Browsing Category

Featured

ATM ମେଶିନରେ Card ପୂରାଇବା ସମୟରେ ଜଳିବ Green ଓ Red ଲାଇଟ୍: କେମିତି ଜାଣିବେ ଆପଣଙ୍କ କାର୍ଡ ସୁରକ୍ଷିତ ଅଛି ନା ନାହିଁ

ନୂଆଦିଲ୍ଲୀ: ଆଜିକାଲି ଏଟିଏମ ଟଙ୍କା ଉଠାଣକୁ ନେଇ ଅନେକ ଠକାମି ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଗ୍ରାହକଙ୍କ ଅଜ୍ଞତା କାରଣରୁ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ କଟିଯାଇଥାଏ । ତେଣୁ ବ୍ୟାଙ୍କିଂ ଟ୍ରାଞ୍ଜାକସନ…

Reliance Jio ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣମାନେ ସାଙ୍ଗ ଓ ପରିବାର ଗହଣରେ ଟିଭି ଶୋ, ଲାଇଭ ଚାନେଲ, ମ୍ୟାଚ, ଫିଲ୍ମର ମଜା ଉଠାଇପାରିବେ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଏକ ଶାନଦାର ଗିଫ୍ଟ ଆଣିଦେଇଛି । ଏଣିକି ଆପଣମାନେ ଜିଓ ଟିଭରେ ଅନେକ ପପୁଲାର ଟିଭି ଶୋ, ଲାଇଭ୍ ଚାନେଲ୍ସ, ମ୍ୟାଚ, ମୁଭିର ମଜା ଉଠାଇପାରିବେ । ତେବେ…

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ଏକ କାନ୍ଥ: ଚାପି ହୋଇ ମରିଗଲେ ୫ ଜଣ, ବହୁ ଲୋକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ଗୋଦାମ ଘରର କାନ୍ଥ ଭୁଶୁଡ଼ି ବହୁଲୋକ ମୃତାହତ ହୋଇଛନ୍ତି । ଗୋଦାମର କାନ୍ଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଦିଲ୍ଲୀ ଫାୟାର ବ୍ରିଗେଡ ପକ୍ଷରୁ ସୂଚନା…

ଲର୍ଡସରେ ସଂକଟରେ ଥିଲା ଟିମ ଇଣ୍ଡିଆ: ଫ୍ୟାନ୍ସମାନଙ୍କୁ ମନେ ପଡିଲେ ‘ମାହି ଭାଇ’, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଲର୍ଡସରେ ଇଂଲଣ୍ଡ-ଭାରତ ଦ୍ୱିତୀୟ ମ୍ୟାଚକୁ ୧୦୦ ରନରେ ହାତଛଡା କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ବିଜୟ ହାସଲ କରିବା ପରେ ଦ୍ୱିତୀୟ ମ୍ୟାଚରେ ପ୍ରତିଷୋଧ ନେଇଛି ଇଂଲଣ୍ଡ । ରୋହିତ ଶର୍ମା,…

ଜଣେ କହୁଛି ସିଏ ମୋର ପାର୍ଟନର, ଆଉ ଜଣେ କହୁଛି ମୋର ବିବାହ କି ନିର୍ବନ୍ଧ କିଛି ହୋଇନାହିଁ: ତା’ମାନେ ଏଠି ଚାଲିଛି କ’ଣ

ନୂଆଦିଲ୍ଲୀ: ଅଭିନେତ୍ରୀ ସୁସ୍ମିତା ସେନ ଓ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ୫୬ ବର୍ଷୀୟ ମୋଦୀ ସୁସ୍ମିତାଙ୍କୁ ନିଜର ପାର୍ଟନର ଭାବେ ବର୍ଣ୍ଣନା କରି ସୋସିଆଲ…

କାଶ୍ମୀରରେ ଅପରେସନ ଅଲ-ଆଉଟ: ଅନେକ ଆତଙ୍କୀ ଛାଡିଲେ ସଂସ୍ଥା, ଜାଣନ୍ତୁ କେତେ ମୁଣ୍ଡ ନେଇଛି ଇଣ୍ଡିଆନ ଆର୍ମି

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଦମଦାର ସଫଳତା । ଆତଙ୍କୀଙ୍କ ବିରୋଧରେ ଚାଲିଥିବା ଅପରେସନ ଅଲ ଆଉଟରେ ସେନା କରିଛି ଦମନଲୀଳା । ଶହଶହ ଆତଙ୍କୀଙ୍କ ମୁଣ୍ଡ ଗଡିଥିବା ବେଳେ ଶତାଧିକ ଆତଙ୍କୀଙ୍କୁ…

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଲୋନ ଉପରେ ସୁଧହାର ବଢିବା ବ୍ୟତୀତ ଜମା ରାଶି ଉପରେ ମଧ୍ୟ ସୁଧହାର…

ଛି… ମୁଁ ଆଉ Pizza ଖାଇବି ନାହିଁ: Domino’s Pizzaରୁ ବାହାରିଲା ଅସରପା, କମ୍ପାନୀ ଦେଲା ୧ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ହୋଟେଲ, ଟିଫିନ୍ ସେଣ୍ଟର, ରେଷ୍ଟୁରାଣ୍ଟମାନଙ୍କରେ ଖାଇବା ସମୟରେ ଖାଦ୍ୟରୁ ଅସରପା, ଝିଟିପିଟି, ପୋକ ବାହାରିଥାନ୍ତି । ଏପରି ସ୍ଥଳେ ଗ୍ରାହକଙ୍କ ପ୍ରତିକ୍ରିୟା କଥା ନ କହିବା ଭଲ ।…

ମାରିବା ଅପେକ୍ଷା ଭଲ ହେବ କାହାକୁ ଦେଇ ଦିଅ, ଗର୍ଭପାତର ମଞ୍ଜୁରୀ ଦିଆଯାଇ ପାରିବନି: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ଗର୍ଭପାତର ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଆମେ ଶିଶୁକୁ ହତ୍ୟା କରିବାର ଅନୁମତି ଦେଇ ପାରିବୁ…

‘ଗାନ୍ଧୀ ହେଉଛନ୍ତି ହିନ୍ଦୁଙ୍କ ହତ୍ୟାକାରୀ, ଇଂରେଜଙ୍କ ଦଲାଲ’, ଜାତିର ପିତାଙ୍କ ପ୍ରତି ଅପଶବ୍ଦ କହିଲେ ନରସିଂହାନନ୍ଦ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ହେଉଛନ୍ତି  ହିନ୍ଦୁଙ୍କ ହତ୍ୟାକାରୀ। ଇଂରେଜଙ୍କ ଦଲାଲ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏମିତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଶ୍ରୀ ପଞ୍ଚଦଶନାମ ଜୁନା ଅଖାଡାର ମହାମଣ୍ଡଳେଶ୍ଵର…