ୍…
‘ଓଡ଼ିଶାରେ ଜନଜାତିଙ୍କ ବିକାଶ ଜରୁରୀ’, ଏସସି/ଏସଟି ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ଏସସି/ଏସଟି ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତିଙ୍କୁ ନେଇ ନିଜ ପ୍ରତିକ୍ରିୟା ଜାରି କରିଛନ୍ତି। ସେ କହିଛନ୍ତି ଯେ, ଜନଜାତିଙ୍କ ବିକାଶ ନିହାତି ଆବଶ୍ୟକ।
ସେ କହିଛନ୍ତି ଯେ,…
ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର
ନୂଆଦିଲ୍ଲୀ: ଏବେ ମହଙ୍ଗା ହେବାକୁ ଯାଉଛି ଦୁଇଚକିଆ ଯାନ । 350 ସିସିରୁ ଅଧିକ ମୋଟରସାଇକେଲ ଉପରେ 40% ଟିକସ ଲଗାଇବେ ସରକାର । କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ (GST) ପୁନଃଗଠନ କରିବାକୁ ପ୍ରସ୍ତାବ…
ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ହେଲ୍ପଲାଇନ୍ ନମ୍ୱର ଜାରି କଲେ DCP
କଟକ: ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ…