Browsing Category

Featured

ଚୀନର ଲ୍ୟାବରୁ ଜନ୍ମିଛି କରୋନା ଭାଇରସ୍, ନେଲାଣି ୧୮୦୦ ମୁଣ୍ଡ

ଚୀନରେ ବ୍ୟାପୁଥିବା କାରାନା ଭାଇରସରେ ଏପର୍ଯ୍ୟନ୍ତ ୧୮୦୦ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଏହି ଭୟାନକ ଭୂତାଣୁ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତିତ । ବହୁ ଦେଶର ବୈଜ୍ଞାନିକମାନେ ଏହାର ଚିକିତ୍ସା ପାଇଁ ଉଦ୍ୟମ ଚଳାଇଛନ୍ତି,…

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ

ପୁରୀ, ୧୭ା୨(ଓଡ଼ିଶା ଭାସ୍କର): ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ହୋଇଛି । ଏହି ଘଟଣାରେ ୩ ଯୁବ କଂଗ୍ରେସ ନେତା ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…

ଅନୁପ ସାଏଙ୍କ ପୁତୁରାଙ୍କୁ ଥାନାରେ ହାଜିର ହେବାକୁ ନୋଟିସ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ…

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୧୭ ।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି ହୋଇଛି । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ । ପାଟିଆଲା ହାଉସ୍…

ମେମୁ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର ,୧୭ ।୨(ଓଡିଶା ଭାସ୍କର): ଖୋର୍ଦ୍ଧାରେ ପଲାସା-ଭୁବନେଶ୍ୱର ମେମୁ ଟ୍ରେନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ସଟ୍ ସର୍କିଟରୁ ନିଆଁ ଲାଗିଥିବା ନେଇ ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ…

ସାହିନବାଗ ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ,୧୭ ।୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ସାହିନବାଗରେ ପୂର୍ବ ଦୁଇ ମାସ ଧରି ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଣୁଣାଣି କରିଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୟ କୌଶଲ, ଜଷ୍ଟିସ…