CHARIDHAM
Browsing Category

Featured

ଇଞ୍ଜେକ୍ଟର୍ ଗନରେ ଦିଆଯିବ ପ୍ରଥମ ଡିଏନଏ୍ ଭାକସିନ୍, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ଡିଏନଏ୍ ଭାକସିନ୍ ତିଆରି କରିଥିବା ଭାରତ ଏବେ ବିନା ଛୁଞ୍ଚି ଯୁକ୍ତ ଟେକ୍ନୋଲୋଜିକୁ ଆପଣାଯାଇଛି । ଏହି ଟେକ୍ନୋଲୋଜି ୧୦ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହାକୁ ପୁଣିଥରେ ବ୍ୟବହାର କରାଯିବ…

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ନାମ ପଞ୍ଜୀକରଣ ଅବଧି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ନାମ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ…

ନବରାତ୍ରିରେ ଘରେ ସୁଖ-ସମୃଦ୍ଧି ପାଇଁ ଆଣନ୍ତୁ ଏହି ୬ଟି ଗଛ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଚି ନବରାତ୍ର । ଏହି ୯ ଦିନ ମା' ଦୁର୍ଗାଙ୍କର ପୂଜାର୍ଚ୍ଚନା ଖୁବ୍ ଧୁମଧାମ୍ ରେ କରାଯିବ । ସବୁ ପ୍ରକାର ବିଧି ବିଧାନ ଅନୁସାରେ ମା' ଙ୍କ ଆରାଧନା କରାଯିବ ।…

ପୁଣି ଥରେ ୟୁପି ଦଖଲ କରିବ ବିଜେପି, ମାତ୍ର କମିପାରେ ଆସନ: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନରେ ଲାଗି ପଡ଼ିଛନ୍ତି । ତେବେ ୟୁପି ଦଖଲ ନେଇ ବିଜେପି, କଂଗ୍ରେସ, ସମାଜବାଦୀ…

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ, ଭିଜିଲାନ୍ସ ଜାଲରେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଯୁବ ଡାକ୍ତର । ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ଡାକ୍ତର । ଉକ୍ତ ଡାକ୍ତର ଜଣଙ୍କ…

ହସ୍ପିଟାଲର ସବୁ ୱାର୍ଡରେ ସିସିଟିଭି ଲଗାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ, ହସ୍ପିଟାଲ କୌଣସି ପୋଲିସ ଷ୍ଟେସନ୍ ନୁହେଁ । ଏଥିସହିତ ଦେଶର ସବୁ ହସ୍ପିଟାଲର ପ୍ରତିଟି ୱାର୍ଡରେ ସିସିଟିଭି ଲଗାଇବାକୁ ଅନୁମତି ଦେଇପାରିବେ ନାହିଁ । କାରଣ…

ଲଖିମପୁର ହିଂସା: ଆଶିଷ ମିଶ୍ରାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କଲା କ୍ରାଇମବ୍ରାଞ୍ଚ, ହାଜର ହେବେ ନା ଲୁଚକାଳି ଖେଳିବେ?

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଦ୍ୱିତୀୟ ଥର ପାଇଁ ସମନ ଜାରି କଲା କ୍ରାଇମବ୍ରାଞ୍ଚ । ଗତକାଲି ହାଜର ହେବା ନେଇ ନୋଟିସ୍…

ଫିଲ୍ମ ‘ଫ୍ରେଡି’ରେ ଦେଖିବାକୁ ମିଳିବ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଚମତ୍କାର ଟ୍ରାନ୍ସଫର୍ମେସନ୍‌ , ୧୪ କେ.ଜି. ଓଜନ ବଢାଇଲେ ଅଭିନେତା

ମୁମ୍ବାଇ (ଭାସ୍କର ନ୍ୟୁଜ୍): କାର୍ତ୍ତିକ ଆର୍ଯ୍ୟନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଫ୍ରେଡି’ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସେ ନିୟମିତ ଭାବେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ତାଙ୍କ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌…

୧୦ରେ ଆସୁଛି ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଅକ୍ଟୋବର ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବି । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ପଶ୍ଚିମ…

ପୂଜା ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତାକାଲିଠୁ ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ରହି ସ୍କୁଲ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ଠାରୁ ସ୍କୁଲରେ ଦଶହରା ଛୁଟି ଆରମ୍ଭ ହେବ ଓ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ…