Browsing Category

Featured

କେତେ ରହିବ 5G ସ୍ପିଡ? ଭାରତରେ ଏହି ଦିନ ଲଞ୍ଚ ହେବ 5G ନେଟୱାର୍କ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି 5G ନେଟୱାର୍କ । ଏଥିପାଇଁ 5G ସ୍ପେକ୍ଟ୍ରମ ଅକ୍ସନ ଜାରି ରହିଥିବା ବେଳେ ଜିଓ(Jio), ଏୟାରଟେଲ(Airtel), ଭୋଡାଫୋନ ଆଇଡିଆ(VI) ଏବଂ ଅଦାନୀ(Adani) ଗ୍ରୁପ ମଧ୍ୟରେ…

ଏପରି ଦୁର୍ଲ୍ଲଭ ଜୀବ ମୁଁ କେବେ ଦେଖିନି, ସତେ ଯେମିତି ହୀରା, ମୋତି ଝରି ପଡ଼ୁଛି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଫଟୋ ଓ ଭିଡିଓ ଶେୟାର ହେଉଛି । ତେବେ ନିକଟରେ ଏକ ଦୁର୍ଲଭ ପଶୁର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ମନ ଖୁସିରେ ଆତ୍ମହରା…

(Video) ଘର କାନ୍ଥରେ ଉଭା ହେଲେ କାଳିଆ ସାଆନ୍ତ, ଖୁସିରେ ଆତ୍ମହରା ହେଲା ଭକ୍ତ

ଘର କାନ୍ଥରେ ଉଭା ହେଲେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ... ଭକ୍ତଙ୍କୁ ଦେଲେ ଦର୍ଶନ... ଆଉ ଭଗବାନଙ୍କୁ ନିଜ ଘରେ ପାଇ କୋଉ ଭକ୍ତ ଅବା ଖୁସି ନହେବ । ଘଣ୍ଟଘଣ୍ଟି, ପୂଜାର୍ଚ୍ଚନା ସହ ଭାବବିହ୍ୱଳିତ…

RBI ଜାରି କଲା ନୂଆ ଆଦେଶ: ଏଣିକି ଋଣ ପରିଶୋଧ ପାଇଁ ଜୋର ଜବରଦସ୍ତି କରି ପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କରୁ ଲୋନ ନେଇଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଏଣିକି ବ୍ୟାଙ୍କ ଆପଣଙ୍କ ଉପରେ ଜୋର ଜବରଦସ୍ତ କରି ପାରିବନି । ଆପଣଙ୍କ ପାଖରୁ ଜୋର କରି ଆଦାୟ କରିପାରିବନି ଋଣ । ଏ ନେଇ…

Apple ର ନିୟମ କମ୍ପାନୀକୁ ହିଁ ପଡ଼ିଲା ମହଙ୍ଗା, ଏବେ କର୍ମଚାରୀଙ୍କ ଦେବ 250 କୋଟିର କ୍ଷତିପୂରଣ

ନୂଆଦିଲ୍ଳୀ: ଦିଗ୍ଗଜ ଟେକ୍ କମ୍ପାନୀ Apple ଅନେକ ଥର ଏହାର ପଲିସିକୁ ନେଇ ବିବାଦକୁ ଆସିଛି । ଅନେକ ମାମଲାରେ କମ୍ପାନୀ ଉପରେ ଫାଇନ୍ ମଧ୍ୟ ଲାଗିଛି । ଏଥିରେ iOS ଅପଡେଟ ମାମଲା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା,…

(Video) ଷ୍ଟାର ଦମ୍ପତି ବିବାଦ: ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସରେ ହାଜର ହେବେ ବର୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା । ଆସନ୍ତା ୧୫ ଦିନ ମଧ୍ୟରେ ହାଜର…

କୁଳ ଲଙ୍ଘିଲା ପାଇକ ନଦୀ: ୫୦ ଫୁଟ ଘାଇ କରି ଗାଁ ଭିତରେ ପଶିଲା ବନ୍ୟା ପାଣି

ପାରାଦୀପ: ରାଜ୍ୟର ବିଭିନ୍ନ ନଦୀ ଏବେ ବନ୍ଧ ଭାଙ୍ଗିବା ପାଇଁ ଉଚ୍ଛନ ହେଉଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ଅଅନେକ ନଦୀର ଜଳସ୍ତର ଏବେ ବିପଦସଂକେତ ଉପରେ ପ୍ରବାହିତ ହେଉଛି । ତେବେ…

BJPର ମିଶନ୍ ୨୦୨୪: ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତି ସଦସ୍ୟଙ୍କ ନାମ ଘୋଷଣା, ଦେଖନ୍ତୁ ଓଡ଼ିଶାରୁ କିଏ ସ୍ଥାନ ପାଇଲା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏକ ବଡ଼ଧରଣର ପରିବର୍ତ୍ତନ କରିଛି । ଦଳର ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତିରୁ ଅନେକ ନେତାଙ୍କୁ ହଟା ଯାଇଛି । ସଂସଦୀୟ ବୋର୍ଡରେ…

+2 କଟଅଫ୍ ମାର୍କ ପ୍ରକାଶିତ: ବିଜ୍ଞାନରେ ସବୁଠୁ ଅଗାରେ ରେଭେନ୍ସା କଲେଜ୍, କଳାରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): +2 ଶ୍ରେଣୀରେ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟଅଫ୍ ମାର୍କ ତାଲିକା । କଟଅଫ୍ ମାର୍କ ତାଲିକା ଅନୂଯାୟୀ ରାଜ୍ୟରେ ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମରେ ରେଭେନ୍ସା କଲେଜ ସବୁଠୁ ଆଗରେ…

ବନ୍ୟା Breaking! ଚିନ୍ତା ବଢାଉଛି ଉଚ୍ଛୁଳା ନଦୀର ଜଳସ୍ତର: ପ୍ରମୁଖ ନଦୀର ୪ଟି ସ୍ଥାନରେ ଘାଇ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ବିପତ୍ତିକୁ ନେଇ ସାଧାରଣ ଲୋକଙ୍କ ପାଖରୁ ପ୍ରଶାସନ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ କିଛି ନଦୀରେ ପାଣି କୁଳ ଲଙ୍ଘିବାକୁ ଅଥୟ ହେଉଛନ୍ତି…