Browsing Category
Featured
ରାଶିଫଳ(ଗୁରୁବାର,୨୧ ଅକ୍ଟୋବର,୨୦୨୧)
ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ…
ମୁସଲିମ ନିକାହ କେବଳ ଏକ ଚୁକ୍ତି ଅଟେ; ହିନ୍ଦୁ ବିବାହ ପରି ସଂସ୍କାର ନାହିଁ
ନୂଆଦିଲ୍ଲୀ: ଇସଲାମିକ ବିବାହ ବ୍ୟବସ୍ଥାକୁ ନେଇ ବଡ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ମୁସଲିମ ବିବାହ କେବଳ ଏକ ଚୁକ୍ତି ଅଟେ ଯେତେବେଳେ କି ହିନ୍ଦୁ ବିବାହରେ ସଂସ୍କାର ରହିଛି । ବିବାହ ଶେଷ ହେବା ପରେ ଯେଉଁ…
ଭାରତୀୟ ସେନାକୁ ସଫଳତା; ଶୋପିଆନରେ ଦୁଇ ଆତଙ୍କୀ ନିପାତ
ନୂଆଦିଲ୍ଳୀ:ଜାମ୍ମୁ କାଶ୍ମୀରରେ ବୁଧବାର ଦିନ ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ଅଞ୍ଚଳରେ ପୁଲିସ୍ ଓ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି।…
କଣ ଟା କରିଛ ତମେ? ଯୁବକଙ୍କ ପ୍ରଶ୍ନରେ ହିତାହିତ ଜ୍ଞାନ ହରାଇଲେ କଂଗ୍ରେସ ବିଧାୟକ; ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ରାଜନେତାଙ୍କୁ ସାଧାରଣ ଜନତାଙ୍କ ସେବକ କୁହାଯାଏ । ତେବେ ଜଣେ ବିଧାୟକଙ୍କୁ ପ୍ରଶ୍ନ ପଚାରି ବହେ ମାଡ ଖାଇଛନ୍ତି ଜଣେ ଯୁବକ । ସ୍ୱୟଂ ବିଧାୟକ ଯୁବକ ଜଣଙ୍କୁ ମାଡ ମାରିଥିବା ବେଳେ ପାଖରେ ଥିବା ପୋଲିସ୍ କର୍ମୀ…
ବାରଣାସୀ ବୈଜ୍ଞାନିକଙ୍କ ଚମତ୍କାର ଉଦ୍ଭାବନ: ଗୋଟିଏ ଗଛରେ ଫଳୁଛି ବାଇଗଣ ଓ ଟମାଟୋ
ନୂଆଦିଲ୍ଲୀ: ଭାରତୀୟ କୃଷିବିଜ୍ଞାନୀଙ୍କ ଆଉ ଏକ ଚମତ୍କାର ଆବିଷ୍କାର । ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇଆଇଭିଆର) ପକ୍ଷରୁ ଏମିତି ଏକ ଉଦ୍ଭାବନ କରାଯାଇଛି ଯାହା ଦେଖିଲେ ମଧ୍ୟ ଅବିଶ୍ୱସନୀୟ ମନେ ହେବ…
ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ପରଲୋକ ଘଟିଛି । କ୍ୟାନ୍ସର ସହିତ କୋଭିଡ ସଂକ୍ରମିତ ହୋଇ…
ମନ୍ତ୍ରୀଙ୍କୁ ପଦରୁ ହଟାଅ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା କମିସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ…
ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ୱାର୍ମ ଅପରେ କଙ୍ଗାରୁ ଘାଇଲା
ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ମାତ୍ର ୧୫୩ ରନର ପିଛା କରୁଥିବା ଭାରତ ୧୭.୫ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି…
କୁମାର ପୂର୍ଣ୍ଣିମାରେ ନବବଧୂକୁ ହତ୍ୟା; ସ୍ୱାମୀ ଓ ଶାଶୁ-ଶ୍ୱଶୁର ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁମାର ପୂର୍ଣ୍ଣିମାରେ ଘଟିଛି ଅଘଟଣ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଜରିପଡା ଗ୍ରାମ ଚିଲିକା ସାହିରେ ଜଣେ ନବବଧୂର ମୃତ୍ୟୁ ହୋଇଛି । ପାରିବାରିକ କଳହ ଯୋଗୁଁ ନବବଧୂ ନିଜେ ଦଉଡି ଦେଇ…
ବିଜେପି ଛାଡିଲେ ବିଧାୟକ ପ୍ରାର୍ଥୀ; ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଇସ୍ତଫା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ବିଜେପିକୁ ଝଟକା । ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଶ୍ୱରଞ୍ଜନ ବରୀରୁ ବିଜେପିର…