fbpx
Browsing Category

ଜୀବନଚର୍ଯ୍ୟା

ସାମନାକୁ ଆସିଲା କରୋନାର ଆଉ ୬ଟି ନୂଆ ଲକ୍ଷଣ

ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଆମେରିକାର…

ଯେଉଁ ମହିଳାଙ୍କ ଲାଇଫ୍ ପାର୍ଟନରଙ୍କ ବୟସ ଅଧିକ, ଜାଣନ୍ତୁ ସେମାନଙ୍କୁ କ’ଣ ମିଳିଥାଏ ଫାଇଦା

ଏହି ପ୍ରକାର କମ୍ବିନେସନ୍ ଭଲ ବୈବାହିକ ସମ୍ପର୍କର ଲକ୍ଷଣ । ଆଜି ଆମେ ଆପଣଙ୍କୁ ଏହାର ଫାଇଦା ସମ୍ପର୍କରେ ପ୍ରକାଶ କରୁଛୁ ୧. ଇନ୍‌ସିକ୍ୟୁରିଟି ହୁଏନି କମ୍ ବୟସର ଯୁବକଙ୍କଠାରେ ଅନେକ ସମୟରେ ନିଜ ପରିଚୟ, ପ୍ରତିଷ୍ଠା…

ଯୁବତୀଙ୍କଠାରେ କ’ଣ ଦେଖି ଆକର୍ଷୀତ ହୋଇଥାନ୍ତି ଯୁବକ

ଯୁବତୀଙ୍କ କେଉଁ ଅଙ୍ଗକୁ ଦେଖି ଯୁବକମାନେ ଆକର୍ଷିତ ହୋଇଥାନ୍ତି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ୮୦ ପ୍ରତିଶତ ଯୁବକ କହିଥିଲେ ଯେ, ସେମାନଙ୍କୁ ଯୁବତୀଙ୍କ ସୁନ୍ଦର ଓଠ ସବୁଠାରୁ ଅଧିକ ଆକର୍ଷିତ କରିଥାଏ ଏବଂ ଏହାକୁ…

ଅନ୍ତରୀକ୍ଷରୁ ପୃଥିବୀ ଆଡକୁ ମାଡିଆସୁଛି ମହାବିପଦ, ଆଉ ରହିଲା ମାତ୍ର ୪୮ ଘଣ୍ଟା

ଆକାଶମାର୍ଗରେ ଏକ ବଡ ବିପଦପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଅନ୍ତରୀକ୍ଷରୁ ଏକ ବଡ ବିପଦ ପୃଥିବୀ ଆଡକୁ ମାଡି ଆସୁଛି । ଆଉ ମାତ୍ର ୪୮ ଘଣ୍ଟା ସମୟ ରହିଛି । କରୋନାରେ ସାରା ବିଶ୍ୱ ଚିନ୍ତିତ ଥିବା…

ଜାଣିଶୁଣି ନିଜ ଲାଇଫ୍ ପାର୍ଟନରଙ୍କୁ ଏସବୁ ରାଜ୍ କହିନଥାନ୍ତି ଯୁବତୀ

ଆପଣ ଆପଣଙ୍କ ଲାଇଫ୍ ପାର୍ଟନରଙ୍କୁ ଅନେକ ବିଶ୍ୱାସ କରିଥାନ୍ତି । ଆମ ପାର୍ଟନର ଆମ ସହ ପ୍ରତ୍ୟେକ ବିଷୟ ସେୟାର କରିଥାନ୍ତି ବୋଲି ପୁରୁଷମାନେ ଭାବିଥାନ୍ତି । ଏପରିକି ସେମାନଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ।…

WHOର ଚେତାବନୀ- କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଠାରେ ଅଧିକ ବିପଦ

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହେଉଥିବା ବେଳେ ଏହାର ଖରାପ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି । ଏନେଇ ବହୁ ଦେଶ ଇମ୍ୟୁନିଟି ସାର୍ଟିଫିକେଟ ଆଧାରରେ ଲକ୍-ଡାଉନକୁ କୋହଳ କରିବାକୁ ଚିନ୍ତା…

ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି।ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର। ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ର ୬୦ ବର୍ଷୀୟ ବୟସ୍କ । ମାର୍ଚ୍ଚ ୨୨ ରୁ…

ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ହୋଇଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା…

କରୋନା ରୋଗୀଙ୍କ ଶବ ସତ୍କାର ରେ ବାଧା ଦେଲେ ୩ ବର୍ଷ ଜେଲ

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଦେଶରେ କରୋନା ତାଣ୍ଡବ । ଏପର୍ଯ୍ୟନ୍ତ ୮୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କଲେଣି । ମୃତକଙ୍କ ଶବସତ୍କାର ରେ ପାଇଁ ଗାଇଡଲଇନ ଜାରୀ କରିଛନ୍ତି ସରକାର । ହେଲେ ଦେଶର ବିଭିନ୍ନ…

ତାସରୁ ନାଶ୍ ,ତାସ ଖେଳରୁ ୪୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର :୨୭ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ତାସ ଖେଳ । ତାସ ନିଶାରେ ଭୋଳ ହୋଇ ହେଲେ କରୋନା ଆକ୍ରାନ୍ତ । ଜଣଙ୍କଠୁ ୨୪ ଓ ଅନ୍ୟ ଜଣଙ୍କଠୁ ୧୫ ଜଣଙ୍କୁ ବ୍ୟାପିଲା କରେନା । ଆନ୍ଧ୍ରପ୍ରଦେଶର ଏହି ଘଟଣା ଏବେ…