fbpx
Browsing Category

Featured

୨ ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ

ନୟାଗଡ,୨୩ ।୧୨(ଓଡିଶା ଭାସ୍କର): ନୟାଗଡ ଜିଲ୍ଲାର ୨ ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଖଣ୍ଡପଡା ତହସିଲ କିରାଣି ଦିଗମ୍ବର ମହାନ୍ତି ଓ ସଦର ବ୍ଲକ ଖୁଣ୍ଟୁବନ୍ଧ ପିଇଓ ମନୋରମା ଜେନାଙ୍କୁ ନିଲମ୍ବନ…

ଝାଡଖଣ୍ଡ ଜନାଦେଶରେ ବିଜେପିକୁ ଝଟକା

ରାଞ୍ଚି,୨୩ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଜେଏମଏମ ଓ କଂଗ୍ରେସର ଗଠବନ୍ଧନ ଆଗରେ ରହିଛି । ଏହି ଗଠବନ୍ଧନ ୪୫ଟି ଆସନରେ ଆଗୁଆ…

୧୨ ଘଣ୍ଟିଆ ବଙ୍ଗମୁଣ୍ଡା ବନ୍ଦ

କଣ୍ଡାବାଞ୍ଜି,୨୩ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ବଙ୍ଗମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବଙ୍ଗମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବଙ୍ଗମୁଣ୍ଡାକୁ ଏନଏସି…

ଦିଲ୍ଲୀରେ ଅଗ୍ନିକାଣ୍ଡ, ୯ ମୃତ

ନୂଆଦିଲ୍ଲୀ,୨୩ ।୧୨: ରାଜଧାନୀ ଦିଲ୍ଲୀର କିରାଡୀ ଅଞ୍ଚଳର ଏକ ବିଲ୍ଡିିଙ୍ଗରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । କିରାଡୀ ଭିତରେ ଥିବା ଚାରି ମହଲା ବିଲ୍ଡିିଙ୍ଗରେ ହଠାତ୍ ନିଆଁ ଲାଗିବାରୁ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।…

ଭାରତର ଦମଦାର ବିଜୟ

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ । ବାରବାଟୀରେ ଦିନିକିଆ ସହ ସିରିଜ ପୋଛି ନେଇଛି…

ବାପାକୁ ମାରି ପୁଅର ଆତ୍ମହତ୍ୟା

ନୂଆପଡା,୨୨ ।୧୨(ଓଡିଶା ଭାସ୍କର): ନୂଆପଡା କୋମନା ଥାନା ଗାତିବେଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜର ଜନ୍ମକଲା ବାପାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ପୁଅ । କୌଣସି…

ସନଥ ଜୟସୁରିୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨ ।୧୨(ଓଡିଶା ଭାସ୍କର): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ବା ନିର୍ଣ୍ଣାୟକ ମ୍ୟାଚ ଆଜି କଟକ ବାରବାଟୀରେ ଖେଳାଯାଉଛି । ବାରବାଟୀରେ ୨୨ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା । ଗୋଟିଏ…

ନିଆଁରେ ୨ ଶିଶୁ ଜୀବନ୍ତ ଦଗ୍ଧ

ନବରଙ୍ଗପୁର,୨୨ ।୧୨(ଓଡିଶା ଭାସ୍କର): ନବରଙ୍ଗପୁର ଝରିଗାଁ ମଇନାପଦ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାନ ଖଳାରେ ନିଆଁ ଲାଗିବା କାରଣରୁ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ଶିଶୁ ହେଉଛନ୍ତି…

ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋକସରା,୨୨ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଓଏଚପିସିର ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଏମଙ୍କ ନାମ  ନାରାୟଣ ପ୍ରସାଦ ମେହେର ହୋଇଥିବା ବେଳେ ମୁଖିଗୁଡାର ଏକ ମୋବାଇଲ ଟାୱାର ତଳୁ…