Browsing Category
Featured
ଚିନ୍ତା ବଢ଼ାଉଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୯୦ ପଜିଟିଭ ଚିହ୍ନଟ,୧୩୯ ସୁସ୍ଥ
ଭୁବନେଶ୍ୱର,୨୨।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
ପତଞ୍ଜଳି ଯୋଗପୀଠରେ ପଶିଲା କରୋନା: ୮୩ ପଜିଟିଭ୍, ବାବା ରାମଦେବଙ୍କର ହୋଇପାରେ ଟେଷ୍ଟ
ହରିଦ୍ୱାର,୨୨ ।୪: ଉତ୍ତରାଖଣ୍ଡରେ କରୋନାର ଦ୍ୱିତୀୟ ଲହରୀ ବଢି ବଢି ଚାଲିଛି । ଏବେ କରୋନା ପତଞ୍ଜଳି ଯୋଗପୀଠରେ ବି ପ୍ରବେଶ କରିଛି । ହରିଦ୍ୱାର ସ୍ଥିତ ପତଞ୍ଜଳିରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ…
ଏପ୍ରିଲ୍ ୨୮ରୁ କୋଭିଡ୍ ଟିକାକରଣ ପାଇଁ ନାମ ପଞ୍ଜିକରଣ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ଟିକାକରଣ ପାଇଁ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ୍ ୨୮ରୁ ନାମ ପଞ୍ଜିକରଣ ହୋଇ ପାରିବ ବୋଲି ମୋଦି କହିଛନ୍ତି । ପ୍ରଥମେ ଏହା ଏପ୍ରିଲ ୨୪ ରେ ହେବା ନେଇ…
କାଲି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରିବେ ଆଲୋଚନା
ନୂଆ ଦିଲ୍ଲୀ,୨୨/୦୪: ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିିଭିନ୍ନ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ରାଜ୍ୟମାନେ କେନ୍ଦ୍ରକୁ…
CRRR ର ୬ ଶହ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : CRRR କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । କ୍ୟାପିଟାଲ ରିଜିଆନ୍ ରିଙ୍ଗ୍ ରୋଡକୁ ମଞ୍ଜୁାରୀ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ସହରକୁ ସଂଯୋଗ କରିବ ଏହି କ୍ୟାପିଟାଲ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମ ବଙ୍ଗ ଗସ୍ତ ବାତିଲ
ନୂଆ ଦିଲ୍ଲୀ, ୨୨/୦୪: ଦେଶରେ କୋଭିଡ-୧୯ର ଭୟାବହ ପରିସ୍ଥିତି କୁ ନେଇ ଆସନ୍ତା କାଲି ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ଯେଉଁଥିରେ ସେ କୋଭିଡ ସ୍ଥିତି ବିଷୟରେ ସମୀକ୍ଷା କରିବେ । ଫଳରେ ସେ ଏପ୍ରିଲ ୨୩ ରେ…
କୋଭିଡ୍ ରୋଗୀଙ୍କ ଲାଗି ୫୦ ପ୍ରତିଶତ ବେଡ୍ ସଂରକ୍ଷଣ
ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ରୋଗୀଙ୍କ ଲାଗି ୫୦ ପ୍ରତିଶତ ବେଡ୍ ସଂରକ୍ଷଣ । ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ କରୋନା ରୋଗୀଙ୍କ ଲାଗି ବେଡ୍ ସଂରକ୍ଷଣ । ସାଧାଣରଣ ବେଡ୍ ସହ ଭେଣ୍ଟିଲେଟର ଓ ଆଇସିୟୁ…
ଭୁବନେଶ୍ୱରରେ ସ୍ଥାନାନ୍ତରିତ ହେବ ହାଟ
ଭୁବନେଶ୍ୱର,୨୨/୦୪: ସାରାଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଦିନକରେ ୬୦୦୦ରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସୁଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା…
ଝରାଫୁଲ ମୃତ୍ୟୁ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ; ଦେଖନ୍ତୁ ଆମର ସ୍ୱତନ୍ତ୍ର ରିପୋର୍ଟ
https://youtu.be/r7FeFenrJqg
କୋଭିଡ୍ ମୁକାବିଲାରେ ଲାଗିବ ଆଲିଆ ଓ ଅକ୍ଷୟଙ୍କ ଭ୍ୟାନିଟି ଭ୍ୟାନ
ମୁମ୍ବାଇ ୨୨ ।୪ (ଓଡିଶା ଭାସ୍କର) : ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା। କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏନେଇ ସେଠାରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। କୋଭିଡ୍ ମୁକାବିଲାରେ ଲାଗିବ…