Browsing Category

Featured

ଡ. ସୁରେଶ ଚନ୍ଦ୍ର ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍‌ଡିସ, ଖୁବ୍‌ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଇଏଏସ୍‌ ଅଧିକାରୀ ଡ. ସୁରେଶ ଚନ୍ଦ୍ର ଦଳାଇ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ସେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର…

ରାଶିଫଳ(ଶନିବାର,୧୩ ନଭେମ୍ବର,୨୦୨୧)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

ଚାଉଳ ବଣ୍ଟନରେ ଅନିୟମିତତା: ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ସଦର ବ୍ଳକ ଡିମ୍ବୋ ପୟତରେ ଶତାଧିକ ହିତାଧିକାରୀ ନିତ୍ୟ ବ୍ୟବହାର୍ୟ୍ୟ ପିଡିଏସ୍ ଚାଉଳ ପାଇନଥିବାରୁ ଏହି ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧକାରୀଙ୍କୁ ଶୁକ୍ରବାର ଅପରାହ୍ନରେ…

ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ପାରନ୍ତି କୋହଲି, ସଙ୍କେତ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ ୧୨।୧୧: ଟି-୨୦ ବିଶ୍ଵ କପ୍ ସହ ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ହେଲେ ଏହି ପୂର୍ବତନ କୋଚ୍ଙ୍କ ମତରେ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ ପରେ ଅନ୍ୟ ଫର୍ମାଟ୍ରୁ ମଧ୍ୟ…

ବିବାହ ନକଲେ ଭୋଗି ପାରନ୍ତି ଏହି ସବୁ ସମସ୍ୟା: ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ:ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ଏହି କାରଣରୁ କେତେକ ବିବାହ କରିବାକୁ ମଧ୍ୟ ପସନ୍ଦ କରିନଥାନ୍ତି…

ଟି-୨୦ ବିଶ୍ଵ କପ୍ ଫାଇନାଲରେ ଦମ ଦେଖାଇବେ ଭାରତୀୟ ଅମ୍ପାୟର, ନାଁ ଘୋଷଣା କଲା ଆଇସିସି

ଦୁବାଇ ୧୨।୧୧: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ଵ କପ୍ର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ଆଇସିସି ପକ୍ଷରୁ ଅମ୍ପାୟରଙ୍କ ପ୍ୟାନେଲ୍ ଘୋଷଣା କରାଯାଇଛି। ଏହି…

ଲଭ୍ ସେକ୍ସ ଧୋକା: ପ୍ରେମ ଜାଲରେ ଫସାଇଲା ଜହ୍ଲାଦ; ବର୍ଷେ ପରେ ମିଳିଲା ହାଡ ଓ ଚୁଡି

କେନ୍ଦୁଝର(ଓଡ଼ିଶା ଭାସ୍କର): ପ୍ରେମ ଜାଲରେ ପଂସାଇ, ଯୁବତୀଙ୍କୁ ପ୍ରତାରଣା ଓ ପରେ ହତ୍ୟା କଲା ପ୍ରେମିକ । ଦୀର୍ଘ ୧ ବର୍ଷ ପରେ ପ୍ରେମିକାଙ୍କର ହାଡ଼ ଓ ଚୁଡ଼ୀ ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି । ଏଭଳି ଅଭାବନୀୟ…

ବରଗଡରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣି ଥରେ ମନ୍ତ୍ରୀଙ୍କ ଗାଡି ଉପରକୁ ହୋଇଛି ଅଣ୍ଡାମାଡ । ଆସନ୍ତା କାଲି ବରଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି…

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ନରମିଲେ କେନ୍ଦ୍ର ସରକାର, ୧୧ ମହିଳା ଅଫିସରଙ୍କୁ ଦେବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ପଡିଲା ସୁପ୍ରିମକୋର୍ଟଙ୍କ ଛାଟ। ତା ପରେ ଯାଇ ନରମିଲା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଆଉ ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ଦେଲେ ନିର୍ଦ୍ଦେଶ। ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ ଯେ,…

ଆମ୍ବୁଲାନ୍ସ ଭିତରୁ ଗଞ୍ଜେଇ ଜବତ: ଡ୍ରାଇଭର ସମେତ ୬ ଗିରଫ

ଭଦ୍ରକ(ଓଡ଼ିଶା ଭାସ୍କର):ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଘଟଣାରେ ପୋଲିସର ସୂଚନା । ଫୁଲବାଣୀରୁ ପୁରୁଣାବଜାର ଆସୁଥିଲା ଗଞ୍ଜେଇ ଏସ୍କର୍ଟ କରୁଥିଲା କାର । କାର ମଧ୍ୟରେ ଥିଲା ଖଣ୍ଡା ସହ ମାରଣାସ୍ତ୍ର । ସୂଚନା ଯୋଗ୍ୟ ଯେ…