CHARIDHAM
Browsing Category

ଜୀବନଚର୍ଯ୍ୟା

ଡାଇବେଟିସ୍ ରୋଗୀଙ୍କ ପାଇଁ ମଟନ୍ ଭଲ ନା ଚିକେନ୍ ଭଲ? ଜାଣନ୍ତୁ, ଡାକ୍ତର କ’ଣ କହୁଛନ୍ତି

ଓଡ଼ିଶା ଭାସ୍କର: ଆଜିକାଲି ଲୋକଙ୍କ ମଧ୍ୟରେ ଡାଇବେଟିସ୍ ତଥା ମଧୁମେହ ଅତି ସାଧାରଣ ହୋଇଗଲାଣି। ଏହା ଏକ ବ୍ୟାଧି ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଅସ୍ୱାଭାବିକ ଭାବରେ ବଢ଼ିଥାଏ। କାରଣ ଜଣେ ବ୍ୟକ୍ତିଙ୍କ ଶରୀର ପର୍ୟ୍ୟାପ୍ତ…

କ’ଣ ଆପଣ ଖାଲି ପେଟରେ କରୁଛନ୍ତି କି ଘିଅ ସେବନ ? ଜାଣନ୍ତୁ ଶରୀର ପାଇଁ ଭଲ ନା ଖରାପ

ଆଜିକାଲି ସ୍ଲିମ୍ ଫିଗର ପାଇଁ ଯୁବପିଢି ଡାଏଟ୍ ଚାର୍ଟ ଅନୁସରଣ କରନ୍ତି। ତେଣୁ ଆଜିର ଦିନରେ ଏକ ଟ୍ରେଣ୍ଡ ଚାଲିଛି ‘ଯେଉଁମାନେ ପତଳା, ସେମାନେ ଫିଟ୍’। ଏହି ଧାରାକୁ ଅନୁସରଣ କରି ଆଜିର ଯୁବପିଢ଼ି ନିଜକୁ ପତଳା ରଖିବା ଏବଂ…

ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାଉଛନ୍ତି କି? ସାବଧାନ! ଏପରି କରିବା ଦ୍ୱାରା ସୃଷ୍ଟି ହୋଇଥାଏ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ବାସ୍ତୁର ଚମତ୍କାରିତା ଲାଭ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥା'ନ୍ତି । ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । କାରଣ ବାସ୍ତୁ ପଛରେ ଥିବା…

ପୂଜା ଘରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇପାରେ ଝଗଡ଼ାର ମୂଳ କାରଣ

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘର ପାଇଁ କିଛି ନିୟମ ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଜୀବନରେ ପୂଜାପାଠ ସକାରାତ୍ମକ ପ୍ରଭାବ ପକାଇଥାଏ…

ଚୈତ୍ର ନବରାତ୍ରୀର ପ୍ରଥମ ଦିନ: ଏହି ବିଧି ସହ କରନ୍ତୁ ମାଆ ଶୈଳପୁତ୍ରୀଙ୍କ ପୂଜା, ଜାଣନ୍ତୁ ମହତ୍ତ୍ୱ

ଓଡ଼ିଶା ଭାସ୍କର: ଚୈତ୍ର ନବରାତ୍ରୀର ଆରମ୍ଭ ଆଜି ୯ ଏପ୍ରିଲରେ ହେଉଛି । ନବରାତ୍ରୀର ନଅ ଦିନରେ ମାଆ ଦୁର୍ଗାଙ୍କ ରୂପରେ ବିଧି-ବିଧାନ ସହ ପୂଜା ଆରାଧନା କରାଯାଏ । ଭକ୍ତ ଏହି ସମୟରେ ବ୍ରତର ପାଳନ ମଧ୍ୟ କରିଥାନ୍ତି ।…

ଭୁଲରେ ବି ତେଲିଆ ଚର୍ମରେ ଲଗାନ୍ତୁ ନାହିଁ ଏହି ସବୁ ଜିନିଷ: ନଚେତ୍ ଅବସ୍ଥା ଆହୁରି ବିଗିଡିଯିବ

ତେଲିଆ ତ୍ୱଚା ଯୁକ୍ତ ବ୍ୟକ୍ତିମାନଙ୍କୁ ନିଜ ଚେହେରାର ବିଶେଷ ଯତ୍ନ ନେବାକୁ ପଡିଥାଏ । ନଚେତ ଏହା ଚେହେରାର ସୌନ୍ଦର୍ୟ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମେ ଅଜଣାତରେ ପ୍ରାୟତଃ ତେଲିଆ ଚର୍ମରେ ଏହିପରି ସୌନ୍ଦର୍ୟ୍ୟ…

ଧନ ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତି କି? ରାତିରେ ଶୋଇବା ଆଗରୁ କରନ୍ତୁ ଏହି କାମ, ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ

ଓଡ଼ିଶା ଭାସ୍କର: ଶାସ୍ତ୍ର ଉପରେ ହିନ୍ଦୁମାନଙ୍କର ବହୁତ ବିଶ୍ୱାସ ରହିଛି। ବାସ୍ତୁ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁଯାୟୀ କିଛି ବିଶେଷ ପଦ୍ଧତି ଅନୁସରଣ କରାଯିବା ଉଚିତ୍। କୁହାଯାଏ ଯେ ଯଦି ଆପଣ ଏହା କରନ୍ତି…

ସପ୍ତାହକୁ କେତେ ଥର ଆଳୁ ଖାଉଛନ୍ତି? ଅଧିକ ପରିମାଣରେ ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ଆମ ଦେଶରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥାଏ । କାରଣ ସବୁ ଖାଦ୍ୟ କିମ୍ବା ତରକାରୀରେ ଆଳୁ ଅଧିକ ଖିଆଯାଏ। ପ୍ରଥମତଃ ଆଳୁ ବାର ମାସ ପାଇଁ ଉପଲବ୍ଧ, ଦ୍ୱିତୀୟତଃ ଏହାର ମୂଲ୍ୟ କଦାପି ଦ୍ରୁତ ଗତିରେ ବଢ଼େ ନାହିଁ। ତେଣୁ…

ପୂର୍ଣ୍ଣ ହେବ ସବୁ ମନସ୍କାମନା, କେବଳ ସୋମବାର ଦିନ କରନ୍ତୁ ଏମିତି ଶିବଙ୍କ ପୂଜା

ଓଡ଼ିଶା ଭାସ୍କର: ସୋମବାର ହେଉଛି ଭଗବାନ ଶିବଶଙ୍କର ବାର । ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଜୀବନରେ ଥିବା ସମସ୍ୟାର…

ପିରିୟ୍ଡ଼ସରେ ହେଉଛି କି ଅଧିକ ଯନ୍ତ୍ରଣା ? ତେବେ ଏହାକୁ ଖାଆନ୍ତୁ, ମିଳିବ ଆରାମ

ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମ ଅଥବା ଋତୁସ୍ରାବ ଜନିତ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ଅନୁଭବ ହୁଏ । ଖାସ କରି ଶୀତଦିନେ କିମ୍ବା ବର୍ଷାଦିନେ ଏହି ସମସ୍ୟା ଅଧିକ ବଢ଼ିଥାଏ ।…