Browsing Category

Featured

ନିଜ ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ସ୍ୱଭାବ କିପରି ହୋଇଥାଏ!

ପିଲାଟିଏ ଜନ୍ମ ହେଲେ ତାର ରାଶି, ନକ୍ଷତ୍ର ଜଣା ପଡ଼ିଯାଇଥାଏ । ଭଗବାନଙ୍କ ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ମଣିଷ । ମଣିଷର ସ୍ୱଭାବ ଅନୁସାରେ ସେ ପୂବରୁ କେଉଁ ପ୍ରାଣୀ ଥିଲା ତାହା ମଧ୍ୟ ଜଣାପଡ଼ିଯାଇଥାଏ ବୋଲି ଜ୍ୟୋତିଷ…

ମେଣ୍ଢା ଉପରେ ବସି ମଜା ନେଉଥିଲା ଯୁବକ, ପରେ ସେ ଏପରି ନେଲା ପ୍ରତିଶୋଧ

ସୋସିଆଲ ମିଡିଆରେ ଗୋଟିଏ ମେଣ୍ଢାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ । ଭିଡିଓରେ ଜଣେ ଯୁବକ ମେଣ୍ଢା ଉପରେ ବସି ମଜା ନେଉଥିଲା । କିନ୍ତୁ ମେଣ୍ଢାଟି କିଛି ଭିନ୍ନ ଉପାୟରେ…

ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର,୨୦ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ଼ ଯୋଦ୍ଧା ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ…

ଅଚାନକ୍ ଉଡିବାକୁ ଲାଗିଲା ୫୦୦-୧୦୦୦ ଟଙ୍କିଆ ପୁରୁଣା ନୋଟ୍, ପୋଲିସ ବି କାବା

କେରଳର ପଲ୍ଲକଡରେ ଜଣେ ୮୦ ବର୍ଷୀୟ ବୃଦ୍ଧ ମହିଳାଙ୍କ ନିକଟରୁ ମିଳିଛି ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ । ୪ ବର୍ଷ ପୂର୍ବେ ବିମୁଦ୍ରିକରଣ ପରେ ଏହି ନୋଟକୁ ଅବୈଧ ଘୋଷଣା କରାଯାଇଥିଲା । କିନ୍ତୁ ପଲ୍ଲକଡରେ ଏକ ଖେଳ…

ଦାୟିତ୍ୱ ନେଲେ ଟ୍ୱିନସିଟିର ୨ନବ ନିଯୁକ୍ତ ଡିସିପି

ଭୁବନେଶ୍ୱର, ୨୦ା୭(ଓଡ଼ିଶା ଭାସ୍କର): ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ…