Browsing Category

Featured

ଏଣିକି SHGଙ୍କୁ ବିନା ଗ୍ୟାରେଣ୍ଟିରେ ଦିଆଯିବ ୨୦ ଲକ୍ଷ Loan, RBIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ସେଲ୍ଫ ହେଲପ୍ ଗ୍ରୁପ (ଏସଏଚଜି)ଙ୍କୁ ୨୦ ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ୍ ପ୍ରଦାନ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ରାଜ୍ୟରୁ ପୁଣି ୬୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ପାକିସ୍ତାନରେ ୮ ବର୍ଷର ହିନ୍ଦୁ ବାଳକକୁ ଦିଆଯାଇପାରେ ଫାଶୀଦଣ୍ଡ, ଏହା ହେଉଛି କାରଣ

ଇସଲାମାବାଦ: ପାକିସ୍ତାନର ଜଣେ ୮ ବର୍ଷର ହିନ୍ଦୁ ବାଳକକୁ ମୃତ୍ୟୁଦଣ୍ଡର ସାମ୍ନାକୁ କରିବାକୁ ପଡିପାରେ । ତେବେ ଇର୍ଶାନିନ୍ଦା ଅଧୀନରେ ବାଳକ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ଦୋଷୀଙ୍କୁ ସଜା-ଏ-ମୌତ୍ ବା…

ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ଆଜି ୧୦୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ

କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଟେକନିକାଲ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

୭୯ଟି ଗାଁରେ ଜିକା ଭାଇରସର ଆତଙ୍କ, ଜାଣନ୍ତୁ କିପରି ବ୍ୟାପୁଛି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ବିପଦ ପରେ ଏବେ ଜିକା ଭାଇରସର ଆତଙ୍କ ଦେଖାଦେଇଛି । ପୁଣେ ଜିଲ୍ଲାର ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ୭୯ଟି ଗାଁରେ ଏହି ଜିକା…

୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…

ଚୋରକୁ ଧରିପାରିଲାନି ପୋଲିସ, ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ତୁଳସୀପୁର ବଜାରରୁ ଜଣେ ଯୁବକ ଗତ ୩ ଦିନ ତଳେ ଶାବଳ ଦ୍ୱାରା ରଡ, ସିମେଣ୍ଟ ଦୋକାନ କାନ୍ଥ ତାଡି ୧୫ ହଜାର ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରାଇ ନେଇଥିବା ଫାଣ୍ଡିରେ ଅଭିଯୋଗ…

ରାଶିଫଳ(ମଙ୍ଗଳବାର,୧୦ ଅଗଷ୍ଟ,,୨୦୨୧)

ମେଷ - ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ବ ବୃଦ୍ଧି ହେବ,…

ପ୍ରଥମ ଟେଷ୍ଟ ଫର୍ମୁଲା ଜାରି ରଖିବାକୁ କୋହଲିଙ୍କ ଯୋଜନା; ଲର୍ଡ୍ସ ଟେଷ୍ଟରେ ପୁଣି ଉଭୟ ଦଳ ମଧ୍ୟରେ ହେବ ଜୋରଦାର ଲଢ଼େଇ

ଲଣ୍ଡନ (ଭାସ୍କର ନ୍ୟୁଜ୍): ନଟିଂହାମର ଟେଣ୍ଟବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବା ସହିତ ବିନା ଫଇସଲାରେ ସମାପ୍ତ ହେଇଥିଲା । ବର୍ଷା ଯୋଗୁ ପଞ୍ଚମ ଦିନ ଖେଳ ସମ୍ପୂର୍ଣ୍ଣ…