Browsing Category

Featured

ଆଜି ପବିତ୍ର ଅକ୍ଷୟ ତୃତୀୟା: ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଅନୁକୂଳ ହେବ ରଥ କାଠ, ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ଯିବେ ଠାକୁର

ପୁରୀ (ଭାସ୍କର ନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ…

ରାଶିଫଳ(ମଙ୍ଗଳବାର,୦୩ ମେ ୨୦୨୨)

ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ…

ଆଜି ପବିତ୍ର ଅକ୍ଷୟ ତୃତୀୟା: ଚାଷୀଙ୍କୁ ମିଳିବ ‘କାଳିଆ’ ସହାୟତା, ଆକାଉଣ୍ଟ ଯିବା ଚଳିତ ବର୍ଷର ପ୍ରଥମ କିସ୍ତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟର ଚାଷୀମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟାରେ ଏକ ଭେଟି ଦିଆଯିବ । ଏହି ପବିତ୍ର ଦିନରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା…

ମେ’ରେ ବାତ୍ୟା ଭୟ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୪ରେ ଘୂର୍ଣ୍ଣିବଳୟ , ୬ରେ ସୁଦ୍ଧା ଲଘୁଚାପ ସମ୍ଭାବନା, ଗତିପଥ ନେଇ ମିଳିନି…

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା…

ରାଜସ୍ଥାନ ବିପକ୍ଷରେ କୋଲକାତାର ଦମଦାର ବିଜୟ: କାହାଣୀ ଲେଖିଲେ ରାଣା-ରିଙ୍କୁ

ମୁମ୍ବାଇ: ରାଜସ୍ଥାନ ବିପକ୍ଷ ମ୍ୟାଚରେ ସୁନ୍ଦର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ନିତିଶ ରାଣାଙ୍କ ଦମଦାର ପାଳି ଫଳରେ ଏହି ମ୍ୟାଚକୁ ନିଜ ନାମରେ କରିଛି କେକେଆର । ନିତିଶ ରାଣାଙ୍କ ମହତ୍ତ୍ୱପୂର୍ଣ୍ଣ ପାଳି…

ଯୁଦ୍ଧରେ କୌଣସି ଦେଶର ବିଜୟ ହେବ ନାହିଁ, ଜର୍ମାନୀରେ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ

ନୁଆଦିଲ୍ଲୀ: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେହି ବିଜେତା ହେବ ନାହିଁ। ସେ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ…

ଗୋଆରେ ଲାଗୁ ଅଛି ୟୁନିଫର୍ମ ସିଭିଲ କୋଡ୍, ଯେଉଁଠି ହିନ୍ଦୁମାନେ ବହୁବିବାହ ଆଇନରୁ ମୁକ୍ତ

ନୁଆଦିଲ୍ଲୀ: ଦେଶରେ ଏବେ ପୁଣି ଥରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଉତ୍ତରାଖଣ୍ଡ ସରକାର ୟୁସିସି ଲାଗୁ କରିବା ଲାଗି ଏକ କମିଟି ଗଠନ କରିସାରିଲେଣି । ଅନେକ ବିଜେପି ଶାସିତ…

ଏବେ ବି ପ୍ଲେଅଫରେ ପହଞ୍ଚିପାରେ ଚେନ୍ନାଇ: ଧୋନୀଙ୍କ ଅଧିନାୟକତ୍ୱକୁ ନେଇ ଏମିତି କହିଲେ ସେହୱାଗ

ମୁମ୍ବାଇ: ପୁଣିଥରେ ଧୋନୀଙ୍କ ହାତକୁ ଆସିଛି ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ପଦ । ପଦ ହାତକୁ ଆସିବାର ପ୍ରଥମ ମ୍ୟାଚରେ ହିଁ ଦେଖିବାକୁ ମିଳିଥିଲା ଦଳର ଦମଦାର ଅନ୍ଦାଜ । ପ୍ରଥମ ମ୍ୟାଚରେ ହିଁ ଦଳକୁ ୧୩ ରନରେ…

ଝଡ଼ରେ ଫସିଥିବା ସ୍ପାଇସଜେଟ୍ ବିମାନର ଉଡ଼ାଣ ନିଷେଧ, କ୍ରୁଙ୍କୁ ମଧ୍ୟ କାର୍ଯ୍ୟରୁ ନିବୃତ କଲା ଡିଜିସିଏ

ନୁଆଦିଲ୍ଲୀ: ରବିବାର ଦିନ ମୁମ୍ବାଇରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିବାବେଳେ ସ୍ପାଇସଜେଟ ବିମାନ ଦୁର୍ଘଟଣା ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ୍ ଜେନେରାଲ୍…

ମରିଗଲା ବିବେକ ଆଉ ମଣିଷପଣିଆ: ପଞ୍ଜାବରେ ୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ପଞ୍ଜାବ: ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଛି ପଞ୍ଜାବ ହୋଶିୟାରପୁର ଅଞ୍ଚଳ । ଜଣେ ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ୪ ଜଣ କିଶୋର ବାଳିକାକୁ ଅନେକ ଥର…