Browsing Category

କରୋନା

ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା, କମିଲା ସଂକ୍ରମଣ

ନୂଆଦିଲ୍ଲୀ, ୧୮ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୩୨୯ ଜଣଙ୍କ…

ଓଡ଼ିଶାରେ ଆଜି ୧୦, ୩୨୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୮ ।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକଙ୍କ ସତର୍କବାଣୀ: ଆଗାମୀ ସମୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆସିବ ଏକାଧିକ ଲହର

ନୂଆଦିଲ୍ଲୀ, ୧୮ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନାରେ ଦେଶର ପ୍ରାୟ ୪ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇ ସାରିଲେଣି । ତେବେ ଭାରତର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ…

କରୋନାରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ମିଳିବ ଚାକିରି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୧୮ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ି ଚାଲିଛି । ତେବେ ମଧ୍ୟପ୍ରଦେଶରେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି କରୋନାରେ…

ଆଇଏମଏର ପୂର୍ବତନ ସଭାପତି ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ ଆଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେକେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩ ହଜାର ପାର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩ ହଜାର ୯୯୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୪୨ ଲକ୍ଷ ୬୨…

DRDOର ଔଷଧ ‘2 DG’କୁ କୁହାଯାଉଛି କରୋନାର ‘ସଞ୍ଜୀବନୀ’, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2 DG ଔଷଧ ଲଞ୍ଚ ହୋଇଛି । କରୋନା ବିରୋଧ ଯୁଦ୍ଧରେ DRDOର ଏହି ନୂଆ ଔଷଧ ଆଶାର କିରଣ ନେଇ ଆସିଛି । ଏହି ଔଷଧର…

ଏବେ ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ ନେବାକୁ ହେବ ଇ-ପରମିସନ

ଭୁବନେଶ୍ୱର: ରାଜଧାନୀରେ ବିବାହ କାର୍ଯ୍ୟ ତଥା ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବା ପାଇଁ କମିଶନରେଟ୍ ପୋଲିସ ସୋମବାର ଇ-ପୋଲିସ୍ ଲାଇସେନ୍ସ ସେବା ଆରମ୍ଭ କରିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା…

ଭୁବନେଶ୍ୱରରୁ ଆଜି ୮୬୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…