
Browsing Category
ଜୀବନଚର୍ଯ୍ୟା
ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ଦେଶୀ ଉପାୟ
ଭୁବନେଶ୍ୱର: ସାଧାରଣତଃ ସମସ୍ତଙ୍କୁ ସୁନ୍ଦର ତ୍ୱଚା ପସନ୍ଦ । ସମସ୍ତେ ଚାହିଥାନ୍ତି ଯେ ତ୍ୱଚା କିମ୍ବା ମୁହଁରେ କୌଣସି ଦାଗ ନରହୁ । ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବାକୁ ଯାଉଛୁ ଯାହାକୁ ଆପଣାଇ ତ୍ୱଚାକୁ ସୁସ୍ଥ…
ନିୟମିତ ରୁଟି ଖାଇବାର ଅଭ୍ୟାସ ଆପଣଙ୍କର ଅଛି କି, ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡ଼ିବେ ଅସୁବିଧାରେ
ରୁଟି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । କିଛି ଲୋକ ଓଜନ ବୃଦ୍ଧି ହ୍ରାସ ଉଦ୍ଦେଶ୍ୟରେ ଭାତକୁ ଛାଡ଼ି ରୁଟିକୁ ଆପଣେଇଥାନ୍ତି । ଏଥିରେ ଲୌହ, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାରେ ରହିଛି…
ନବରାତ୍ରିରେ ଘରେ ସୁଖ-ସମୃଦ୍ଧି ପାଇଁ ଆଣନ୍ତୁ ଏହି ୬ଟି ଗଛ, ଜାଣନ୍ତୁ କଣ
ଓଡ଼ିଶା ଭାସ୍କର ବ୍ୟୁରୋ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଚି ନବରାତ୍ର । ଏହି ୯ ଦିନ ମା' ଦୁର୍ଗାଙ୍କର ପୂଜାର୍ଚ୍ଚନା ଖୁବ୍ ଧୁମଧାମ୍ ରେ କରାଯିବ । ସବୁ ପ୍ରକାର ବିଧି ବିଧାନ ଅନୁସାରେ ମା' ଙ୍କ ଆରାଧନା କରାଯିବ ।…
ରାଶିଫଳ (ଶନିବାର,୦୯ ଅକ୍ଟୋବର,୨୦୨୧)
ମେଷ - ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କୌଣସି ଅତିତର ଯୋଜନାରେ ସଫଳ ହେବେ,…
କ୍ଷୀର ସହିତ ଏହି ଖାଦ୍ୟ ଜମାରୁ ମିଶାଇ ଖାଆନ୍ତୁ ନାହିଁ, ଏହା ନେଇପାରେ ଆପଣଙ୍କ ଜୀବନ
କ୍ଷୀର ପିଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କ୍ଷୀରରେ କ୍ୟାଲସିୟମ, ଫସଫରସ, ଭିଟାମିନ-ବି, ଭିଟାମିନ-ଡି, ପ୍ରୋଟିନ ଆଦି ରହିଛି । ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଆମର ହାଡ଼କୁ ମଜବୁତ କରିଥାଏ ।…
ରାଶିଫଳ(ଶୁକ୍ରବାର,୦୮ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।…
ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ…
ଏହି ୪ କାରଣରୁ ହୋଇଥାଏ ବିବାହ ବିଚ୍ଛେଦ
ଯେତେବେଳେ କୌଣସି ଦମ୍ପତ୍ତି ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ୭ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରିଥାନ୍ତି। କିନ୍ତୁ ବହୁବାର ସମ୍ପର୍କରେ ଏଭଳି କିଛି କଥା ଘଟିଯାଏ ଯାହାକୁ ନେଇ ପରସ୍ପର ମଧ୍ୟରେ…
ରାଶିଫଳ(ଗୁରୁବାର,୦୭ ଅକ୍ଟୋବର,୨୦୨୧)
ମେଷ - ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ…
ପେଜରୁ ମିଳିଥାଏ ଏହି ସମସ୍ତ ଉପକାରିତା
ନୂଆଦିଲ୍ଲୀ:ଓଡିଶାର ପ୍ରଧାନ ଖାଦ୍ୟ ହେଉଛି ଭାତ । ସମସ୍ତେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ପ୍ରାୟତଃ ପ୍ରତ୍ୟେକ ଘରେ ପ୍ରତିଦିନ ଭାତ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ଭାତ ପ୍ରସ୍ତୁତ ହୋଇସାରିଲା ପରେ ଏଥିରୁ…