Browsing Category
ଦୁର୍ଗା ପୂଜା
ମରିବା ସମୟରେ ରାବଣ ଲକ୍ଷ୍ମଣଙ୍କୁ ଜଣାଇଥିଲେ ଜୀବନର ତିନି ବଡ ରହସ୍ୟ, ଆପଣ ଜାଣିବା ନିହାତି ଜରୁରୀ
ଭୁବନେଶ୍ଵର: ବୁଧବାର ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ଦଶହରା ପାଳନ କରାଯାଉଛି। ଆଜିର ଦିନକୁ ଅନ୍ଧକାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ କୁହାଯାଏ। ଆଜିର ଦିନରେ ଭଗବାନ ଶ୍ରୀରାମ ଲଙ୍କାପତି…
ବିଜୟାଦଶମୀରେ ଏଠି ମା’ଦୁର୍ଗାଙ୍କୁ ନୁହେଁ ବରଂ ଲଙ୍କାପତି ରାବଣଙ୍କୁ କରାଯାଏ ଆରାଧନା,ପୂଜା କରିଲେ ମନୋସ୍କାମନା ହୁଏ ପୂରଣ
ଅକୋଲା:ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ବିଜୟାଦଶମୀ ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ , ମେଘନାଦ ଏବଂ ରାବଣର ପ୍ରତିମା ନିର୍ମାଣ କରି ପୋଡି ଯାଏ । ଯଦିଓ ଏବେ ମଧ୍ୟ ଅନେକ ଗ୍ରାମ…
ରାବଣ ପୋଡି ପାଇଁ ୪ ଟି ଅନୁଷ୍ଠାନ କୁ ମିଳିଲା ଅନୁମତି ! ଜାଣନ୍ତୁ କେଉଁଠି କେଉଁଠି ହେବ ରାବଣ ପୋଡି…
ଭୁବନେଶ୍ୱର: ଆଜି ହେଉଛି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା । ଏହି ଦିନ ମା ଦୁର୍ଗତି ନାଶିନୀ ମହିଷାସୁର କୁ ବଧ କରି ପୃଥିବୀରୁ ଅତ୍ୟାଚାରକୁ ବିନାଶ କରିଥିଲେ । କୁହାଯାଏ ଯେ ଦଶହରା ବା ବିଜୟା ଦଶମୀ ହେଉଛି ଅସତ୍ୟ…
ଏହିଠାରେ ଅଛି ରାବଣଙ୍କ ଶ୍ୱଶୁର ଘର ଗାଁ: ଯେଉଁଠି ରାବଣକୁ ଦହନ ନୁହେଁ କରାଯାଏ . . .
ମଧ୍ୟପ୍ରଦେଶ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ବିଶେଷ ମହତ୍ୱ ଏବଂ ଗରୁତ୍ୱ ରହିଥାଏ । ଏକ ନିର୍ଦ୍ଧିଷ୍ଟ ତିଥିରେ ଏକ ନିର୍ଦ୍ଦିଶ୍ଟ ଦେବାଦେବୀ ଏହି ଧରାପୃଷ୍ଟକୁ ଅବତରଣ କରିଥାନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ…
ଆଜି ୬ଟି ଶୁଭ ଯୋଗରେ ପାଳନ ହେବ ଦଶହରା! ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ପୂଜା ଓ କିଣାକିଣି
