Browsing Category
Featured
ଓଡ଼ିଶାରେ କମାଲ୍ କରୁଛି ୟଶଙ୍କ କେଜିଏଫ୍-୨: ପଛରେ ପଡିଲା ବାହୁବଲୀ-୨ ଓ ୱାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବକ୍ସ ଅଫିସରେ ରାଜ କରୁଛନ୍ତି ରକି ଭାଇ । କେଜିଏଫ-୨ର ମାନିଆ ସମଗ୍ର ଦେଶରେ ଜାରି ରହିଥିବା ବେଳେ ଏଥିରୁ ବାଦ ପଡିନି ଓଡ଼ିଶା । ଓଡ଼ିଶା ବଜାରରେ ପ୍ରଥମ ଫିଲ୍ମ ଭାବରେ ୧୦ କୋଟି ଟଙ୍କା…
ଏହି ଉପାୟ ଆପଣାନ୍ତୁ ଏବଂ ସହଜରେ ଗୁଟ୍ଖା ଖାଇବା ଅଭ୍ୟାସରୁ ମୁକ୍ତି ପାଆନ୍ତୁ
ଗୁଟୁଖା ତଥା ତମାଖୁ ଭଳି ମାରାତ୍ମକ ଜିନିଷର ଭୟାବହତା ବିଷୟରେ ସମସ୍ତେ ଅବଗତ । ଆଉ ଏଥିପାଇଁ ସାରା ଦିନରେ ଚାଲିଛି ସଚେତନତା ଅଭିଯାନ । କାରଣ ଗୁଟୁଖା, ତମାଖୁ ତଥା ଧୂମ୍ରପାନ କରିବା ଦ୍ୱାରା ଆମ ଶରୀର ଉପରେ ଏହାର…
ପ୍ରବଳ ଖରାରେ ସ୍କିନ୍ ଟ୍ୟାନ୍ ହେଉଛି କି? ଆପଣାନ୍ତୁ ଏହି ଉପାୟ, ମିଳିବ ଆଶ୍ୱସ୍ତି
ଗରମଦିନ ଆରମ୍ଭ ହୋଇଗଲାଣି। ଖରାରେ ପଦାକୁ ବାହାରିବା ମୁସ୍କିଲ ହୋଇପଡିଲାଣି। ଖରାଦିନରେ ସବୁଠାରୁ ବଡ ସମସ୍ୟା ହୋଇ ଥାଏ ଟ୍ୟାନିଂ । ପ୍ରବଳ ଖରାରେ ବାହାରକୁ ଯିବା ଶରୀରରେ ଜଳୀୟ ଅଂଶର ଅଭାବ ନୁହେଁ ବରଂ ଟ୍ୟାନିଂ ସମସ୍ୟା…
ରାଜ୍ୟରେ କେବେ ଖୋଲିବ ସ୍କୁଲ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସହ ଗୁଳୁଗୁଳି ବି ଅନୁଭବ ହେଉଛି । ଏହାକୁ ଦୃଷ୍ଟି ରଖି ସ୍କୁଏ, କଲେଜଗୁଡିକକୁ ବନ୍ଦ ରଖାଯାଇଛି । ଅନ୍ୟପଟେ ସ୍କୁଲ ଖୋଲିବା ନେଇ…
ଭୁବନେଶ୍ୱରରେ ଅଘଟଣ: ଘର ଭିତରୁ ୩ ମୃତଦେହ ଉଦ୍ଧାର, ଶିଶୁକୁ ମାରି ବାପା-ମାଙ୍କ ଆତ୍ମହତ୍ୟା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ପରିବାରର ୩ ମୃତଦେହ ଉଦ୍ଧାର କରାଯାଇଛି । ୧୫ ମାସର ଶିଶୁ ସହ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି…
ମଙ୍ଗ ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ନିରଞ୍ଜନ: ନେତା କେବଳ ସ୍ୱାର୍ଥ ପାଇଁ ଦଳ ଛାଡନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କଂଗ୍ରେସରେ କ୍ଷମତାର ପଟ ପରିବର୍ତ୍ତନକୁ ନେଇ ମୁହଁ ଖୋଲିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ । ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦବାହିନୀ ପତି ଓ ନରସିଂହ ମିଶ୍ର ଦଳୀୟ ପଦ ଛାଡିବା…
ଫାଣ୍ଡିରୁ ଚମ୍ପଟ ମାରିଲେ ୨ ଅଭିଯୁକ୍ତ
ବଲାଙ୍ଗିର(ଓଡ଼ିଶା ଭାସ୍କର): ଡକାୟତି ମାମଲାରେ ଅଟକ ୨ ଅଭିଯୁକ୍ତ ଥାନାରୁ ଚମ୍ପଟ । ବଲାଙ୍ଗିର ସଇଁତଳା ଥାନା ବଡ଼ମାଲ ଫାଣ୍ଡିରୁ ୨ ଅଭିଯୁକ୍ତ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । କାଲି ଏକ ଡକାୟତି ମାମଲାରେ…
ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ…
IIT କଲେଜରେ ସିଭିଲ ଇଞ୍ଜିନିୟରିଂ : ମାତ୍ର ୫୭% ପିଲାଙ୍କୁ ମିଳିଛି ଚାକିରି
ନୂଆଦିଲ୍ଲୀ: କୋର୍ସ ଓ କଲେଜ ମଧ୍ୟରେ ଚୟନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ମଧ୍ୟରୁ ଅନ୍ୟତମ । ଅଧିକାଂଶ ମାମଲାରେ ପ୍ରିମିୟର୍ ଇଞ୍ଜିନିୟରିଂ କଲେଜରେ ଆଡମିଶନ କଥା ଆସିଲେ- ଇଣ୍ଡିଆନ୍…
ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ ଅଧିକ ପ୍ରଭାବିତ କରିଥାଏ ଏହି ରୋଗ
ପୁରୁଷମାନଙ୍କ ଶରୀର ମହିଳାମାନଙ୍କ ଶରୀରଠାରୁ ବହୁତ ଅଲଗା ହୋଇଥାଏ । ଏପରି ପରିସ୍ଥିତିରେ ଏପରି କିଛି ରୋଗ ଅଛି, ଯାହା ମହିଳା ଏବଂ ପୁରୁଷଙ୍କୁ ଅଲଗା ଅଲଗା ଭାବରେ ପ୍ରଭାବିତ କରିଥାଏ । ଏହି ରୋଗଗୁଡିକ ମଧ୍ୟରେ କିଛି…