fbpx
Browsing Category

Featured

ସଙ୍କଟରେ ମଧ୍ୟପ୍ରଦେଶର କମଲନାଥ ସରକାର

ଭୋପାଳ, ୧୦ା୩: ମଧ୍ୟପ୍ରଦେଶ ସରକାରରେ ସଙ୍କଟ ଦେଖାଦେଇଛି । ଗାଦି ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରୟାସ କରୁଛନ୍ତି । କାରଣ ମଧ୍ୟରାତ୍ରିରେ କମଲନାଥଙ୍କ ବାସଭବନରେ ଏକ ବୈଠକ ପରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ…

କଟକ ଗସ୍ତରେ 5T ସଚିବ

କଟକ, ୧୦/୩(ଓଡିଶା ଭାସ୍କର): କଟକ ଗସ୍ତରେ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ପହଂଚି SCB ପାଇଁ ଜମି ଅଧିଗ୍ରହଣ ଓ ମହାନଦୀ ପଠା ବୁଲି ଦେଖିଛନ୍ତି। ଏହାସହ ବାଦାମବାଡ଼ି ବସଷ୍ଟାଣ୍ଟର…

ଏସସିବିରେ ଦୁଇ କରୋନା ରୋଗୀ ସନ୍ଦିଗ୍ଧ

କଟକ, ୯ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଏସସିବି ମେଡ଼ିକାଲରେ ପୁଣି ଦୁଇ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କ ସ୍ୱାବ…

ସିଲ୍ ହେଲା ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ, ୨୨ ଦିନ ପୂର୍ବରୁ ହୋଇଥିଲା ଶୁଭାରମ୍ଭ

ହରିୟାଣା,୯ ।୩: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ‘ହି ମ୍ୟାନ୍’କୁ ସିଲ୍ କରିଛି କର୍ଣ୍ଣଲ ମ୍ୟୁନିସିପାଲିଟି କର୍ପୋରେସନ । ବେଆଇନ୍ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ନଗର ନିଗମ…

ଆସନ୍ତାକାଲି ଅପରାହ୍ନ ୨ଟା ଯାଏଁ ବନ୍ଦ ରହିବ ମୋ ବସ୍ ସେବା

ଭୁବନେଶ୍ୱର, ୯ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ହୋଲି ଯୋଗୁଁ ଆସନ୍ତାକାଲି ମୋ ବସ୍ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅପରାହ୍ନ…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ବିନୟର ଆବେଦନ

ନୂଆଦିଲ୍ଳୀ, ୯ା୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆସନ୍ତା ମାର୍ଚ୍ଚ ୨୦ରେ ଚାରି ଦୋଷୀଙ୍କୁ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ ସରିଛି । ଏହାରିମଧ୍ୟରେ ଆଜି ଚାରୀ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ମୃତ୍ୟୁ ଦଣ୍ଡ ରଦ୍ଦ…

ଭୁଲ୍ ସିଗନାଲ ଦେଇଥିବା ଷ୍ଟେସନ ମାଷ୍ଟର ନିଲମ୍ବିତ

ସୁନ୍ଦରଗଡ଼, ୯ା୩(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଟ୍ରେନ ନ ଅଟକିବା ଘଟଣାରେ ଷ୍ଟେସନ ମାଷ୍ଟର ଆଜି ନିଳମ୍ବିତ ହୋଇଥିବା ସୂଚନା ମିଳିଛି । ଭୁଲ ସିଗନାଲ ଦେଖେଇଥିବା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ…

ବିଦେଶୀ ପତିଙ୍କ ଦେଶୀ ହରକତ୍: ସମସ୍ତଙ୍କ ସାମ୍ନାରେ ନିକ୍ କଲେ ଏପରି କାର୍ଯ୍ୟ, ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୯ ।୩: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ମସହୂର ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୋଲି ପାଳନ କରିବାକୁ ଭାରତ ଆସିଛନ୍ତି । ସ୍ୱାମୀ ବା ଆମେରିକୀୟ ପପ୍ ଷ୍ଟାର ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ହୋଲି ଉତ୍ସବ…