Browsing Category

ଦୁର୍ଗା ପୂଜା

ରାଜଧାନୀରେ ଜାରି ହେଲା ଭସାଣ ଗାଇଡଲାଇନ୍; ଜାଣନ୍ତୁ କ’ଣ ରହିଛି ଯାନବାହନ କଟକଣା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରରେ ଆସନ୍ତା କାଲି ଅପରାହ୍ନ ୩ଟାରୁ ଭସାଣ ଆରମ୍ଭ ହେବ । ସେଥିଲାଗି ଗାଇଡଲାଇନ୍ ଜାରି ହୋଇଛି । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ ।…

ଆଜି ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡ଼ି; ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି

ଓଡିଶା ଭାସ୍କର; ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ…

ଆଜି ମହାମାୟାଙ୍କ ମହାନବମୀ ପୂଜା; ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ନବମୀ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା

ଓଡିଶା ଭାସ୍କର; ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ରୀତିନୀତି ଭିତରେ ସିଂହବାହିନୀଙ୍କ ନବମୀ ପୂଜାର୍ଚ୍ଚନା କରାଯାଉଛି । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠୁଛି । ରାଜ୍ୟର ସମସ୍ତ…

ଦୁର୍ଗାପୂଜା ବେଳେ ଅଘଟଣ; ପଶ୍ଚିମବଙ୍ଗରେ ୨ ଓଡ଼ିଆ ମୃତ, ୫ ଗୁରୁତର

ଓଡିଶା ଭାସ୍କର; ଦୁର୍ଗାପୂଜା ବେଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ୭ ଜଣ ଓଡ଼ିଆ ଯାତ୍ରୀ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫…

ମହାଷ୍ଟମୀ ଦିନ ମାଆ ମହାଗୌରୀ ପୂରଣ କରିବେ ଭକ୍ତଙ୍କ ମନସ୍କାନମା, ଜାଣନ୍ତୁ ପୂଜା ବିଧି ଏବଂ ମହତ୍ତ୍ୱ

ମା ମହାଗୌରୀ ହେଉଛନ୍ତି ଶାରଦୀୟ ନବରାତ୍ର ଅଷ୍ଟମ ଦିନର ଅଧ୍ୟକ୍ଷ ଦେବୀ। ନବଦୁର୍ଗା ଗ୍ରନ୍ଥ ଅନୁଯାୟୀ, ତାଙ୍କର 'ଗୌର' ରଙ୍ଗ ହେତୁ ତାଙ୍କୁ ମହାଗୌରୀ ନାମିତ କରାଯାଇଛି। ନାରଦଙ୍କ ପରାମର୍ଶରେ ସେ ପ୍ରଭୁ ମହାଦେବଙ୍କୁ…

ଶାରଦୀୟ ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ କରନ୍ତୁ ନାହିଁ ଏହି ୬ ଗୋଟି ଭୁଲ୍ ଅନ୍ୟଥା ବଢିଯିବ ସମସ୍ୟା

ଏବେ ସାରା ଦେଶରେ ବେଶ୍ ଉତ୍ସାହର ସହିତ ପାଳନ ହେଉଛି ଶାରଦୀୟ ନବରାତ୍ରୀ । ନବରାତ୍ରୀର ସମାପନ ଅଷ୍ଟମୀ ଓ ନବମୀ ତିଥିରେ କନ୍ୟା ପୂଜନ ସହ ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ଅଷ୍ଟମୀ ଓ ନବମୀ ତିଥିରେ ନିମ୍ନୋକ୍ତ କିଛି…

ଶନି ଦୋଷ ଏବଂ ଶତ୍ରୁମାନଙ୍କ ଠାରୁ ରକ୍ଷା କରନ୍ତି ମାଆ କାଳରାତ୍ରୀ, ପୂଜା କରିଲେ ଦୂର ହୁଏ ବାଧା ବିଘ୍ନ

ହିନ୍ଦୁ ମାନ୍ୟତା ଅନୁଯାୟୀ, ନବରାତ୍ରର ୯ ଦିନରେ ଦେବୀ ଦୁର୍ଗାଙ୍କର ୯ ଟି ପୂଜାପାଠ କରିବା ଦ୍ୱାରା ଭକ୍ତଙ୍କର ୯ଟି ଇଚ୍ଛା ପୂରଣ ହୁଏ। ଶକ୍ତି ପୂଜା ସହିତ ଜଡିତ ଏହି ପବିତ୍ର ପର୍ବରେ ସପ୍ତମ ଦିନରେ ଦେବୀ ଦୁର୍ଗାଙ୍କ…

ଲିଖିତ ପ୍ରତିଶୃତି ଦେଲେ ଧର୍ମଘଟରୁ ହଟିବୁ; ରାଜ୍ୟ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର; ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ କରିଛି ଘରୋଇ ବସ ମାଲିକ ସଂଘ ।…

ମା କାତାୟନୀଙ୍କ ଆଶୀର୍ବାଦରେ ଅବିବାହିତ ଝିଅଙ୍କର ହୋଇଥାଏ ବିବାହ, ନବରାତ୍ରର ଷଷ୍ଠ ଦିନରେ ଏପରି କରନ୍ତୁ ପୂଜା

ମା ଦୁର୍ଗାଙ୍କ ନବରାତ୍ର ମହୋତ୍ସବ ସାରା ଦେଶରେ ବଡ଼ ଉତ୍ସାହର ସହ ପାଳନ କରାଯାଉଛି। ଯଦି ନବରାତ୍ର ସମୟରେ ରୀତିନୀତି ଅନୁଯାୟୀ ମା ଦେବୀଙ୍କୁ ପୂଜା କରାଯାଏ, ତେବେ ମାତା ଦୁର୍ଗାଙ୍କ ଆଶୀର୍ବାଦ ସମଗ୍ର ପରିବାରରକୁ…

ପିଲାଙ୍କର ମଙ୍ଗଳ ପାଇଁ ମାଆ ସ୍କନ୍ଦମାତାଙ୍କୁ କରାଯାଏ ପୂଜା : ନବରାତ୍ରର ପଞ୍ଚମ ଦିନରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି ଚନ୍ଦ୍ର

ମାଆ ସ୍କନ୍ଦମାତାଙ୍କୁ ଶାରଦୀୟ ନବରାତ୍ରର ପଞ୍ଚମ ଦିନରେ ପୂଜା କରାଯାଏ। ପଣ୍ଡିତ ମନୋଜ କୁମାର ଓଝା କହିଛନ୍ତି ଯେ, ଆଜି ଜ୍ୟୋଷ୍ଠ ନକ୍ଷତ୍ରରେ ଦେବୀଙ୍କୁ ପୂଜା କରାଯିବ। ଏହି ନକ୍ଷତ୍ର ୧୮ ଅକ୍ଟୋବର ରାତି ୦୮:୪୨ ରୁ ୧୯…