CHARIDHAM
Browsing Category

Featured

ଗୋଟିଏ ବାଇକରେ ଯାତ୍ରା କରୁଥିଲେ ୭ ଜଣ: ହାତଯୋଡ଼ି ଅନୁରୋଧ କଲେ ପୋଲିସବାବୁ

ପାଟନା, ୯ା୧: ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ତେବେ ସେହିପରି ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗୋଟିଏ ବାଇକରେ ୭ ଜଣ ଯାତ୍ରା କରୁଥିବା ଭିଡିଓକୁ…

୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧିଲେ ଯୁବତୀ, ରେକର୍ଡ କରିବା ପରେ ମିଳିଲା ଏହି ପୁରସ୍କାର

ଯଦି ଆପଣଙ୍କୁ ପଚରାଯାଏ କି ଗୋଟିଏ ଡ୍ରେସକୁ କେତେ ଦିନ ପର୍ଯ୍ୟନ୍ତ ପିନ୍ଧିପାରିବେ, ତେବେ ଆପଣଙ୍କ ଜବାବ ହେବ ୨ କି ୩ ଦିନ । କିନ୍ତୁ ଆପଣଙ୍କ ଜାଣନ୍ତି କି, ବୋଷ୍ଟନର ସାରା ରୋବିନ୍ସ ନାମକ ଜଣେ ଯୁବତୀ ଗୋଟିଏ ଡ୍ରେସକୁ…

ମହାପ୍ରଭୁଙ୍କ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କୋଭିଡ କଟକଣାକୁ ପାଳନ କରି କୋଭିଡ ରିପୋର୍ଟ ଦେଖାଇବା ପରେ ସେ…

ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଖାଇବା ଅନୁଚିତ, ଜାଣନ୍ତୁ କାହିଁକି

ଗର୍ଭବସ୍ଥାରେ ମହିଳାମାନେ ଖାଦପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିପ୍ରତି ସାମାନ୍ୟ ଅବହେଳା ଶିଶୁ ପ୍ରତି ପଡ଼ିଥାଏ । ଏହି ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ ପରିମାଣରେ ଖାଇବା…

ରାଜ୍ୟରେ ଆଜି ୨୦୬ ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ୱର,୯।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

୪ରୁ ୫ ଡିଗ୍ରୀ ତଳକୁ ଖସିବ ପାରଦ, ପୁଣି ବଢ଼ିବ ଶୀତ

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖ ପରଠାରୁ ପୁଣି ରାଜ୍ୟରେ ଶୀତ ଅନୁଭୂତ ହେବ । ତେବେ ଆଗାମୀ ୪ ଦିନ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ…

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ…