
Browsing Category
Featured
ଫାଷ୍ଟ ଲୁକ୍ ରିଲିଜ୍ ପରେ ଭାଇରାଲ ହେଉଛି ସାମନ୍ଥାଙ୍କ ପୁରୁଣା ବୟାନ: ଖାଇବା ଅପେକ୍ଷା କରିବ କିନ୍ତୁ ସେକ୍ସ ନୁହେଁ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କର ଫିଲ୍ମ ଖୁସିର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏହି ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବା ବେଳେ ସାମନ୍ଥା ପୁଣି ଥରେ ଚର୍ଚ୍ଚାରେ । ପୁଷ୍ପାର ଉ…
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ…
ଶ୍ରୀମନ୍ଦିର ନାଟମଣ୍ଡପକୁ ଚଢ଼ି ଯୁବକ ଅଟକ, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ଉପରକୁ ଜଣେ ଶ୍ରଦ୍ଧାଳୁ ଚଢ଼ିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ବଙ୍ଗୀୟ ଭକ୍ତ ଏଭଳି ଉଦ୍ୟମ କରିଥିବା ଜଣାପଡିଛି । ଭକ୍ତ ଜଣକ ପଶ୍ଚିମବଙ୍ଗ…
ବଦଳିବ ପାଗ: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ମୌସୁମୀ ବାୟୁ ।…
ଚାରଧାମ ଯାତ୍ରାରେ ହେଲାଣି ୩୯ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ, ସ୍ୱାସ୍ଥ୍ୟ ଡିଜି କହିଲେ କାରଣ
ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେଲାଣି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ମହାନିର୍ଦ୍ଦେଶକ ଡା. ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର କାରଣ ହାଇ…
IPL 2022: ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆଜି ‘କର ବା ମର’ ମୁକାବିଲା, ହାରିବା ଦଳ ପ୍ଲେ ଅଫରୁ ପଡିବ ବାଦ୍
ମୁମ୍ବାଇ: ଆଇପିଏଲ ୨୦୨୨ର ୬୪ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଯେଉଁ ଦଳ ହାରିବ ପ୍ଲେ ଅଫ ଦୌଡରୁ…
Amazon Freshରେ ଚାଲିଛି ଦମଦାର୍ ଅଫର୍: ମାତ୍ର ୧ ଟଙ୍କାରେ କିଣନ୍ତୁ ୧ କେଜି ଅଟା ଓ ଅନ୍ୟ ସାମଗ୍ରୀ
ନୂଆଦିଲ୍ଲୀ: ଇ-କମର୍ସ ସାଇଟ ଆମାଜନରେ ଗ୍ରସରୀ ସାମଗ୍ରୀ ଅତି ଶସ୍ତାରେ ବିକ୍ରି ହେଉଛି । Amazon Freshରେ ଆପଣ ଗ୍ରସରୀ ଆଇଟମ୍ ଅତି ଶସ୍ତାରେ କିଣିପାରିବେ । ଏଥିରେ କେବଳ ୧ ଟଙ୍କାରେ ଆପଣ ଅନେକ ସାମଗ୍ରୀ କିଣିପାରିବେ…
ଶିବଲିଙ୍ଗ ମିଳିଥିବା ଜାଗାକୁ ତୁରନ୍ତ ସିଲ୍ କରନ୍ତୁ, ଜିଲ୍ଲାପାଳ-ସିଆରପିଏଫକୁ ଆଦେଶ ଦେଲେ କୋର୍ଟ
ବାରାଣସୀ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପରେ କୋର୍ଟ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ଆଦେଶ ଜାରି କରିଛନ୍ତି। ବାରାଣସୀ କୋର୍ଟ ଜିଲ୍ଲାପାଳଙ୍କୁ ଆଦେଶ ଦେଇ କହିଛନ୍ତି, ଯେଉଁ ସ୍ଥାନରୁ…
ପୁଣି ଅପରାଜିତାଙ୍କ ଟାର୍ଗେଟରେ ରାଜ୍ୟ ସରକାର: କହିଲେ ଜଣେ ବ୍ୟକ୍ତି ୩ ଦାୟିତ୍ୱରେ ରହିଲେ କିପରି?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ପୁଣି ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ ପ୍ରଶ୍ନ…
ଜ୍ଞାନବ୍ୟାପୀ ମସଜିଦ ସର୍ଭେ: ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି, ହିନ୍ଦୁ ପକ୍ଷ କହିଲେ- ଅଛି ପର୍ଯ୍ୟାପ୍ତ ପ୍ରମାଣ
ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ସର୍ଭେ ବନ୍ଦ କରିବା ଦାବିରେ ଦାଖଲ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଗତ…