fbpx
Browsing Category

କରୋନା

ଏହି ୧୦ ରାଜ୍ୟରେ ପ୍ରବେଶ କରିବା ପାଇଁ ଟିକାକରଣ ସାର୍ଟିଫିକେଟ୍ ଜରୁରୀ, ଦେଖନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ପିକ୍ ରେ ରହିଛି । ହେଲେ ଗତ କିଛି ମାସ ମଧ୍ୟରେ କରୋନା ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜ୍ୟ ଏପରି…

ରାଜ୍ୟରେ ଆଉ ୬୯ ମୁଣ୍ଡ ନେଲା କରୋନା; ମୃତ୍ୟୁ ସଂଖ୍ୟା ୭୮୩୪

ଭୁବନେଶ୍ୱର (ଓଡ଼ିଆ ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁ ନାହିଁ । ବିଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ୍ ରହିଛି । ରାଜ୍ୟରେ ୬୯ ମୃତ୍ୟୁ…

ଆଜି ରାଜ୍ୟରୁ ୮୪୯ ନୂତନ ଆକ୍ରାନ୍ତ ଚିହ୍ନଟ; ୧୧୯ ଶିଶୁ ପଜିଟିଭ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରବିବାର ରାଜ୍ୟରୁ ୮୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୪୯ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୫୮ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି ।…

୧୨ଜିଲ୍ଳାରେ ଆରମ୍ଭ ହେବ ସେରୋ ସର୍ଭେ, ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସର୍ଭେକ୍ଷଣ ହେବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍):ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ୧୨ ଜିଲ୍ଲାରେ ସର୍ଭେ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆରମ୍ଭ ହେବ । ପରେ ସମ୍ବଲପୁର,…

ତୃତୀୟ ଲହରର କାରଣ ହେବ କେରଳ! ଡରାଉଛି ରାଜ୍ୟର ନୂତନ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଆସନ୍ତା ମାସଠାରୁ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରାଯାଇଛି । ଦ୍ୱିତୀୟ ଲହର ସଂକ୍ରମଣ କମୁଥିବାରୁ ଲୋକମାନେ ଆଶ୍ୱସ୍ତି ଲାଭ କରିଥିବା ବେଳେ ତୃତୀୟ…

ପୁଣି ଡରାଇଲା କରୋନା, ୨ ଶିଶୁଙ୍କ ନେଲା ଜୀବନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନାରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ସେମାନେ ଉଭୟେ କନ୍ୟା ସନ୍ତାନ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ…

କେରଳରେ କରୋନା ବିସ୍ଫୋରଣ: ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୨ହଜାର ୮୦୧ ଜଣ ନୂଆ ପଜିଟିଭ, ଓନାମ ପର୍ବ ପରେ ବଢ଼ିଲା ସଂକ୍ରମଣ

କେରଳ ୨୭/୦୮: କେରଳରେ କରୋନା ବିସ୍ଫୋରଣ ଘଟିଛି। ପୁଣି ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୮୦୧ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣଙ୍କ ଜୀବନ ନେଇଛି…

ପୁଣି ଫେରିବ କଟକଣାର ଦିନ, ନାଇଟ୍ କର୍ଫ୍ୟୁ ଲଗାଇବାକୁ ଏହି ରାଜ୍ୟକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କରୋନା କେସ୍ ବଢିବା ପୁଣି ଥରେ ସଭିଙ୍କ ଚିନ୍ତା ବଢାଇ ଦେଇଛି । ସଂପ୍ରତି କେରଳ ଓ ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ…

ଏହି ରାଜ୍ୟରେ ଦୈନିକ ଚିହ୍ନଟ ହେଉଛି ୩୦ ହଜାର କୋଭିଡ୍ ମାମଲା, ଆକ୍ଟିଭ୍ କେସ୍ ୨ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କା ମଧ୍ୟରେ ପୁଣିଥରେ ନୁତନ କେସ୍ ବଢ଼ିବାରେ ଲାଗିଛି । ଏହା ଭିତର କେରଳରୁ ଚିହ୍ନଟ ହେଉଥିବା କୋଭିଡ୍ ମାମଲା ଏବେ ଚିନ୍ତାର କାରଣ ପାଲଟିଛି । କାରଣ ଗତ ଦୁଇ ଦିନ…

ସ୍କୁଲରୁ ୨୨ ଜଣ ପିଲା ଚିହ୍ନଟ ହେଲେ କରୋନା ପଜିଟିଭ୍, ୪ ଜଣ ୧୨ ବର୍ଷରୁ କମ୍ ବୟସର

ମୁମ୍ବାଇ: କରୋନା ମାମଲା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଏହି ପିକ୍ରିୟାରେ ଅନେକ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଭିତରେ ମୁମ୍ବାଇରୁ ଏକ ଚିନ୍ତା…