Browsing Category
Featured
ଛି… ମୁଁ ଆଉ Pizza ଖାଇବି ନାହିଁ: Domino’s Pizzaରୁ ବାହାରିଲା ଅସରପା, କମ୍ପାନୀ ଦେଲା ୧ ଲକ୍ଷ ଜରିମାନା
ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ହୋଟେଲ, ଟିଫିନ୍ ସେଣ୍ଟର, ରେଷ୍ଟୁରାଣ୍ଟମାନଙ୍କରେ ଖାଇବା ସମୟରେ ଖାଦ୍ୟରୁ ଅସରପା, ଝିଟିପିଟି, ପୋକ ବାହାରିଥାନ୍ତି । ଏପରି ସ୍ଥଳେ ଗ୍ରାହକଙ୍କ ପ୍ରତିକ୍ରିୟା କଥା ନ କହିବା ଭଲ ।…
ମାରିବା ଅପେକ୍ଷା ଭଲ ହେବ କାହାକୁ ଦେଇ ଦିଅ, ଗର୍ଭପାତର ମଞ୍ଜୁରୀ ଦିଆଯାଇ ପାରିବନି: ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ଗର୍ଭପାତର ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଆମେ ଶିଶୁକୁ ହତ୍ୟା କରିବାର ଅନୁମତି ଦେଇ ପାରିବୁ…
‘ଗାନ୍ଧୀ ହେଉଛନ୍ତି ହିନ୍ଦୁଙ୍କ ହତ୍ୟାକାରୀ, ଇଂରେଜଙ୍କ ଦଲାଲ’, ଜାତିର ପିତାଙ୍କ ପ୍ରତି ଅପଶବ୍ଦ କହିଲେ ନରସିଂହାନନ୍ଦ
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ହେଉଛନ୍ତି ହିନ୍ଦୁଙ୍କ ହତ୍ୟାକାରୀ। ଇଂରେଜଙ୍କ ଦଲାଲ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏମିତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଶ୍ରୀ ପଞ୍ଚଦଶନାମ ଜୁନା ଅଖାଡାର ମହାମଣ୍ଡଳେଶ୍ଵର…
କ୍ୱାର୍ଟରରେ ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ: ଚୀନକୁ ମାତ ଦେଇ ସେମିଫାଇନାଲରେ ମାରିଲେ ଏଣ୍ଟ୍ରି
ସିଙ୍ଗାପୁର: ସିଙ୍ଗାପୁର ଓପନର ସେମି ଫାଇନାଲର ସେମି ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ଚୀନକୁ ହରାଇ ସେ ଏହି ସଫଳତା ହାସଲ…
‘ଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ’
ନୂଆଦିଲ୍ଲୀ: ଯଦି ଯୁବକ ଏବଂ ଯୁବତୀ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏମିତି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ। ଏମିତି ଅନେକ…
ରାଗିଂ ପାଇଁ ରାଜ୍ୟ ସରକାର ଲାଗୁ କରିବେ କଠୋର ଆଇନ, ଜାରି ହେବ ହେଲପ୍ ଲାଇନ୍ ନମ୍ବର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପାଖାପାଖି ୨ ସପ୍ତାହ ପୂରିବାକୁ ବସିଥିଲେ ହେଁ ମୃତ୍ୟୁ…
ସକାଳ ୯ଟାରୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ବିଚାରପତି କହିଲେ- ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇ ପାରୁଛନ୍ତି, ତେବେ…
ନୂଆଦିଲ୍ଲୀ: ଯଦି ଆମ ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇ ପାରୁଛନ୍ତି ତେବେ ବିଚାରପତି ଏବଂ ଓକିଲ ସକାଳ ୯ଟାରୁ ନିଜ କାମ କଣ ପାଇଁ ଆରମ୍ଭ କରି ପାରିବେନି। ଏହା କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି ୟୁୟୁ ଲଳିତ।…
କ୍ରିକେଟ ବେଟିଂ କରି ଧରା ପଡିଲେ ଯୁବକ: ୪ ଜଣଙ୍କୁ ଗିରଫ କଲା ପୋଲିସ
କଟକ: କ୍ରିକେଟ ବେଟିଂ କରିବା ପଡିଛି ମହଙ୍ଗା । ୪ ଜଣ ଯୁବକଙ୍କୁ ଏ ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚକୁ ନେଇ ବେଟିଂ ସମୟରେ ରେଡ କରିଛି ପୋଲିସ । ଯାହା…
କରୋନା ସଂକ୍ରମଣକୁ ନେଇ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: କହିଲେ ରାଜ୍ୟରେ କୋଭିଡ ସ୍ଥିତି…
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କରୋନାର ସଂକ୍ରମଣ ଦିନକୁ ଦିନ ବଢୁଥିଲେ ମଧ୍ୟ ସ୍ଥିତି ଏବେ ବି ଉଦବେଗଜନକ ନାହିଁ…
ସ୍କୁଲ ରୂପାନ୍ତରୀକରଣ କରଣ ନାଁରେ ଚାଲିଛି ଆଇ ୱାସ-ବିରୋଧୀ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରୂପାନ୍ତରୀକରଣ କରଣ ନାଁରେ କେବଳ ଆଇ ୱାସ ଚାଲିଛି। ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି। ସ୍କୁଲ ରେ ଶିକ୍ଷକ ନାହାନ୍ତି, କହି ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ଆଜି ଗୃହରେ ଏହି ପ୍ରସଙ୍ଗରେ…