fbpx
Browsing Category

Featured

ଝିଅ ହୋଇ ବ୍ୟବସାୟୀଙ୍କ ସହ କଲେ ରୋମାନ୍ସ, ୩ ବର୍ଷରେ ଉଡାଇଦେଲେ ୫୦ ଲକ୍ଷ ଟଙ୍କା

ରାଜସ୍ଥାନ ଯୋଧପୁରରେ ସୋସିଆଲ ମିଡିଆକୁ ନେଇ ବିଚିତ୍ର ଖେଳ ଦେଖିବାକୁ ମିଳିଛି । ସେଠାରେ ‘ସଞ୍ଜନା’ ନାମରେ ଝିଅ ଆକାଉଣ୍ଟ ଖୋଲି ଜଣେ ବ୍ୟବସାୟୀଙ୍କୁ ଫସାଇ ଟଙ୍କା ଲୁଟିବାର ଅଭିଯୋଗ ହୋଇଛି । ଝିଅ ସ୍ୱରରେ କଥା ହୋଇ…

ଏନଆରସିକୁ ସମର୍ଥନ କରିବନି ବିଜେଡ଼ି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଏନଆରସିକୁ ବିଜେଡ଼ି ସମର୍ଥନ କରିବନି ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଆରସି ସହ ସିଏଏ(ନାଗରିକତା…

ଜଳସାଥୀ ଆପର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଅଡ଼ିଟୋରିଅମରେ ଜଳସାଥୀର ଆଜି ଶୁଭାରମ୍ଭ କରାଯାଇଛି । ଜଳସାଥୀ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଜଳ କର ଆଦାୟ ଏସଏଚଜି ମହିଳା…

ନାଗରିକତା ସଂଶୋଧନ ଆଇନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୮ା୧୨: ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ଦେଶର କେତେକ ସ୍ଥାନରେ ବିକ୍ଷୋଭ ସହ ହିଂସାକାଣ୍ଡ ମଧ୍ୟ ଦେଖା ଦେଇଛି । ଏହାରି ମଧ୍ୟରେ ଆଜି ସେହି ଆଇନକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କରାଯାଇଛି ।…

କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ ହେଲେ ୩ପୋଲିସ କର୍ମଚାରୀ

ବାଲେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ୩ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସେହି ୩ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବାଲେଶ୍ୱର ଏସପି । କର୍ମଦା…

ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି, ୧୮ା୧୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର କୋଠାର ଶିଳାନ୍ୟାସ ହୋଇଛି । ଏହାକୁ ଶିଳାନ୍ୟାସ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଉନ୍ନୟନ କମିସନର…