ହିନ୍ଦୁ ଧର୍ମରେ ସବୁଠାରୁ ପ୍ରମୁଖ ପର୍ବ ମଧ୍ୟରେ ଗୋଟିଏ ହେଉଛି ଦଶହରା, ଯାହାକୁ ଚଳିତବର୍ଷ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଦଶହରା ଅଶ୍ୱିନ ମାସ ଶୁକ୍ଳ ପକ୍ଷର ଦଶମୀ ତିଥିରେ ପାଳନ କରାଯାଏ, ଯାହକି ଆଜି ୫ ଅକ୍ଟୋବର…
ଦଶହରାରେ ହକି ମାନିଆ: ହକି ଷ୍ଟିକ ଏବଂ ବିଶ୍ୱକପ ଟ୍ରଫିରେ ତିଆରି ହୋଇଛି ମଣ୍ଡପ
ରାଉରକେଲା: ଓଡିଶାକୁ ପୁଣି ଫେରୁଛି ହକି ବିଶ୍ୱକପ । ଆସନ୍ତା ଜାନୁୟାରୀରେ ରାଉରକେଲା ଏବଂ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ତେବେ ଏହା ପୂର୍ବରୁ ଓଡିଶାକୁ ୨ ବର୍ଷ ପରେ…
ଆଜି ମହାନବମୀରେ କରନ୍ତୁ ଏହି କାମ: ମିଳିବ ମାଙ୍କ କୃପା, ଦୂର ହେବ ସମସ୍ୟା
ଆଜି ହେଉଛି ଶାରଦୀୟ ନବରାତ୍ରରୀର ମହାନବମୀ ତିଥି । ଏହି ଦିନ ମା ଦୁର୍ଗାଙ୍କ ନବରାତ୍ରୀର ଶେଷ ଦିନ ଯାହାର ଅନେକ ମହତ୍ୱ ଏବଂ ଗୁରୁତ୍ବ ରହିଥାଏ । ନବରାତ୍ରୀର ନବମୀ ଦିନ ମା ଦୁର୍ଗାଙ୍କ ସିଦ୍ଧିଦାତ୍ରୀଙ୍କ ଅବତାରକୁ ପୂଜା…
ନବରାତ୍ରୀର ମହାନବମୀରେ କରନ୍ତୁ ନାହିଁ ଏହି ଭୁଲ୍: ନଚେତ୍ ରାଗିଯିବେ ମା’
ସମଗ୍ର ଭାରତବର୍ଷରେ ନବରାତ୍ରୀର ଉତ୍ସବ ବହୁ ଧୁମଧାମରେ ପାଳନ କରାଯାଉଛି । ଆଜି ନବରାତ୍ରୀର ନବମ ଦିନ ହୋଇଥିବା ବେଳେ ଆଜି କନ୍ୟା ପୂଜାର ବିଧି ମଧ୍ୟ ରହିଛି । ଏହି ଦିନ ନବଦୁର୍ଗା ନବମ ସ୍ୱରୂପ ମା ସିଦ୍ଧିଦାତ୍ରୀଙ୍କ…
ଆଜି ଦୁର୍ଗା ଅଷ୍ଟମୀରେ ଦୁର୍ଲଭ ସଂଯୋଗ: ଜାଣନ୍ତୁ ଏହାର ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବା ଦେବୀଙ୍କର ଏକ ବିଷେଶ ମହତ୍ୱ ଏବଂ ମୂହୁର୍ତ୍ତ ରହିଥାଏ । ସେସହି ସମୟରେ ତାଙ୍କୁ ପୂଜା କଲେ ଦେବାଦେବୀଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ । ବର୍ତ୍ତମାନ ପୁର ପଲ୍ଲୀ ଠାରୁ ଆରମ୍ଭ କରି…
ମହାଅଷ୍ଟମୀରେ ଏହି ଉପାୟରେ କରନ୍ତୁ ମା ଦୁର୍ଗାଙ୍କ ପୂଜା, ପ୍ରତ୍ୟେକ କ୍ଷେତ୍ରରେ ପାଇବେ ସଫଳତା
ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଏହି ନଅ ଦିନରେ ମାତା ଦୁର୍ଗାଙ୍କ ନଅ ପ୍ରକାରର ରୂପରେ ପୂଜା କରାଯାଏ। ଯଦିଓ ନବରାତ୍ରୀଙ୍କର ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କୁ ସମର୍ପିତ, କିନ୍ତୁ ଅଷ୍ଟମୀ…