Browsing Category

Featured

ଦେଶରେ ଦିନକରେ ୧୩୭ ମୃତ, ୧୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୫୫୬କୁ ବୃଦ୍ଧି…

କୁହୁଡ଼ି ଅନ୍ଧାରରେ ରକ୍ତର ହୋଲି: ଡମ୍ପର ଚଢ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ, ୧୯ା୧: ଶୀତୁଆ କୁହୁଡ଼ି ସକାଶେ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଫୁଟପାଥରେ ଶୋଇଥିବା ସମୟରେ ଏକ ଧମ୍ପରଟି ଚଢ଼ିଯିବା ଦ୍ୱାରା ଏହି ଅଘଟଣ ଘଟିଛି । ତେବେ ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି ।…

ରାଶିଫଳ (ମଙ୍ଗଳବାର, ୧୯ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ଟିକାକରଣ

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣର ଦ୍ୱିତୀୟ ଦିନ । ରାଜ୍ୟରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୯୪.୫% ହିତାଧିକାରୀଙ୍କ ଟିକାଦାନ ହୋଇଥିବା ସୂଚନା ମିଳିଛି । ୩୭୫ଟି କେନ୍ଦ୍ରରେ…

ଓଡିଆ ଅଫିସର ହେବେ ସେନା ଉପମୁଖ୍ୟ

ନୂଆଦିଲ୍ଲୀ,୧୮ ।୧: ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ ଦାୟିତ୍ୱ । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ…

ଲୁଟେରି ଦୁଲହନ୍ ! ବାହାହେବା ପୂର୍ବରୁ ବରକୁ ଲୁଟି ଚମ୍ପଟ ମାରିଲା କନିଆ, ଚାଲିଥିଲା ‘ବାବୁ’, ‘ସୋନା’,…

ଲକ୍ଷ୍ନୌ,୧୮ ।୧: ସାଧାରଣତଃ ପୁଅମାନେ ଝିଅମାନଙ୍କୁ ଠକି ବିବାହ ପରେ ଟଙ୍କା ଓ ସୁନା ନେଇ ଫେରାର୍ ମାରିବା ଘଟଣା ତ ଆପଣମାନେ ବହୁତ ଶୁଣିଥିଲେ । କିନ୍ତୁ କୌଣସି ଝିଅ ନିଜ ବରକୁ ଲୁଟିଥିବା ଘଟଣା ବହୁତ କମ୍ ଘଟିଥିବ ।…

ଲାଞ୍ଚ ନେଇ ମହିଳା ପ୍ରିନ୍ସପାଲ ଗିରଫ

କଣ୍ଟାବାଞ୍ଜି,୧୮ ।୧(ଓଡିଶା ଭାସ୍କର): ଟଙ୍କା ଲାଞ୍ଚ ନେଇ କଲେଜ ପ୍ରିନ୍ସପାଲ ଗିରଫ । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ମିନତୀ ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ ।…

ଅଜଣା ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ପୂର୍ବରୁ ଏହି ଦିଗ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନ ସମୟରେ ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ବେଆଇନ ଭାବେ ଗ୍ରହଣ କରାଯାଏ । ମାତ୍ର ଯୁଗ ବଦଳିବା ସହିତ ଆଇନକୁ ଆଜିକାଲି କେହି ମାନିବାକୁ ନାରାଜ । ଆଜିର…