Browsing Category
Featured
ଆମେରିକୀୟ ଡ୍ରୋନ ଆକ୍ରମଣରେ ମରିଛନ୍ତି ନୀରିହ ନାଗରିକ; ନିନ୍ଦା କଲା ତାଲିବାନ
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ଡ୍ରୋନ ଆକ୍ରମଣକୁ କଡା ନିନ୍ଦା କରିଛି ତାଲିବାନ । ଆମେରିକୀୟ ଆକ୍ରମଣରେ ସାଧାରଣ ନୀରିହ ଲୋକ ପ୍ରାଣ ହରାଇଛନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ରବିବାର…
ଏହି ତାରିଖରେ ଦେଶରେ ହେବ ଚକା ଜାମ୍; ଡାକରା ଦେଲେ ଚାଷୀ ସଙ୍ଗଠନ
ନୂଆଦିଲ୍ଲୀ : ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା…
କାର-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ସାଲେପୁର (ଭାସ୍କର ନ୍ୟୁଜ୍): କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁ ଘଟିଛି । ପଛରେ…
ବାଇକ୍ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ : ୨୫ କେଜ ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ
ଦାରିଙ୍ଗବାଡ଼ି (ଭାସ୍କର ନ୍ୟୁଜ୍): ଏକ ବାଇକ୍ରେ ୨୫ କିଲେରୁ ଅଧିକ ଓଜନର ଗଞ୍ଜେଇକୁ ବ୍ରହ୍ମପୁର ଚୋରାଚାଲାଣ ବେଳେ ଯୁବକଙ୍କୁ ଧରିଲା ଦାରିଙ୍ଗବାଡ଼ି ପୋଲିସ। ଗଞ୍ଜେଇ ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତ ଅଜିତ…
ମା’ କିଣୁଥିଲା ରାସନ; ଟଙ୍କା ବଦଳରେ ଝିଅକୁ ଦୁଷ୍କର୍ମ କରୁଥିଲା ଦୋକାନୀ
ନୂଆଦିଲ୍ଲୀ: କର୍ଣ୍ଣାଟକର ମହୀଶୂର ଗଣ ଦୁଷ୍କର୍ମ ମାମଲା ଲୋକଙ୍କ ମନରୁ ଲିଭିନଥିବା ବେଳେ ଚେନ୍ନାଇରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ମହିଳା ରାସନ ସାମଗ୍ରୀ ଆଣୁଥିବା ଦୋକାନୀକୁ ନିଜ ଝିଅକୁ ଦୁଷ୍କର୍ମ…
ସ୍ତ୍ରୀ ପାଇଁ…. ଥାନାରେ ନିଆଁ ଲଗାଇଦେଲା ଯୁବକ; ହେଲେ କାହିଁକି
ନୂଆଦିଲ୍ଲୀ: ସ୍ତ୍ରୀ ପାଇଁ ଥାନାରେ ନିଆଁ ଲଗାଇ ଦେଇଛି ଯୁବକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜୁରାତର ରାଜକୋଟ ସ୍ଥିତ ଗାନ୍ଧୀଗ୍ରାମ ଥାନାରେ । ପତ୍ନୀର ନିର୍ଯାତନାରେ ଅତିଷ୍ଠ ହୋଇ ଯୁବକ ଜଣକ ଏଭଳି ପଦକ୍ଷେପ ଗ୍ରହଣ…
ଚା’ କପ୍ ରେ ଦରରେ ମିଳୁଛି ଟମାଟୋ, ଏହି ରାଜ୍ୟ ମାନଙ୍କରେ ରହିଛି ଏତିକି ଟଙ୍କା
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଟମାଟୋ ଦର ଖୁବ୍ ହ୍ରାସ ପାଇଛି । ଗତବର୍ଷ ତୁଳନାରେ ଟମାଟୋର ଦାମ୍ ପ୍ରକୃତ ଦାମ୍ ଠାରୁ ୫୦ ପ୍ରତିଶତ ହ୍ରାସ ପାଇଛି । ଦେଶର ୩୧ଟି ଟମାଟୋ ଉତ୍ପାଦକ ରାଜ୍ୟରେ ଟମାଟୋର ଦାମ୍ ଚା' କପ୍…
ଓଡ଼ିଆ ଡାକ୍ତରଙ୍କୁ ଜାତୀୟ ବୀର ସମ୍ମାନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଡାକ୍ତର କାର୍ତ୍ତିକେଶ୍ୱର ଜେନାଙ୍କୁ ଜାତୀୟ ବୀର ସମ୍ମାନରେ ସମ୍ମାନିତ କରାଯାଇଛି । କରୋନା କାଳରେ ଅପୂର୍ବ ବୀରତ୍ୱର ନିଦର୍ଶନ ଦେଖାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସମ୍ମାନ…
ଜାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଜେରା, ୫ଘଣ୍ଟା ଧରି ପଚରଉଚରା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ଙ୍କୁ ଇଡିର ଜେରା । ତାଙ୍କୁ ଦିଲ୍ଲୀରେ ୫ଘଣ୍ଟା ଧରି ପଚରଉଚରା କରାଯାଇଛି । ମନି ଲଣ୍ଡ୍ରିଂ ମାମଲରେ ଇଡି ତାଙ୍କୁ ପଚରାଉଚରା ଚଳାଇଛି । ତାଙ୍କୁ ଦିଲ୍ଲୀରେ ମନି…