fbpx
Browsing Category

ସ୍ୱାସ୍ଥ୍ୟ

୫ଟି ବ୍ୟାକ୍ଟେରିଆଙ୍କୁ ନେଇ ବଢ଼ିଲା ଚିନ୍ତା: ଭାରତରେ ଏକ ବର୍ଷରେ ଚାଲିଗଲା ୭ ଲକ୍ଷ ଜୀବନ, କେମିତି ବର୍ତ୍ତିବେ

ନୂଆଦିଲ୍ଲୀ: ସାଧାରଣ ଭାବେ ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ…

ମିଳିମିଳା କବଳରେ ୪ କୋଟି ଶିଶୁ: ଟିକା ନ ନେବା ପଡ଼ିବ ମହଙ୍ଗା, ଚେତାବନୀ ଦେଲେ WHO ଓ CDC

ନୂଆଦିଲ୍ଲୀ: ଭାରତରେ ଏବେ ଶିଶୁଙ୍କଠାରେ ଦ୍ରୁତ ଭାବେ ମିଳିମିଳା ବଢ଼ିବାରେ ଲାଗିଛି । ଏହି କାରଣରୁ ଅନେକ ଶିଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ମିଳିମିଳା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୩ଟି ରାଜ୍ୟ ପାଇଁ ୩…

ବିବାହ ପୂର୍ବରୁ ୮ଟି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ: ନଚେତ୍ ସାରା ଜୀବନ କାନ୍ଦିବେ ଦମ୍ପତି

ଯଦି ଆପଣମାନେ ବିବାହ ପରେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥାନ୍ତି, ତେବେ ବିବାହ ପୂର୍ବରୁ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଏଥିରେ ଅବହେଳା କଲେ ଆପଣ ବିବାହ ପରେ କେବଳ ହସ୍ପିଟାଲ ବିଲ୍ ଭରଣା କରି ଜୀବନ…

ପ୍ରାଣ ନେଉଛି ମିଳିମିଳା: ୧୨ ଜଣଙ୍କ ମୃତ୍ୟୁ ସହ ୩୨୦୮ ଚିହ୍ନଟ,ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ସ୍ୱଚ୍ଛତାରେ ହେଳା, ଅପପୃଷ୍ଟି, ପାଣି ସମସ୍ୟା ପାଇଁ ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ରୋଗ ମୁଣ୍ଡ ଟେକୁଛି । ତେବେ କିଛି ଦିନ ତଳେ ଡେଙ୍ଗୁ ବ୍ୟାପିଥିବା ବେଳେ ଏବେ ମିଳିମିଳା ପାଇଁ ନୀରିହ ଶିଶୁ ମାନଙ୍କ ଜୀବନ…

Menstrual cup କଣ ?ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ

ଭୁବନେଶ୍ୱର: ମହିଳାମାନଙ୍କ ସହିତ ଋତୁସ୍ରାବ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ…

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ କାଜୁ ; ଫାଇଦା ବଦଳରେ ଭୋଗିବାକୁ ପଡିବ ଅନେକ ସମସ୍ୟା

କାଜୁ ଖାଇବାକୁ ଅନେକ ଲୋକେ ଭଲ ପାଇଥାନ୍ତି । କାରଣ ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଉପେଯାଗୀ ହୋଇଥାଏ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍,…

ଚା’ ପିଇ ସାରିବା ପରେ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

ଅନେକ ଲୋକେ ଚାହା ପିଇବାକୁ ଖବ୍ ପସନ୍ଦ କରିଥାନ୍ତି ô ଖାସ କରି ଥୀତ ଦିନରେ ଅଧିକାଶଂ ଲୋକେ ସକାଳେ ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି । ତେବେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚା’ ପିଇ ସାରିବା ପରେ ସଙ୍ଗେ ସଙ୍ଗେ…

ଛତୁରେ ରହିଛି ଔଷଧୀୟ ଗୁଣ: ଡ଼ିପ୍ରେସନ ଦୂର କରିବା ସହ ମନୋବଳକୁ କରେ ଦୃଢ଼

ଅନେକ ଲୋକ ଛତୁ ଖାଇବାକୁ ପସନ୍ଦ କରନ୍ତି । ଏହା କେବଳ ସ୍ୱାଦରେ ଭଲ ନୁହେଁ, ବରଂ ଏହା ଉଦାସୀନତା, ଚିନ୍ତା ଓ ମନୋବଳ ପରିବର୍ତ୍ତନ ଭଳି ମାନସିକ ସମସ୍ୟାକୁ ମଧ୍ୟ ଚିକିତ୍ସା କରିପାରିବ। ଏହି ଯାଦୁକାରୀ ଛତୁରେ…

ସାନିଟାରୀ ପ୍ୟାଡ୍ ବ୍ୟବହାର ବଢାଇପାରେ କ୍ୟାନସର ଓ ବନ୍ଧ୍ୟାକରଣର ରୋଗର ଆଶଙ୍କା? ନୂତନ ଅଧ୍ୟୟନରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଭାରତରେ କିଶୋର ଅବସ୍ଥାରେ ପ୍ରବେଶ କରିଥିବା ପ୍ରତ୍ୟେକ ଚାରି ଝିଅଙ୍କ ମଧ୍ୟରୁ ତିନିଜଣ ସାନିଟାରୀ ପ୍ୟାଡ୍ ବ୍ୟବହାର କରନ୍ତି। ଋତୁସ୍ରାବ ସମୟରେ, ଯୌନାଙ୍ଗରେ ଘଟୁଥିବା ଅନେକ ଗୁରୁତର ରୋଗରୁ ରକ୍ଷା ପାଇବା…

ଶୀତଦିନେ ଫୁଲ କୋବି ଖାଇଲେ କ’ଣ ଲାଭ ହୁଏ, ଏହା ହେଉଛି ତାର ତାଲିକା

ଶୀତ ଦିନ ଆସିବା ମାତ୍ରେ ପନିପରିବାରେ ଭରିଉଠେ ଧରଣୀ । ସାଧାରଣତଃ ଶୀତଦିନେ ପ୍ରତ୍ୟେକଙ୍କ ଘରେ ଫୁଲକୋବି ଦେଖିବାକୁ ମିଳିଥାଏ । ତେବେ ଏହା ଏମିତି ଏକ ପରିବା ଯାହାକୁ ଆପଣ ବିଭିନ୍ନ ଉପାୟରେ ତିଆରି କରି ଖାଇପାରିବେ ।…