Browsing Category
Featured
Whatsapp ଗ୍ରୁପ୍ ଭଏସ କଲ୍ ରେ ଆସିଲା ନୂଆ ଅପଡେଟ୍, ଏବେ କାହାକୁ ବି କରିପାରିବେ ମ୍ୟୁଟ୍
ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଅନେକ ସମୟରେ ନୂଆ ନୂଆ ଅପଡେଟ୍ ମିଳିଥାଏ । ଏହିକ୍ରମରେ ଏବେ ହ୍ୱାଟ୍ସଆପ୍ ଗ୍ରୁପ୍ ଭଏସ୍ କଲିଂ ଏକ୍ସପିରିଏନ୍ସକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ ପ୍ଲାଟଫର୍ମ ପାଇଁ ଅପଡେଟ୍ କରିଛି ।
ଏହି ନୂଆ…
ଅଣସର ଘରେ ମହାପ୍ରଭୁଙ୍କର ହୋଇଥାଏ ଏହି ନୀତି: ଏକବସ୍ତ୍ର ପିନ୍ଧି ସେବା କରନ୍ତି ଦଇତାପତି
ପୁରୀ(ଓଡ଼ିଶା ଭାସ୍କର): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ…
ତକିଆ ତଳୁ ମିଳିଲା ଧାର୍ମିକ ପୁସ୍ତକ, ସେକ୍ସ ୱାର୍କରଙ୍କୁ ମାରି ଜାଳିଦେଲେ ଗ୍ରାହକ
ନୁଆଦିଲ୍ଲୀ: ସେକ୍ସ ୱାର୍କରଙ୍କ ବେଡ୍ ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ପାଇବା ପରେ ଆସିଥିବା ଗ୍ରାହକ ତାଙ୍କୁ ହତ୍ୟା କରିଛନ୍ତି। ଗ୍ରାହକ ତାଙ୍କ ସହଯୋଗୀମାନଙ୍କ ସହ ଯୌନକର୍ମୀଙ୍କୁ ହତ୍ୟାକରି ତାଙ୍କୁ ନିଆଁ ଲଗାଇ…
ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ, ଭାଟିକାନରେ ପୋପ୍ ଫ୍ରାନ୍ସିସ୍ଙ୍କୁ ଭେଟିବେ
ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମଧ୍ୟାହ୍ନ ସମୟରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରୁ ୨୦ ତାରିଖ ୪ଟା ୧୫ ମିନିଟରେ…
୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗକୁ ସେମିରେ ହରାଇଲା
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ରଣଜୀ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦଳ ଦୀର୍ଘ ୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ମୁମ୍ବାଇ ଏବଂ ଉତ୍ତର…
‘ଇଂଲଣ୍ଡରେ ଦ୍ରାବିଡ ସେହି ଖେଳାଳିଙ୍କୁ ସୁଯୋଗ ଦେବେ, ଯାହାଙ୍କୁ ଟି-୨୦ ବିଶ୍ଵ କପ୍ ଟିମରେ ସ୍ଥାନ ମିଳିବ’
ନୂଆଦିଲ୍ଲୀ: ସଂପ୍ରତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି। ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଏହି ସିରିଜ୍ ଗୁରୁତ୍ଵପୂର୍ଣ୍ଣ ମନେ ହୁଏ। କାରଣ ପ୍ରଦର୍ଶନ ଆଧାରରେ ହିଁ…
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା: ବାହାଘରର ପ୍ରତିଶ୍ରୁତି ଦେଇ ନଆସିବାରୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବିବାହ ବିବାଦରେ ଫସିଯାଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ। ବିଜୟ ଶଙ୍କର ଦାସଙ୍କ ନାଁରେ ହୋଇଛି ଏତଲା । ଅନ୍ୟ କେହି ନୁହେଁ, ବରଂ ତାଙ୍କ ପ୍ରେମିକା ସୋମାଲିକା ଏତଲା…
ସୁପ୍ରିକୋର୍ଟରେ ପହଞ୍ଚିଲା ଅଗ୍ନିପଥ ବିରୋଧ, ବିଶେଷଜ୍ଞ କମିଟି ଜରିଆରେ ସମୀକ୍ଷା କରାଇବାକୁ ଦାବି
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇ ସେନାରେ ନିଯୁକ୍ତି ପାଇଁ ଘୋଷିତ ଏହି ଯୋଜନାର ସମୀକ୍ଷା ହେତୁ ଏକ ବିଶେଷଜ୍ଞ କମିଟି ଗଠନ…
ପାଖେଇ ଆସୁଛି ପୁରୀ ରଥଯାତ୍ରା: ଭର୍ଚୁଆଲ ମୋଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ପୁରୀ(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀରେ ଆଜି ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।…
(Video) ଜଳେଶ୍ୱର BDOଙ୍କ ଅସରନ୍ତି ସମ୍ପତ୍ତି: ୨୪ଟି ପ୍ଲଟ୍, ଇଟା ଫ୍ୟାକ୍ଟ୍ରି ସହ ଲକ୍ଷାଧିକ ଟଙ୍କାର…, ଦେଖନ୍ତୁ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ । ବିଡିଓ ଅଶ୍ୱିନୀ ଦାସଙ୍କ ପାଖରେ ରହିଛି ଅସରନ୍ତି ସମ୍ପତ୍ତି । ଚଢ଼ାଉରେ ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ବିବରଣୀ ଦେଇଛି…