fbpx
Browsing Category

Featured

ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲଙ୍କିଙ୍କ ପରଲୋକ

ନୂଆଦିଲ୍ଲୀ,୯ା୧: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କିଙ୍କ…

ଆସନ୍ତା ୧୧ରେ ହେବ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, ୯ା୧: କରୋନା ଟିକାକରଣକୁ ନେଇ ରାଜ୍ୟମାନଙ୍କର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏଥିପାଇଁ ଆସନ୍ତା ୧୧ ତାରିଖ ଅପରାହ୍ଣ ୪ଟା ସମୟ ସ୍ଥିର କରାଯାଇଛି । କୋଭିସିଲଡ…

ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଆଜି

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ ଆଜି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି ।…

ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତକ ଶିଶୁ ମୃତ

ଭଣ୍ଡାରା, ୯ା୧: ମହାରାଷ୍ଟ୍ରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ମହାରାଷ୍ଟ୍ରରେ ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତକ ଶିଶୁଙ୍କ ମୃତ୍ୟୁ ଘଟିଛି । ନବଜାତ କେୟାର ୟୁନିଟରେ ଗତକାଲି ରାତି ୨ଟାରେ ଏହି…

ଭୟାବହ ଅଗ୍ନିକାଣ୍ଡ: ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦବାଲି, ୯ା୧ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ସୂଚନା…

ରାଶିଫଳ (ଶନିବାର, ୯ ଜାନୁଆରୀ ୨୦୨୧)

ମେଷ -ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ବୃଷ…

ଜାଣନ୍ତୁ, କାହିଁକି ଜବ୍ କରିଥିବା ଯୁବତୀଙ୍କୁ ପସନ୍ଦ କରନ୍ତି ଯୁବକ

ଅଧିକାଂଶ ଯୁବକ ଜବ୍ କରିଥିବା ଯୁବତୀଙ୍କୁ ନିଜ ଲାଇଫ୍ ପାର୍ଟନର କରିବାକୁ ପସନ୍ଦ କରନ୍ତି । ବର୍ତ୍ତମାନ ସମୟର ଟ୍ରେଣ୍ଡ୍ ବଦଳିଯାଇଛି । ସୁନ୍ଦର, ଶୁଶିଳ ଏବଂ ଘରୋଇ କାର୍ଯ୍ୟ କରୁଥିବା ଯୁବତୀଙ୍କ ଅପେକ୍ଷା ଚାକିରି…

ପରୀ ମାମଲା: ୧୩ରେ ବ୍ରେନ୍ ମ୍ୟାପିଂ ଶୁଣାଣି

ନୟାଗଡ,୮ ।୧: ନୟାଗଡର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆସିଛି ଆଉ ଏକ ଖବର । ଏହି ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଛି । ଜାନୁଆରୀ ୧୩ରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ…