Browsing Category

Featured

ପୃଥିବୀ ନିକଟ ଦେଇ ଗତି କରିବ ବଡ଼ ବିପଦ, ଆଉ ବାକି ରହିଲା କିଛି ସମୟ..

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ…

ହଜାରେ ଟପିଲା ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗଞ୍ଜାମ, ୨୪ା୬(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି । ଏବେ ଗଞ୍ଜାମରେ…

ଦେଶରେ ୨୪ଘଣ୍ଟାରେ ୪୬୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬: ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା…

ରାଜ୍ୟରେ ୧୭ଜିଲ୍ଲାରୁ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ…

ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ

ବାଲିଗୁଡା,୨୪/୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା ମହାମାରୀ। ଏହାରି ମଧ୍ୟରେ ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା…

ବ୍ୟବସାୟରେ କ୍ଷତି ହେଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଅଧିକ ପରିଶ୍ରମ କଲେ ବି ବ୍ୟବସାୟରେ ବାରମ୍ବାର କ୍ଷତି ସହିବାକୁ ପଡ଼େ। କିନ୍ତୁ ଏପରି ଏକ ବିଶେଷ ଉପାୟ ଅଛି, ଯାହାକୁ ଆପଣାଇଲେ ବ୍ୟବସାୟରେ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ, ବରଂ ଲାଭ ଉପରେ ଲାଭ…

ସୁଲଭ ମୂଲ୍ୟରେ ମିଳିବ ପତଞ୍ଜଳି କରୋନା ଔଷଧ, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ, ୨୪/୬: ସୁଲଭ ମୂଲ୍ୟରେ ମିିଳିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ୍ । କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଏହାସହ ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ…

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ,୨୪/୬(ଓଡିଶା ଭାସ୍କର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି…

କିପରି କଟିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ରାଶିଫଳ (୨୪ ଜୁନ୍ ୨୦୨୦, ବୁଧବାର)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…