Browsing Category

Featured

ବଡ ଖବର: ରାଜ୍ୟରେ ଆଜି ପୁଣି ୫୯୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୮ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ଜଣ କ୍ୱାରେଣ୍ଟାଇନରୁ…

୨୪ ଘଣ୍ଟାରେ ୬୭୧ ଜଣଙ୍କର ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୮ ।୭:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୬,୨୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ ଆକ୍ରାନ୍ତଙ୍କ…

ଆଜିଠାରୁ ୪ ଜିଲ୍ଲା ସହ ରାଉରକେଲା ସହର ଲକଡାଉନ

ଭୁବନେଶ୍ୱର,୧୮/୭(ଓଡିଶା ଭାସ୍କର): ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍ ହୋଇଛି‌ । ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ଚେକିଂ ଚାଲିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ ହୋଇ…

ଅଧିକ ଗରମ ଚା’ ପିଉଛନ୍ତି କି? ତେବେ ସାବଧାନ୍

ପ୍ରାୟତଃ ସକାଳୁ ସମସ୍ତେ ଟିକେ ଚା’ ପିଇବାକୁ ପସନ୍ଦ କରନ୍ତି । ଅଳସୁଆ ପଣ ହେଉ ବା ଅଭ୍ୟାସ, ଚା’ ପିଇବା ଦ୍ୱାରା ଶରୀର ବେଶ ସତେଜ ଲାଗିଥାଏ । କିନ୍ତୁ ଅତ୍ୟଧିକ ଚା’ ପିଇବା ଶରୀର ପ୍ରତି ଅନେକ କ୍ଷତିକାରକ ହୋଇଥାଏ ।…

ଉଚ୍ଚ ରକ୍ତଚାପ ଥିବା ରୋଗୀ ଏହିସବୁ ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ଆଜିକାଲିକା ଯୁଗରେ ଉଚ୍ଚରକ୍ତଚାପ ଏକ ସାଧାରଣ  ରୋଗ ହୋଇଗଲାଣି। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଅତ୍ୟଧିକ ଚାପ, କ୍ରୋଧ, ଚିନ୍ତା ଏହି ରୋଗର ମୁଖ୍ୟ କାରଣ ହୋଇଥାଏ। ଅନେକ କ୍ଷେତ୍ରରେ…

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ଶନିବାର, ୧୮ ଜୁଲାଇ ୨୦୨୦)

ମେଷ:ଯଦି ଆପଣ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଲାଭ ମିଳିପାରେ । ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ବୃଷ:ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ ।…

ଖୁସି ଖବର: ରାଜ୍ୟରେ ଆଉ ୪୫୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୭ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି ଆଉ ୪୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…