Browsing Category

Featured

୨୦୨୧-୨୨ ବର୍ଷ ପାଇଁ PF ସୁଧ ହାର ଘୋଷଣା କଲା EPFO, ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ସୁଧ କମିଲା କି ବଢ଼ିଲା

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ…

ଦିନ ଦି ପ୍ରହରେ ଲୁଟିନେଲେ ସୁନା: ଗୋଲ୍ଡ ଲୋନ ଦେଉଥିବା କମ୍ପାନୀ ହେଲା ଶିକାର

ପାଟନା: ବିହାରର ରାଜଧାନୀ ପାଟନାରେ ଦମଦାର ବଢୁଛି ଅପରାଧ । ଅପରାଧୀଙ୍କୁ ତିଳେ ହେଲେ ପୋଲିସର ଭୟ ଥିବା ମନେ ହେଉନାହିଁ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ଗୋଲ୍ଡ ଲୋନ ଦେଉଥିବା କମ୍ପାନୀଠାରୁ…

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି…

ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା, ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ…

ଭାରତ ପାଇଁ ଆସୁଛି ବିପଦ! ପାକିସ୍ତାନ ନିକଟରେ ଡ୍ରୋନର ଫଟୋକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନ ମୁରିଦ ନିକଟସ୍ଥ ଏୟାରଫୋର୍ସ ବେସରେ ଏକ ଆକ୍ରମଣକାରୀ ଡ୍ରୋନ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ଏହି ଡ୍ରୋନର ଏକ ଫଟୋ ନିଆଯାଇଛି । ତେବେ ସାଟେଲାଇଟ ଫଟୋକୁ ରିହ କରୁତିବା ବିଶେଷଜ୍ଞମାନେ…

ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି ।…

ଖୋଲିଲା ସ୍ୱାମୀ-ସ୍ତ୍ରୀଙ୍କ ଜାଲ୍ ସାର୍ଟିଫିକେଟ ଗୁମର: ସ୍ୱାମୀ ଫେରାଇବେ ୧୬ ଲକ୍ଷ ଦରମା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାଲ୍ ସାର୍ଟିଫିକେଟରେ ଚାକିରି କରି ପୂର୍ବରୁ ରାଜ୍ୟର ଏକାଧିକ ସରକାରୀ କର୍ମଚାରୀ ଫସିଥିଲେ । ତେବେ ଜାଲ୍ ସାର୍ଟିଫିକେଟରେ ଚାକିରି କରିବା ଏବେ ଦୁଇଜଣ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ।…

ଏହି ଖେଳାଳିଙ୍କ ପାଇଁ ଅସୁବିଧା ହେବ ହାର୍ଦ୍ଦିକଙ୍କ ଫର୍ମ: ବିପଦରେ କ୍ୟାରିୟର

ନୂଆଦିଲ୍ଲୀ: ଖୁବ କମ ସମୟରେ ଅନେକ ସଫଳତା ହାସଲ କରି ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୂର୍ବରୁ ବ୍ୟାଟିଂ ବୋଲିଂ ଏବଂ ବିଶେଷ କରି ଫିଲ୍ଡିଂରେ ସେ ସମସ୍ତଙ୍କ ମନ କିଣି ପାରିଥିଲେ ।…

ବିରଳ କ୍ୟାଫେ, ଯେଉଁଠି କାମ କରୁଛନ୍ତି କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ୱରେ ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ଏହାଠୁ ବଞ୍ଚିବା କଷ୍ଟକର । କିନ୍ତୁ ଔଷଧ ଏବଂ ଯତ୍ନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସାଧାରଣ ଜୀବନ…

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସନିର ଦ୍ୱିତୀୟ ପରୀକ୍ଷଣକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟକ୍ସିନର ଦ୍ୱିତୀୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ ଏବଂ ସେଣ୍ଟ ଲୁଇସର ୱାସିଙ୍ଗଟନ ୟୁନିଭର୍ସିଟିର ମିଳିତ ସହଯୋଗରେ ଏହାର ବିକଶିତ କରାଯାଉଛି ।…