Browsing Category
Featured
AIIMS ଛାତରୁ ଡେଇଁ ରୋଗୀ ମୃତ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର…
ବଢିଲା +୨ ନାମଲେଖା ଅବଧି: ଏହି ତାରିଖ ପର୍ଯ୍ୟନ୍ତ ହେବ ଆଡମିଶନ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଏବଂ ବନ୍ୟାର ପ୍ରଭାବ ପିଲାମାନଙ୍କ ନାମଲେଖା ପ୍ରକ୍ରିୟାରେ ମଧ୍ୟ ଦେଖିବାକୁ ମିଳିଛି । ଯୁକ୍ତ ୨ ପିଲାମାନଙ୍କ ନାମଲେଖା ଅବଧିରେ ହୋଇଛି ପରିବର୍ତ୍ତନ । +୨ ପ୍ରଥମ…
ଗୋଟିଏ କଏଦୀ ପ୍ରେମରେ ଜେଲର ଦୁଇ ମହିଳା ଅଫିସର: ସମ୍ପର୍କ ରଖିବାପରେ ଘଟିଲା ଏପରି ଘଟଣା
ବ୍ରିଟେନ: ଅନେକ ସମୟରେ ଜେଲରେ ଥିବା କଏଦୀମାନଙ୍କ ଲଭଷ୍ଟୋରୀ ବିଷୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କିଛି ଷ୍ଟୋରୀ ଭଲରେ ଶେଷ ହୋଇଥିବା ବେଳେ କିଛି ଷ୍ଟୋରୀର ଶେଷ ବହୁତ ଖରାପ ହୋଇଥାଏ । ତେବେ ବ୍ରିଟେନର ଏକ…
ସୋମବାରଠାରୁ ଶସ୍ତା ସୁନା ଯୋଗାଇବେ ସରକାର: ଜାଣନ୍ତୁ ଗ୍ରାମ ପିଛା କେତେ ରହିଛି ମୂଲ୍ୟ?
ନୂଆଦିଲ୍ଲୀ : ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସିଖବର । ସୋମବାର ବା ୨୨ ଅଗଷ୍ଟରୁ ଆପଣ ସୋଭରେନ ଗୋଲ୍ଡ ବଣ୍ଡ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନା ୨୬ ଅଗଷ୍ଟ ପର୍ଯ୍ୟନ୍ତ…
Agniveer Recruitment 2022: ସେନାରେ ଯୁବତୀଙ୍କ ପାଇଁ ଅଗ୍ନିବୀର ନିଯୁକ୍ତିର ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ରାଲି କେବେ ?
ନୂଆଦିଲ୍ଲୀ: ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତି କରୁଥିବା ଝିଅମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ସେନା ଯୁବତୀଙ୍କ ପାଇଁ ଅଗ୍ନିବୀରରେ ନିଯୁକ୍ତି ରାଲିର ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ଆଶାୟୀ ଅଗ୍ନିପଥ…
ନିଜ ଦୁଃଖକୁ ପଛରେ ପକାଇ ଲୋକଙ୍କୁ ସହାୟତା କରୁଛନ୍ତି ବର୍ଷା…
କଟକ: ରାଜ୍ୟରେ ବର୍ତ୍ତମାନ ବନ୍ୟାର ସ୍ଥିତି କିଭଳି ରହିଛି ଆପଣ ସବୁ ଜାଣିଥିବେ । ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁ ଠାରେ ବନ୍ୟାର ବିଭିତ୍ସିକା ବର୍ଣ୍ଣିତ ହୋଇ ରହିଛି । କାହିଁ କେତେ ଯେ ଲୋକ…
ଦ୍ୱାଦଶ ପାସ୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ଏସ୍ଏସ୍ଏସି ଷ୍ଟେନୋଗ୍ରାଫର୍ ପାଇଁ ଆବେଦନ ଆରମ୍ଭ, ଦରମା ୩୪,୮୦୦
ନୂଆଦିଲ୍ଲୀ: କର୍ମଚାରୀ ନିଯୁକ୍ତି ଆୟୋଗ(ଏସ୍ଏସ୍ସି) ଷ୍ଟେନୋଗ୍ରାଫର ଗ୍ରୁପ୍-ସି ଏବଂ ଡିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦ୍ୱାଦଶ ପାସ୍ କରିଥିବା ଆଶାୟୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।…
କ’ଣ ଦେଖିଲା ଏ ଆଖି! ରୋଡ୍ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ଚାଲିଲା ଅଟୋ, ଦେଖନ୍ତୁ ଭାଇରାଲ Video
ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ହାଇୱେ ପାର ହେବା ପାଇଁ ଫୁଟ ଓଭରବ୍ରିଜ ଉପରେ ନିଜର ଅଟୋରିକ୍ସା ଚଳାଇଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଘଟଣାର…
ବାପା ଆପଣ ଦେଖିଥିବା ସ୍ୱପ୍ନକୁ ମୁଁ ପୂରା କରିବି…..
ନୂଆଦିଲ୍ଳୀ:ଆପଣ ଦେଖି ଥିବା ସବୁ ସ୍ୱପ୍ନକୁ ମୁଁ ପୂରା କରିବି । କିଛି ଏଭଳି କହି ଭାବୁକ ହୋଇ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଜନ୍ମବାର୍ଷିକି…
(Video) ଆତ୍ମହତ୍ୟା ପାଇଁ ଡେଇଁପଡ଼ିଲେ ଯୁବତୀ: ଜୀବନ ବଞ୍ଚାଇବାକୁ ପାଣିରେ ଚାଲିଥିଲା ଏପରି ସଂଘର୍ଷ
ତାଳଚେର: ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୬ ଟା ୪୫ ରେ ସମଲ…