Browsing Category

Featured

ଆଇପିଏସଙ୍କୁ ମୋଦୀ ପଚାରିଲେ ମଜାଳିଆ ପ୍ରଶ୍ନ, ଭିଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଡେଣ୍ଟିଷ୍ଟରୁ ଆଇପିଏସ୍ ବନିଥିବା ପବଜୋତ୍ ସିମି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ସମ୍ପ୍ରତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି…

ହ୍ୱାଟସଆପର ନୂଆ ଫିଚର୍; ଥରେ ଦେଖିବା ପରେ ଡିଲିଟ୍ ହୋଇଯିବ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପ୍ରକୃତରେ ହ୍ୱାଟସଆପ୍ ନିଜର ୟୁଜର୍ ମାନଙ୍କ ପାଇଁ ଏକ ଭିୟୁ ୱାନସ୍(View Once) ନୂଆ…

ମାଇଗ୍ରେନରେ ପୀଡିତ ଲୋକମାନେ ଏପରି ଖାଦ୍ୟ ଓ ପାନୀୟଠାରୁ ଦୂରେଇ ଯାଅ, ନଚେତ୍

ମାଇଗ୍ରେନ୍ ଏପରି ଏକ ସମସ୍ୟା, ଯେଉଁଥିରେ ଅନେକ ଲୋକ ଶିକାର ହେଉଛନ୍ତି । ମାଇଗ୍ରେନ୍ ଅସହ୍ୟ, ଯାହାକୁ ସାମ୍ନା କରିବା ଅତ୍ୟନ୍ତ କଷ୍ଟକର । ଅତ୍ୟଧିକ ଚାପ, ନିଦର ଅଭାବ କିମ୍ବା ଚିନ୍ତା ଯୋଗୁଁ ମାଇଗ୍ରେନ୍ ମଧ୍ୟ ହୋଇପାରେ…

ପ୍ରଶାନ୍ତ କିଶୋର ଦେଲେ ଇସ୍ତଫା, ଜାଣନ୍ତୁ କେଉଁ ପଦବୀରୁ ଓହରିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ନିର୍ବାଚନ ରଣନୀତିରେ ଅଭିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କ୍ୟାପ୍ଟେନ୍ ସିଂହଙ୍କୁ…

ଦୁଇଟି ଡୋଜ୍ ଟିକା ନନେଲେ ମିଳିବନି ଦରମା! ସରକାର ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରୀ କରୁଛନ୍ତି ଆଉ ଦୁଇଟି ଡୋଜ୍ ଟିକା ନେଇନାହାନ୍ତି ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନେ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିନାହାନ୍ତି, ହରିୟାଣା ସରକାର…

୧୬ରେ ଭୁବନେଶ୍ୱର ଆସିବ ପୁରୁଷ ହକି ଟିମ୍, କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ…

ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚିଲା ପେଗାସସ୍ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର…

ସରୋଗେସି ମଦର କେମିତି ହୁଅନ୍ତି? ଭ୍ରାନ୍ତ ଧାରଣା ଓ ସତ ବିଷୟରେ ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ସରୋଗେଟ୍ ମଦର ବା ଜେଷ୍ଟସନଲ୍ କେରିଅର୍ ଭଳି ବିକଳ୍ପ ପନ୍ଥାକୁ ଦମ୍ପତି କାହିଁକି ପସନ୍ଦ କରନ୍ତି? କେବଳ ବନ୍ଧ୍ୟାଦୋଷ ଏହାର ଏକମାତ୍ର କାରଣ ନୁହେଁ । ବରଂ ଅନ୍ୟାନ୍ୟ ରୋଗର ଶିକାର ହୋଇଥିବା…

ଅନାଥ ପିଲାଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଫ୍ରୀ ସ୍ୱାସ୍ଥ୍ୟ ବୀମା, ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ ଆଖି ଆଗରେ ରଖି ମୋଦୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟରେ ଯେଉଁ ପିଲାମାନଙ୍କର ବାପା ମାଆ ପ୍ରାଣ ହରାଇଛନ୍ତି ଯେ,…

ବ୍ୟକ୍ତିର ମୃତ୍ୟୁ ପରେ ତାର ଆଧାର ନମ୍ବର ସହ କ’ଣ ହୁଏ? ଜାଣନ୍ତୁ ସରକାରଙ୍କ ଉତ୍ତର

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…