Browsing Category
ଜୀବନଚର୍ଯ୍ୟା
କରୋନା ମୁକାବିଲା ପାଇଁ ଆପଣାନ୍ତୁ ହଳଦୀ ମିଶା କ୍ଷୀର
ସବୁଆଡେ ଏବେ କରୋନା ଭୟ। ଏହାର ମୁକାବିଲା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଯଦି ଆପଣ ବି କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚାହୁଁଛନ୍ତି, ତେବେ ହଳଦୀ ମିଶା କ୍ଷୀର ସେବନ…
ଖଜୁରୀରେ ରହିଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ
ଖଜୁରୀ ଖାଇବାକୁ ପାଟିକୁ ବହୁତୁ ଭଲ ଲାଗିଥାଏ। ଖଜୁରୀ ବଜାରରେ ଅତି ସହଜରେ ମିଳି ଯାଇଥାଏ। ଖଜୁରୀରେ ଆଚାର ମଧ୍ୟ କରା ଯାଇଥାଏ। ତେବେ ଏହା ଖାଲି ପାଟିକୁ ଯେ ସୁଆଦିଆ ଲାଗିଥାଏ ଏହା ନୁହେଁ ଶରୀର ପାଇଁ ମଧ୍ୟ ବେଶ ଉପକାରୀ…
ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ଶନିବାର, ୧ ଅଗଷ୍ଟ ୨୦୨୦)
ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ ।
ବୃଷ- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର…
ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା .
ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମଦ ଭର୍ତ୍ତି ଟ୍ରକ୍ ଓଲଟି ପଡିଛି । ଏହାପରେ ଲୋକଙ୍କର ସତେ ଯେପରି ଲଟେରୀ ଲାଗିଛି । ଯିଏ ଯାହା ହାତରେ ପାଇଲେ…
ସକାଳୁ ଉଠିବା ପରେ କଣ କରିବା ଜରୁରୀ, ଜାଣନ୍ତୁ
ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।
– ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ…
ଶରୀରକୁ ସୁସ୍ଥ ରଖେ ହାତ ପାହାନ୍ତାରେ ମିଳୁଥିବା ରସୁଣ, ଜାଣନ୍ତୁ କେଉଁ କେଉଁ ରୋଗଠୁ ଦୂରେଇ ରଖେ..
ରସୁଣ ଯାହା ବଜାରରେ ଅତି ସହଜରେ ମିଳିଯାଇଥାଏ ଓ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ। ରସୁଣ ତରକାରୀ କରିବା ସମୟରେ ମସଲା ରେ ବ୍ୟବହାର କରାଯାଇଥାଏ। ଏହାର ଗନ୍ଧ ଭଲ ଲାଗୁନଥିଲେ ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।…
ରାଶିଫଳ (୩୧ ଜୁଲାଇ, ଶୁକ୍ରବାର)
ମେଷ: ଅଫିସରେ ଆପଣଙ୍କ ରାୟ ରଖିବାରେ ପୂରା ସୁଯୋଗ ମିଳିବ । କାରବାରୀଙ୍କୁ ବିଶେଷ ଲାଭ ହେବ । ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି । ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ ।
ବୃଷ: ଦିନଟି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ଚଲାଇଲେ ‘ମେଡ ଇନ୍ ଇଣ୍ଡିଆ’ ସାଇକେଲ
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ‘ମେଡ୍ ଇନ୍ ଇଣ୍ଡିଆ’ ବା ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି । କୋଭିଡ-୧୯ ସହିତ ଲଢିବା ପାଇଁ ମୋଟାପଣ ବିରୋଧରେ ସାଇକେଲିଂ ଓ ଚାଲିବା ଯୋଜନା ଆରମ୍ଭ କରିଛନ୍ତି…
ୱେବ ସିରିଜ୍ ନାଁରେ ଧୋକା: ପର୍ଣ୍ଣ ସାଇଟରେ ଅପଲୋଡ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ
ୱେବ ସିରିଜ ନାଁରେ ଜଣେ ଯୁବତୀଙ୍କୁ ଧୋକା । ଏଭଳି ଏକ ସମ୍ବେଦନଶୀଳ ମାମଲା ମଧ୍ୟପ୍ରଦେଶରୁ ଆସିଛି । ସେଠାରେ ୱେବ ସିରିଜ୍ କରିବା ନାଁରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫିଲ୍ମ କରି ତାହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରାଯାଇଛି…
ଦହି ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ
ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ…