Browsing Category
Featured
ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ଅଧ୍ୟକ୍ଷ ନରିନ୍ଦର ବାତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ବାତ୍ରା ଗତ ୨୦୧୭ରେ ଅନ୍ତର୍ଜାତୀୟ ହକି ମହାସଂଘର ଅଧ୍ୟକ୍ଷ ରହିଥିଲେ । ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ…
ଆଳୁ ଖୋଳୁ ଖୋଳୁ ମିଳିଗଲେ ମହାଦେବ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁକରୁ ଇଡିକୁ ମିଳିଲା ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦର ଠିକଣା
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥାଏ । ତେବେ ଦାଉଦକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ କିଛି ବଳିଷ୍ଠ ପ୍ରମାଣ ଲାଗିଛି ।…
ଏଲିମିନେଟର ମ୍ୟାଚକୁ ନେଇ ସେହୱାଗ ଓ ପାର୍ଥିବଙ୍କ ସତର୍କବାଣୀ: ଲକ୍ଷ୍ନୌ ପାଇଁ ଘାତକ ହୋଇପାରେ ଏହି ଦୁର୍ବଳତା
ନୂଆଦିଲ୍ଲୀ: ନିଜ ପ୍ରଥମ ସିଜନରେ ହିଁ ପ୍ଲେଅଫରେ ସ୍ଥାନ ପାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସିଜନରେ ଦମଦାର ଏଣ୍ଟ୍ରି ପରେ କିଛିଟା ମ୍ୟାଚରେ ଦଳ ସାମାନ୍ୟ ଲୟ ହରାଇଥିବା ମନେ ହେଉଛି । କୋଲକାତା ନାଇଟ ରାଇଡର୍ସକୁ ହରାଇ…
ବାଇକ୍ ଆରୋହୀଙ୍କୁ ଚାପିଦେଲା ହାଇୱା: ୩ ମୃତ, ଜଣେ ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଏକ ହାଇୱା ଏକ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ଏହି…
ଦୁଇ ଗୋଡରେ ଚାଲିବାର ସମୟ ଆସିବ: ବିହାର ଝିଅକୁ ଏମିତି କି ପ୍ରତିଶ୍ରୁତି ଦେଲେ ସୋନୁ ସୁଦ ?
ନୂଆଦିଲ୍ଲୀ: କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ତେବେ ତାଙ୍କର ଏହି ପ୍ରକ୍ରିୟା ଏବେ ପର୍ଯ୍ୟନ୍ତ ଶେଷ ହୋଇନି । ଏବେ ବି…
ଏହି ଫଟୋରେ ଏକ ପକ୍ଷୀ ଲୁଚି ରହିଛି, ଆପଣ କହିପାରିବେ କି ପକ୍ଷୀଟି କେଉଁଠି ଅଛି? ଉତ୍ତର ଜାଣିବା ପାଇଁ ଆଗକୁ ପଢ଼ନ୍ତୁ
ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଫଟୋ ଆପଣଙ୍କ ସମ୍ମୁଖକୁ ଚାଲିଆସିଥାଏ, ଯାହାକୁ ଦେଖିବା ପରେ ସମସ୍ତେ କନଫ୍ୟୁଜ୍ ହୋଇଯାଇଥାନ୍ତି । ଏଠାରେ ଆପଣମାନଙ୍କୁ କେବଳ ଗୋଟିଏ ଗଛର ଫଟୋ ଦୃଶ୍ୟମାନ ହେଉଥିବ । ଯଦି…
ରାଜ୍ୟରୁ ପୁଣି ଚିହ୍ନଟ ହେଲେ ଆକ୍ରାନ୍ତ: କମୁଛି ସଂକ୍ରମଣ କିନ୍ତୁ ଏବେ ବି ଡରାଉଛି ଚତୁର୍ଥ ଲହର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳମୁହାଁ ହୋଇଛି ଦୈନିକ କୋଭିଡ୍ ସଂକ୍ରମଣ । ଆଜି ୩ ଜଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
୧୫ ଟଙ୍କାରେ ଯାତ୍ରୀମାନଙ୍କୁ ମିଳିବ ଭାତ, ଡାଲି ଓ ଆଚାର; ଜାଣନ୍ତୁ କ’ଣ ରହିଛି ରେଲୱେ ମେନ୍ୟୁ
ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଦେଇଛି ରେଲୱେ । ଏବେ ୧୫ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ଭାତ-ଡାଲି-ଆଚାର । ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ରାଞ୍ଚି ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ…
କାର୍ତ୍ତି ଚିଦାମ୍ବରମ୍ଙ୍କ ପାଇଁ ଆଡ଼ୁଆ, ମନି ଲଣ୍ଡରିଂ ସ୍କାମରେ ରୁଜୁ ହେଲା ଆଉ ଏକ ମାମଲା
ନୁଆଦିଲ୍ଲୀ: ପୁର୍ବତ୍ତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପିଛା ଛାଡ଼ୁ ନାହାନ୍ତି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି । ପୁଅ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କ ଆଡୁଆ ପୁଣି ବଢିଛି । କଥିତ ଚାଇନା ଭିସା…