Browsing Category

ପରମ୍ପରା

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା…

ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହୋଇପାରିବ ନାହିଁ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି…

ସରିଲା ଛତିଶାନିଯୋଗ ବୈଠକ, ଜାଣନ୍ତୁ ରଥଯାତ୍ରା ନେଇ କ’ଣ ହେଲା ନିଷ୍ପତ୍ତି?

ପୁରୀ (ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଶେଷ ହୋଇନି ସଂକ୍ରମଣ । ଏହାରି ମଧ୍ୟରେ ପୁରୀ ରଥଯାତ୍ରାକୁ ନେଇ ଶେଷ ହୋଇଛି ଛତିଶାନିଯୋଗ ବୈଠକ । ଛତିଶାନିଯୋଗ ବୈଠକରେ ଆୟୋଜିତ…

ରଥଯାତ୍ରା ପରିଚାଳନା ସମ୍ପର୍କରେ ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପରିଚାଳନାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବରିଷ୍ଠ…

ଚିଙ୍ଗୁଡ଼ିଖୋଲରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ପାଳନ ହେଲା କୋଭିଡ୍ ନିୟମ

ବେଗୁନିଆପଡ଼ା(ଓଡ଼ିଶ। ଭାସ୍କର): ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ଓ ଭକ୍ତିର ରହିଛି ଅଦ୍ଭୂତ ସମ୍ପର୍କ । କେତେକ ବିଶେଷ ଦିନ ବା ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଆଶା ନେଇ ଅପେକ୍ଷାରତ…

ମହାପ୍ରଭୁଙ୍କ ଅଣସର ସମୟରେ ପଟିଦିଅଁ ଉପାସନା, ନୀତି-ରୀତି ସମ୍ପର୍କରେ ଜାଣନ୍ତୁ…

ପୁରୀ(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜିଉମାନେ ସ୍ନାନବେଦିରୁ ଗଲା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର…

ଛେରାପହଁରା କରିବେନି ଗଜପତି: ଅନ୍ୟ ସ୍ଥାନରେ ରଥଯାତ୍ରାକୁ ନେଇ ହାଇକୋର୍ଟଙ୍କ ଏପରି ଶୁଣାଣି

ପୁରୀ (ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ…

ପୂରା ବ୍ୟାକଂକକୁ ଦିଶୁଛି ନିର୍ମାଣ ହୋଇଥିବା ୨୩୦ ଫୁଟ ଉଚ୍ଚତା ବିଶିଷ୍ଟ ବୁଦ୍ଧ ମନ୍ଦିର

ବ୍ୟାକଂକ: ଥାଇ ମନ୍ଦିର ତିଆରି କରିଛି ୨୦ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତା ବିଶିଷ୍ଟ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ଯାହାର ଉଚ୍ଚତା ୨୩୦ ଫୁଟ ହୋଇଥିବା ଜଣାପଡିଛି । ଯାହାକି ସମଗ୍ର ବ୍ୟାକଂକକୁ ଦୃଶ୍ୟମାନ ହେଉଛି ।…

ଦୁନିଆର ସବୁଠାରୁ ଦାମୀ ଲୁଣ, ଦାମ୍ ୨୯୦୦୦

 ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଆମେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣର ବ୍ୟବହାର କରିଥାଉ । ହେଲେ କଣ ଆପଣ ମାନେ ମାତ୍ର ୨୫୦ ଗ୍ରାମ ଲୁଣ ପାଇଁ ୭ହଜାର ୩୪୮ ଖର୍ଚ୍ଚ କରିପାରିବେ କି ? ତେବେ ଏହା ଆପଣ ମାନଙ୍କୁ…

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଭୁବନେଶ୍ୱର(ଓଡିଶା ଭାସ୍କର): ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ । ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ । ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ।…